ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଶିକ୍ଷକଙ୍କୁ ମାଡ ମରିଛନ୍ତି ଜଣେ ଶିକ୍ଷୟତ୍ରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।

ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କୁ ଅନ୍ୟ ଜଣେ ଶିକ୍ଷାତରି ଦୁଇ ସାକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାଡ ମାରିବା ନେଇ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଶିକ୍ଷକ । ଶିକ୍ଷୟତ୍ରୀ ମାଡ ମାରୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିଲା

ଏଥିରେ ହଠାତ ଉତ୍ତେଜିତ ହୋଇ ଶିକ୍ଷୟତ୍ରୀ ଜଣକ ଶିକ୍ଷକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟ ପଟେ ପୂର୍ବ ବିବାଦକୁ କେନ୍ଦ୍ର କରି ଉତ୍ତେଜିତ ହୋଇ ଶିକ୍ଷୟତ୍ରୀ ମାଡ ମାରିଥିବା ଏସଏନସି ସଭାପତି କହିଛନ୍ତି । ଅଭିଯୋଗ କାରୀଙ୍କ ମତରେ, ପୂର୍ବରୁ ଶିକ୍ଷୟତ୍ରୀ ବିନା କାରଣରେ ତାଙ୍କ ନାମରେ ଥାନାରେ କେସ କରିଥିଲେ । ଏହା ପରେ ସେ ଥାନାକୁ ଯାଇ ସବୁ ସମାଧାନ କରି ଆସିଥିଲେ ।

ହେଲେ ପିଲା ମାନଙ୍କ ସାମ୍ନାରେ ଶିକ୍ଷୟତ୍ରୀ କଲର ଧରି ମାଡ ମାରିଛନ୍ତି । ଶିକ୍ଷୟତ୍ରୀ ଟିକେ ଟିକେ କଥା ପାଇଁ ଉତ୍ତେଜିତ ହୋଇଯାନ୍ତି । ବନ୍ଧୁଗଣ ମାଡ ଖାଇଥିବା ଶିକ୍ଷକଙ୍କ ଏବେ ମାନସିକ ସ୍ଥିତି ଠିକ ନାହିଁ ବୋଲି ସେ ନିଜେ କହିଛନ୍ତି ଆଉ ସେ ଚୁପ ହୋଇ ରହିଛନ୍ତି । ତେବେ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *