ମହା ଶିବରାତ୍ରୀରେ ଦୁର୍ଲଭ ଦୃଶ୍ୟ ! ମହାଦେବଙ୍କୁ ଖୋଜି ଖୋଜି ଆସିଲା ନାଗ ସାପ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ସହ ଯୋଡି ହୋଇ ରହିଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଜି ହେଉଛି ମହା ଶିବରାତ୍ରି । ମହାଦେବଙ୍କ ଉତ୍ସବ ମହା ଶିବରାତ୍ରି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ । ପ୍ରାଚୀନ ପୁରାଣ ଅନୁସାରେ ମହା ଶିବରାତ୍ରି ଦିନ ମଧ୍ୟ ରାତ୍ରିରେ ମହାଦେବ ସ୍ଵୟଂ ଲୀଙ୍ଗ ଉପରେ ପ୍ରକଟ ହୋଇଥିଲେ । ଏହାଦ୍ବାରା ସମସ୍ତ ବ୍ରମ୍ହାଣ୍ଡ ସକାରାତ୍ମକ ଊର୍ଜାରେ ପରିପୂର୍ଣ୍ଣ ହୋଇଯାଇଥିଲା ।

ଏହା ମହାଦେବଙ୍କ ନିରାକାର ରୂପରୁ ସାକାର ରୂପ ଥିଲା । ପ୍ରଥମ ଥର ଶିବ ଲୀଙ୍ଗ ପୂଜା ଭଗବାନ ବିଷ୍ଣୁ ଓ ବ୍ରହ୍ମ ଦେବ କରିଥିଲେ । ତେବେ ବନ୍ଧୁଗଣ ଏହି ଦିନରେ ପ୍ରତ୍ୟକ ମଣିଷ ଶିବ ମନ୍ଦିର ଯାଇ ଶିବ ଲୀଙ୍ଗର ପୂଜା ଅର୍ଚ୍ଚନା କରିଥାନ୍ତି ଓ ଉପବାସ ମଧ୍ୟ କରିଥାନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏକ ନାଗ ସାପ ମନ୍ଦିର ବେଡା ଭିତରକୁ ପଶି ଯାଉଛି ଓ ଶିବ ଲୀଙ୍ଗକୁ ଖୋଜି ଖୋଜି ଲୀଙ୍ଗ ପାଖକୁ ଚାଲି ଯାଉଛି ।

ଏହା ପରେ ନାଗ ସାପଟି ଲୀଙ୍ଗରେ ଗୁଡାଇ ହୋଇ ଫଣା ବାହାର କରି ସମସ୍ତ ଚାହୁଁଛି । ଏହି ଚମତ୍କାରୀ ଦୃଶ୍ୟ ସମସ୍ତଙ୍କ ମନ ଜିତି ନେଇଛି ଓ ଲୋକ ମାନଙ୍କ ମନରେ ଭକ୍ତି ଏବଂ ଆସ୍ଥାର ଜାଗରଣ କରିଛି । ସୋସିଆଲ ମିଡିଆରେ ଏହି ଚମତ୍କାରୀ ଦୃଶ୍ୟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବନ୍ଧୁଗଣ ଶିବଙ୍କର ଏହି ଅପୂର୍ବ ନୀଳା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *