ଆଶ୍ଚର୍ଯ୍ୟ : ଅନ୍ତିମ ସଂସ୍କାର ବେଳେ ଶୁଭିଲା ଓଁ… ଓଁ ଶବ୍ଦ, ଚିତାରୁ ଉଠି ବସିଲେ ମୃ-ତ ଯୁବକ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଘଟଣା ଟି ହେଉଛି, ଅନ୍ତିମ ସଂସ୍କାର ବେଳେ ଚିତା ରୁ ଉଠି ବସିଲା ମୃ-ତ ଯୁବକ ।

ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ସମ୍ବନ୍ଧରେ ଶୁଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ । ମଧ୍ୟପ୍ରଦେଶ ର ଅଶୋକ ନଗର ଜିଲ୍ଲା ରେ ଗୁରୁବାର ଦିନ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଘଟିଛି । ଏହି ଘଟଣା ଘଟିବା ପରେ ଯୁବକ ଙ୍କ ପରିବାର ଲୋକ ଡାକ୍ତର ଙ୍କୁ କହିଥିଲେ । ଡାକ୍ତର ସ୍ମଶାନ ରେ ପହଞ୍ଚି ଯୁବକ ଜଣକୁ ମୃ-ତ ଘୋଷଣା କରିଥିଲେ ।

କିନ୍ତୁ ପରିବାର ଲୋକ ଏହା ମାନି ନଥିଲେ । ସେହି ଯୁବକ ଙ୍କୁ ଜିଲ୍ଲା ହସ୍ପିଟାଲ କୁ ଆଣିଥିଲେ । କିନ୍ତୁ ଡାକ୍ତର ହସ୍ପିଟାଲରେ ଯୁବକ ଙ୍କୁ ମୃ-ତ ଘୋଷଣା କରିଲେ । ସୂଚନାନୁଯାୟୀ, ଅଶୋକ ନଗର ଅଞ୍ଚଳ ର ଅନିଲ ଜୈନ ନାମକ ଜଣେ ଯୁବକ କୋରନା ମହାମାରୀ ରେ ସଂକ୍ରମିତ ଥିଲେ । ପ୍ରାୟ ୧୫ ଦିନ ଚିକିତ୍ସିତ ହେବା ପରେ ଯୁବକ ଙ୍କ ଦେହାନ୍ତ ଘଟିଥିଲା ।

ଡାକ୍ତର ଯୁବକ ଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଏହାପରେ ଯୁବକ ଙ୍କ ପରିବାର ଲୋକ ତାଙ୍କୁ ଅଶୋକ ନଗର ର ମୁକ୍ତି ଧାମ ରେ ଅନ୍ତିମ ସଂସ୍କାର ପାଇଁ ଆଣିଥିଲେ । କିନ୍ତୁ ଏହାପରେ ସ୍ମଶାନ ରେ ଯାହା ହେଲା ତାହା ଆପଣ ଶୁଣିଲେ ଆତଙ୍କିତ ହୋଇ ପଡ଼ିବେ । ଅନ୍ତିମ ସଂସ୍କାର ସମୟ ରେ ଅନିଲ ଚିତା ରୁ ଓଁ ଓଁ ଶବ୍ଦ କରି ଉଠି ବସିଲେ ବୋଲି ପରିବାର ଲୋକ ଦାବି କରିଛନ୍ତି ।

ଏହାପରେ ଡାକ୍ତର ଙ୍କୁ ଫୋନ କରାଯାଇଥିଲା । କିନ୍ତୁ ଡାକ୍ତର ସ୍ମଶାନ ପହଂଚି ପୁଣିଥରେ ଅନିଲ ଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ମାନି ନଥିଲେ ଏବଂ ଅନିଲ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲରେ ମଧ୍ୟ ଅନୀଲ ଙ୍କୁ ମୃ-ତ ବୋଲି ଘୋଷଣା କରାଗଲା । ମୃ-ତକ ଙ୍କ ପରିବାର ଲୋକ ଙ୍କ ଦ୍ଵାରା କରାଯାଇଥିବା ସମସ୍ତ ଅଭିଯୋଗ ର କୌଣସି ଆଧାର ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *