Jyotish Shastra- ମହା ଶିବରାତ୍ରି (୧୧ ମାର୍ଚ୍ଚ ୨୦୨୧) ରେ ହେବାକୁ ଯାଉଛି ମହା ସଂଯୋଗ, ଏହି 4 ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଏହି ବର୍ଷ ମହାଶିବରାତ୍ରି ୧୧ ମାର୍ଚ୍ଚରେ ହେବାକୁ ଯାଉଛି । ମହାଶିବରାତ୍ରି ହେଉଛି ଏକ ପବିତ୍ର ପର୍ବ କାରଣ ଏହି ଦିନରେ ଭଗବାନ ଶିବ ଓ ମା ପାର୍ବତୀଙ୍କର ବିବାହ ହୋଇଥିଲା । ଏହି ଦିନରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ ପୂଜା ଓ ବ୍ରତ ଆଦି କରିଥାନ୍ତି । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ମହାଶିବରାତ୍ରି ଦିନ କେତେକ ସଂଯୋଗ ହେବାକୁ ଯାଉଛି । ସଂଯୋଗ ଦ୍ଵାରା କିଛି ରାଶି ମାନଙ୍କ ଉପରେ ଏହାର ଖାସ ପ୍ରଭାବ ପଡିବାକୁ ଯାଉଛି, ଯାହାଦ୍ୱାରା ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି- ବନ୍ଧୁଗଣ ଆମ ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ଏହି ଆସୁଥିବା ମହାଶିବରାତ୍ରି ପରଠାରୁ ଏହି ରାଶିର ଭାଗ୍ୟ ବଦଳିଯିବ । ଆପଣ ମାନଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ । ଆପଣ ମାନଙ୍କର ସମସ୍ତ ଅଧୁରା କାର୍ଯ୍ୟ ପୂରଣ ହେବ । ଆପଣଙ୍କ ପାରିବାରରେ ହେଉଥିବା ସମସ୍ତ ବିଶୃଙ୍ଖଳା ଓ କଳହ ଶେଷ ହୋଇଯିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

କନ୍ୟା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ମହାଶିବରାତ୍ରି ଦିନ ଆପଣ ନିଶ୍ଚୟ ଏକ ବଡ ଖୁସି ଖବର ପାଇବେ । ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ ଯାହାଫଳରେ ଆପଣଙ୍କ ସମସ୍ତ ଇଛା ନିଶ୍ଚୟ ପୂରଣ ହେବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ଉନ୍ନତି କରିବେ । ବୈବାହିକ ଜୀବନରେ ମଧୁରତା ରହିବ ଓ ଆପଣଙ୍କ ଜୀବନ ସୁଖମୟ ହେବ ।

ମକର ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମକର ରାଶିର ବ୍ୟକ୍ତିବିଶେଷ ମାନେ । ଆସୁଥିବା ମହାଶିବରାତ୍ରି ପରଠାରୁ ଆପଣଙ୍କ ସମସ୍ତ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କ ବିବାହ ଯୋଗ ହେଉନାହିଁ ତା ହେଲେ ଆଉ କିଛି ଦିନ ପରେ ବିବାହ ଯୋଗ ମଧ୍ୟ ହୋଇଯିବ । ଶିକ୍ଷା କ୍ଷେତ୍ରରେ ପିଲାମାନେ ସଫଳତା ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହ ଆପଣ ପ୍ରଚୁର ଧନଲାଭ କରିବେ । ଏହା ସହିତ ଆପଣଙ୍କ ସମସ୍ତ ଅଧୁରା କାମ ପୂରଣ ହୋଇଯିବ ।

ମୀନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମୀନ ରାଶିର ବ୍ୟକ୍ତିବିଶେଷ ମାନେ । ଆସୁଥିବା ମହାଶିବରାତ୍ରି ପରଠାରୁ ଆପଣ ମାନଙ୍କ ଭାଗ୍ୟ ବଦଳିଯିବ । ଆପଣ ମାନଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ । ବ୍ୟାପାର କ୍ଷେତ୍ରରେ ଆପଣ ଧନଲାଭ କରିବେ ଓ ଚାକିରି କ୍ଷେତ୍ରରେ ଆପଣ ଉନ୍ନତି କରିବେ । ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *