ଭାଇରାଲ ହେଲା Ollywood ହିରୋଇନ Shivani ଓ ତାଙ୍କ ମା’ଙ୍କ ଜବରଦସ୍ତ Dance, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଯୁଗ ରେ ସମସ୍ତେ ସିନେମା କୁ ନେଇ ବେଶ ଆଗ୍ରହ ରହିଥାନ୍ତି । ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତା ଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଶିବାନୀ ଙ୍କ ର ଏକ ନୃତ୍ୟ କରୁଥିବା ର ଭି-ଡି-ଓ ଭା-ଇ-ରା-ଲ ହେଉଛି ତେବେ ଆସନ୍ତୁ ଜାଣିନେବା ସେ ଭିଡିଓ ବିଷୟ ରେ । ଶିବାନୀ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଶିଶୁ କଳାକାର ଭାବେ ମଧ୍ୟ ଅନେକ ସିନେମା ତଥା ଅନେକ ଧାରାବାହିକ ରେ କାମ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷକ ତାଙ୍କ ଅଭିନୟ ଏବଂ ଲୁକ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଶିବାନୀ ‘ସିଷ୍ଟର ଶ୍ରୀଦେବୀ’ ‘ପ୍ରେମ କୁମାର’ ‘ଦିଲ ମୋର ମାନେନା’ ଆଦି ସିନେମା ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ତାଙ୍କ ପୁରା ନାମ ହେଉଛି ଶିବାନୀ ସଂଗୀତା । ସେ ଭୁବନେଶ୍ୱର ରେ ବାସ କରନ୍ତି । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ-ରେ ତାଙ୍କର ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେ ଏବଂ ତାଙ୍କ ମାଆ ବଲିଉଡ ର ସଙ୍ଗୀତ ର ତାଳରେ ତାଳ ମିଶାଇ ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି ।

ତେବେ ଏହା ଏକ ପାରିବାରିକ ଉତ୍ସବ ଯେଉଁ ଥିରେ ଏହି ମାଆ ଝିଅଯୋଡି ଙ୍କ ଏଭଳି ସୁନ୍ଦର ନୃତ୍ୟ କୁ ଦେଖିବାକୁ ମିଳିଛି । ତେବେ ଆପଣ ଙ୍କୁ ତାଙ୍କ ର ଏହି ଭିଡିଓ କିପରି ଲାଗୁଛି ନିଶ୍ଚିତ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *