ଇଏ ହେଉଛନ୍ତି Shyama ସିରିଏଲ ଅଭିନେତା Nikhil (Neel Bhattacharya) ରିଅଲ ଲାଇଫ ୱାଇଫ, ଦେଖିବାକୁ ରିଲ ଲାଇଫ ୱାଇଫ ଠାରୁ ବି ଅଧିକ ସୁନ୍ଦର !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନୀଲ ଭଟ୍ଟାଚାର୍ଜ୍ୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନୀଲଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କ ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ନୀଲ ଏବେ ଲୋକପ୍ରିୟ ଟିଭି ଧାରାବାହିକ ‘ଶ୍ୟାମା’ରେ ନଜର ଆସୁଛନ୍ତି । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତା ଭୂମିକା ତଥା ଶ୍ୟାମାଙ୍କ ସ୍ଵାମୀ ଭୂମିକାରେ ନଜର ଆସୁଛନ୍ତି ।

ଅନ ସ୍କ୍ରିନରେ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ନୀଲ ନିଜ ଅଭିନୟ ଓ ନିଜ ଷ୍ଟାଇଲିସ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ଏହି ସିରିଏଲରେ ଅଭିନୟ କରି ସେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନୀଲ ଭଟ୍ଟାଚାର୍ଜ୍ୟଙ୍କ ରିଅଲ ଲାଇଫ ୱାଇଫଙ୍କ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆମ ସମସ୍ତଙ୍କ ପ୍ରିୟ ନୀଲ ଭଟ୍ଟାଚାର୍ଜ୍ୟ ରିଅଲ ଲାଇଫରେ ବିବାହ କରିଛନ୍ତି । 2021 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ନୀଲ ଭଟ୍ଟାଚାର୍ଜ୍ୟ । ତେବେ ବନ୍ଧୁଗଣ ଏ ହେଉଛନ୍ତି ନୀଲଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ତ୍ରିନା ସାହା । ତ୍ରିନା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ।

ତେବେ ନୀଲ ଓ ତ୍ରିନା ସୁଟିଙ୍ଗ ସେଟରେ ପରସ୍ପରକୁ ଭଲ ପାଇଥିଲେ । କିଛି ବର୍ଷ ରିଲେସନରେ ରହିବା ପରେ ଦୁହେଁ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରନ୍ତି । ଉଭୟ ନୀଲ ଓ ତ୍ରିନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନୀଲଙ୍କ ପତ୍ନୀ ତ୍ରିନା କେମିତି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *