Kundaali Bhagya ରୁ ଫେମସ ହୋଇଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ୟ୍ୟା ନିଜ ସ୍କୁଲ ଟାଇମ ରେ ଦେଖା ଯାଉଥିଲେ କିଛି ଏମିତି କି ଆପଣ ବି ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲର ନାମ ହେଉଚିଉ ‘କୁଣ୍ଡଳୀ ଭାଗ୍ୟ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟରେ ବହୁତ ଅଧିକ ଫେମସ ହୋଇସାରିଛି । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।

ବନ୍ଧୁଗଣ ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା । ସବୁଠାରୁ ଅଧିକ ଫେମସ ହୋଇଛନ୍ତି ଶ୍ରଦ୍ଧା । କାରଣ ଶ୍ରଦ୍ଧାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲରେ ଶ୍ରଦ୍ଧା ପ୍ରୀତା ଅରୋରାର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ କଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଥିବା ଶ୍ରଦ୍ଧା ଆର୍ୟ୍ୟା ତାଙ୍କ ସ୍କୁଲ ସମୟରେ ସେ କିପରି ନଜର ଆସୁଥିଲେ । ଆଜି ଆମେ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କର କିଛି ସ୍କୁଲ ଟାଇମର ଫଟୋ ଦେଖାଇବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଶ୍ରଦ୍ଧା ଆର୍ୟ୍ୟାଙ୍କ ବିଷୟରେ ।

ବନ୍ଧୁଗଣ ପ୍ରୀତା ଅରୋରାର ଭୂମିକା ପଦର୍ଶନ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ୟ୍ୟା ଙ୍କ ଜନ୍ମ ୧୭ ଅଗଷ୍ଟ ୧୯୮୭ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ସେ ନିଜର ସଂପୂର୍ଣ୍ଣ ପାଠ ପଢା ଦିଲ୍ଲୀରେ ଶେଷ କରିଥିଲେ । ଶ୍ରଦ୍ଧା ନିଜର ଅଭିନୟ କାରିୟରର ଆରମ୍ଭ ୨୦୦୪ରେ ଆସିଥିବା ସୋ ଇଣ୍ଡିଆସ ବେଷ୍ଟ ସିନେ ଷ୍ଟାର୍ସ କି ଖୋଜ’ରୁ କରିଥିଲେ ।

ଏହା ପରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରି ସହିତ ବଲିଉଡ ଫିଲ୍ମରେ କାମ କରିବାର ମଉକା ମିଳିଥିଲା । ସେ ପାଠଶାଳା ଓ ନିଶବ୍ଦ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଏହା ପରେ ସେ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି ଓ ତୁମ୍ହାରି ପାକି ପରି କିଛି ସିରିଏଲରେ ଅଭିନୟ କରିଥିଲେ । କିଛି ଫିଲ୍ମ ଓ ସିରିଏଲରେ ଅଭିନୟ କରିବା ପରେ ଶ୍ରଦ୍ଧା ବହୁତ ଫେମସ ହୋଇ ଯାଇଥିଲେ ।


ବର୍ତ୍ତମାନ ଶ୍ରଦ୍ଧା Zee TV ର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ର ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସୁଛନ୍ତି । ବର୍ତ୍ତମାନ ଶ୍ରଦ୍ଧା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ସେହିପରି ଶ୍ରଦ୍ଧା ନିଜର ସ୍କୁଲ ଟାଇମରେ ମଧ୍ୟ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଥିଲେ । ସେ ସ୍କୁଲ ଟାଇମରେ ମଧ୍ୟ ବହୁତ ସୁନ୍ଦର ଓ ସିମ୍ପଲ ନଜର ଆସୁଥିଲେ । ଅଭିନେତ୍ରୀ ଶ୍ରଦ୍ଧା ଆର୍ୟ୍ୟା ବର୍ତ୍ତମାନ ବହୁତ ଲୋକପ୍ରିୟତା ହାସିଲ କରି ସାରିଛନ୍ତି ଓ ସେ ଏହି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିସାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ ବି ବହୁତ ଅଧିକ ରହିଛି ।

ତେବେ ଶ୍ରଦ୍ଧାଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *