ଯେତେବେଳେ ହଠାତ ମନ୍ଦିରରେ ପହଞ୍ଚି ଶିବଲିଙ୍ଗରେ ଗୁଡେଇ ହେଇଗଲେ ସ୍ଵୟଂ ଭଗବାନ ନାଗରାଜ, ଏମିତି ବିରଳ ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ଦେଖନ୍ତୁ Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ପୁରାଣର କାଳରୁ ଲୋକମାନେ ନାଗ ସାପର ପୂଜା ଅର୍ଚ୍ଚନା କରନ୍ତି । ବନ୍ଧୁଗଣ ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି । ଭଗବାନ ଶିବ ନାଗ ସାପକୁ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ନାଗ ସାପକୁ ଭଗବାନ ଶିବଙ୍କ ପ୍ରତୀକ ପରି ମାନା ଯାଇଥାଏ । ଅବଶ୍ୟ ବର୍ତ୍ତମାନ ଦୁନିଆ ବଦଳି ଯାଇଛି କାରଣ ଲୋକମାନେ ଶାସ୍ତ୍ର ଓ ପୁରାଣ ଆଦିକୁ ଏତେ ମାନୁ ନାହାନ୍ତି ।

ହେଲେ ଆଜି ମଧ୍ୟ କିଛି ସ୍ଥାନରେ ଆସ୍ତାର କିଛି ଦୃଶ୍ୟ ଦେଖିବାକୁ ମିଳେ ।  ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏପରି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ଏକ ଶିବ ମନ୍ଦିର ଭିତରକୁ ଏକ ନାଗ ସାପ ଯାଉଥିବାର ନଜର ଆସୁଛି । ନାଗ ସାପଟି ସିଧା ଶିବ ମନ୍ଦିର ଭିତରେ ପଶି ଶିବଲିଙ୍ଗ ଉପରେ ବସି ଯାଉଛି । ଏହି ଦୃଶ୍ୟ ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସେହି ସ୍ଥାନରେ ଥିବା ଜଣେ ଲୋକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ବନ୍ଧୁଗଣ ଶିବଲିଙ୍ଗରେ ବସି ନାଗ ସାପଟି ନିଜ ଫଣା ଟେକୁଛି । ଅବଶ୍ୟ ନାଗ ସାପଟି କାହାର କିଛି କ୍ଷତି କରିନାହିଁ । ଏହା ସ୍ଵୟଂ ଭକ୍ତ ଓ ଭଗବାନ ଏହି ମିଳନ । ଏଭଳି ଚମତ୍କାର ବହୁତ କମ ଦେଖିବାକୁ ମିଳେ । ଭାଗ୍ୟରେ ଥିଲେ ଏମିତି ଦୃଶ୍ୟ ଦେଖିବାକୁ ମିଳେ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓ ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜୟ ଭୋଲେନାଥ ନିଶ୍ଚୟ ଲେଖନ୍ତୁ । ଭିଡିଓ ଟି ଭଲ ଲାଗିଥିଲେ ଭକ୍ତି ଭାବରେ ଗୋଟିଏ ଲାଇକ ଓ ସେୟାର କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *