ଖାଲି ପ୍ରକୃତି ନୁହେଁ Shivani ଙ୍କ ଗୋଡ଼ ଧରିଥିଲେ ଅଭିନେତା ବାବୁସାନ୍, କିନ୍ତୁ କାହିଁକି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ଏକ ଅଡିଓ ଭା-ଇ-ରା-ଲ ହେଲା । ଯାହା ବାବୁସାନ ଏବଂ ପ୍ରକୃତିଙ୍କ ସ୍ଵର ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ସେହି ଅଡିଓ ରେ ଆପଣ ମାନେ ଶୁଣୁଥିବା ପୁଅର ସ୍ଵର ଅଭିନେତା ବାବୁସାନ ଏବଂ ଝିଅର ସ୍ଵର ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ବୋଲି କୁହାଯାଉଅଛି ।

ଏଥିରେ ଅଭିନେତା ବାବୁସାନ ପ୍ରକୃତି ମିଶ୍ରଙ୍କୁ କହୁଛନ୍ତି “ପ୍ଳିଜ ମୁଁ ତୋ ଗୋଡ ଧରୁଛି,  ମୁଁ ସବୁ କଥା ବୁଝୁଛି ମାତ୍ର ମୁଁ ଆଉ କ’ଣ କରିପାରିବି” ? ଏହିଭଳି କହି ଭୁଲ ମାଗି ନେହୁରା ହୋଇଥିଲେ ଅଭିନେତା ବାବୁସାନ । କେବଳ ଏହା ନୁହେଁ ବାବୁସାନ କ୍ୟାମେରା ସମ୍ମୁଖରେ ମଧ୍ୟ ଅଭିନେତ୍ରୀ ଶିବାନୀଙ୍କର ଗୋଡ ଧରିଛନ୍ତି, ଭା-ଇ-ରା-ଲ ଅଡିଓରେ ଅଭିନେତ୍ରୀ ପ୍ରକୃତିଙ୍କ ଗୋଡଧରିବା କଥା କହିଥିଲେ ଏପଟେ ଭା-ଇ-ରା-ଲ ଭି-ଡି-ଓରେ ମଧ୍ୟ ଅଭିନେତ୍ରୀ ଶିବାନୀଙ୍କ ଗୋଡ ଧରି ପକାଇଛନ୍ତି ବାବୁସାନ ।

ଏଥିରେ ଅଭିନେତା ବାବୁସାନ ଅଭିନେତ୍ରୀ ଶିବାନୀ ଙ୍କ ଗୋଡ ଧରିବାକୁ ଯାଉଛନ୍ତି ଏହା ପୁଣି ମଞ୍ଚ ଉପରେ । ଆଉ ଶିବାନୀ ସଙ୍ଗେ ସଙ୍ଗେ ଏ ମା’ ବୋଲି ମଧ୍ୟ କହୁଛନ୍ତି । ତେବେ ଏହି ଦୃଶ୍ୟ ବର୍ତ୍ତମାନ ଏ ମୋବାଇଲ ରୁ ସେ ମୋବାଇଲ ଘୁରି ବୁଲିବାରେ ଲାଗିଛି । ଆଉ ଏହି ଭି-ଡି-ଓକୁ ଯିଏ ଦେଖୁଛି, ସେ କହୁଛନ୍ତି ଆରେ ବାବୁସାନ ଏଭଳି କ’ଣ ହେଉଛନ୍ତି ? ଯେଉଁ ଅଭିନେତ୍ରୀ ତାଙ୍କ ନାୟିକାଙ୍କ ସାନଭଉଣୀ ଚରିତ୍ରରେ ଅଭିନୟ କରୁଥିଲେ, ସେ ଆଜି ତାଙ୍କ ସହିତ ଗୋଟିଏ ରୁ ଦୁଇଟି ଫିଲ୍ମ କରିଲେ ବୋଲି ସେ କ’ଣ ତାଙ୍କ ଗୋଡ ଧରୁଛନ୍ତି କି ?

ମାତ୍ର ବାବୁସାନ ମଜାକ ରେ ଏହିଭଳି କିଛି କରିଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ଏହି କଥାକୁ ଭା-ଇ-ରା-ଲ କରିବାର କୌଣସି ଅର୍ଥ ହିଁ ନାହିଁ । ବର୍ତ୍ତମାନ ବାବୁସାନଙ୍କର ଯେଉଁଭଳି ସ୍ଥିତି ସେ କିଭଳି ସୁସ୍ଥରହି ନିଜ ପରିବାର ତଥା ନିଜ ସ୍ତ୍ରୀ ଏବଂ ପୁଅ କଥା ବୁଝି ନିଜ ଜୀବନରେ ସଫଳତାର ପାହାଚ ଉପରକୁ ଚଢିବେ ତାହା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । କାରଣ ଓଡିଆ ଇଣ୍ଡଷ୍ଟ୍ରୀରେ ତାଙ୍କ ଭଳି ଆକ୍ଟର ନାହାଁନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ଅନୁଭବ ମହାନ୍ତି ଜଣେ ଭଲ ଅଭିନେତା ଥିଲେ ମାତ୍ର କୌଣସି କାରଣରୁ ବିବାଦରେ ଫସି ସେ ଅଭିନୟ ଦୁନିଆ ଛାଡିଲେ । ବର୍ତ୍ତମାନ ବାବୁସାନ ଯଦି ଏହିଭଳି ବାଦବିବାଦରେ ଫସି ରହିବେ ତେବେ ଖୁବଶୀଘ୍ର ସେ ମଧ୍ୟ ଓଡିଆ ଫିଲ୍ମ ଜଗତରେ ନଜର ଆସିବେନି ବୋଲି ଫ୍ୟାନ୍ସ ମାନେ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *