ପ୍ରଥମ ଥର ପାଇଁ ସିରିଏଲ ‘ଝିଅ ଆମର ନୂଆବୋହୂ’ ଅଭିନେତା ଶିବ ସେୟାର କଲେ ସ୍ତ୍ରୀ ଙ୍କ ସହ ରୋମାଣ୍ଟିକ ଭିଡିଓ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅଭିଜିତ ଦାସ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିଜିତଙ୍କୁ ଓଡିଆ ଟିଭି ସିରିଏଲ ‘ଝିଅ ଆମର ନୂଆବୋହୂ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିଜିତ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ଅଭିଜିତଙ୍କ ଜବରଦସ୍ତ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରିଛନ୍ତି ।

ଅଭିଜିତ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ଅଭିଜିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ଅଭିଜିତ ତାଙ୍କ ଅଭିନୟ କାରିୟରର ଆରମ୍ଭ ୨୦୧୯ ମସିହାରେ ଓଡିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ’ରୁ କରିଥିଲେ ।

ଏହା ପରଠାରୁ ଅଭିଜିତ କେବେ ପଛକୁ ବୁଲିକି ଚାହିଁ ନାହାନ୍ତି । ବନ୍ଧୁଗଣ ଅଭିଜିତଙ୍କ ଘରେ ତାଙ୍କ ବାପା, ମା, ଭାଇ, ଭାଉଜଙ୍କ ସହ ତାଙ୍କ ଧର୍ମପତ୍ନୀ ରହୁଛନ୍ତି । ଅଭିଜିତଙ୍କ ଧର୍ମପତ୍ନୀଙ୍କ ନାମ ହେଉଛି ନୀଳିମା ଦାସ । ଅଭିଜିତ ଓ ନୀଳିମା ୨୦୨୦ ମସିହାରେ ବିବାହ କରିଥିଲେ । ନୀଳିମା ଦେଖିବା ପାଇଁ ବହୁତ ସୁନ୍ଦର ଓ ଗ୍ଲେମରସ ଅଟନ୍ତି । ବନ୍ଧୁଗଣ ଅଭିଜିତ ଓ ନୀଳିମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ରିଲ୍ସ ଭିଡିଓ ଅପଲୋଡ କରନ୍ତି ।

ଗତ କିଛି ସମୟ ହେବ ଅଭିଜିତ ଓ ନୀଳିମାଙ୍କ କିଛି ରୋମାଣ୍ଟିକ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସବୁ ଭିଡିଓ ଗୁଡିକୁ ତାଙ୍କ ଫ୍ୟାନ୍ସ ମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *