କ୍ରିକେଟର Shikhar Dhawan ଙ୍କୁ ନିର୍ଧୁମ ମାଡ଼ ! ବର୍ଷିଲା ଗୋଇଠା, ବିଧା ସହ ଚାପୁଡା, ତେବେ କିଏ ଓ କାହିଁକି ଶିଖରଙ୍କୁ ମାରିଲା ମାଡ, ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଖେଳାଳି ମାନେ ନିଜ ଜବରଦସ୍ତ ଖେଳ ପଦର୍ଶନ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କ୍ରିକେଟର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଭାରତୀୟ କ୍ରିକେଟ ଜଗତରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଶିଖରଙ୍କ ଜବରଦସ୍ତ ଖେଳ ପଦର୍ଶନ ତ ନିଶ୍ଚୟ ଦେଖିଥିବେ । ତେବେ ଶିଖର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଆଉ ନୂଆ ନୂଆ ଭିଡିଓ ସେୟାର କରନ୍ତି । ଶିଖରଙ୍କ ଏକ ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।

ବନ୍ଧୁଗଣ ଏହି ଭିଡିଓରେ ଶିଖର ଧୱନଙ୍କ ଉପରେ ବର୍ଷୀଛି ନିଧୂମ ମାଡ । ମାଡ, ଗୋଇଠା, ବିଧା ସହ ଚାପୁଡା । ବନ୍ଧୁଗଣ ଦିଗଜ ଖେଳାଳି ତଥା ଇଣ୍ଡିଆ ଟିମର ଓପନର ଶିଖର ଧୱନଙ୍କୁ ଯେଉଁ ଭଳି ଭାବରେ ମାଡ ହୋଇଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଏଠାରେ ଶିଖରଙ୍କୁ ଏଭଳି ଦଣ୍ଡ ଆଉ କିଏ ନୁହେଁ ନିଜେ ତାଙ୍କ ବାପା ଦେଇଛନ୍ତି ଆଉ ଏହାର ଭିଡିଓ ଏବେ ଖୁବ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓଟି ଦେଖିବାକୁ ଖୁବ ମଜାଳିଆ ରହିଛି । ଏଠାରେ ଶିଖର ତାଙ୍କ ବାପା ତାଙ୍କୁ ଦଣ୍ଡ ଦେବାର କାରଣ ବିଷୟରେ ମଧ୍ୟ କହିଛନ୍ତି । ଆଇପିଏଲରୁ ବାହାର ହେବା ପରେ କ୍ରିକେଟର ଶିଖର ଧୱନଙ୍କୁ ମିଳିଛି ଏଭଳି କିଛି ଦଣ୍ଡ । ସୂଚନା ଅନୁସାରେ ଚଳିତ ବର୍ଷ ଆଇପିଏଲର ପଞ୍ଜାବ ଟିମ୍ସ ନକ ଆଉଟରେ ପହଞ୍ଚି ନ ପାରିବାରୁ ଏହାର ଓପନର ଶିଖର ଧୱନଙ୍କୁ ମାଡ ମରିଛନ୍ତି ତାଙ୍କ ବାପା ।

ଶିଖରଙ୍କୁ ତାଙ୍କ ବାପା ବହୁତ ମାଡ ମରିଛନ୍ତି ପାଖରେ ଥିବା ପରିବାର ଲୋକ ତାଙ୍କୁ ଯେତେ ଅଟକାଇଲେ ବି ସେ ଶୁଣୁ ନାହାନ୍ତି । ନିଜର ମାଡ ଖାଇବା ଭିଡିଓକୁ ଧୱନ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି-‘ନକ ଆଉଟରେ ନ ପହଞ୍ଚି ପାରିବାରୁ ମୋ ବାପା ମୋତେ ନକ ଆଉଟ କରିଛନ୍ତି’ । ତା ହେଲେ ବନ୍ଧୁଗଣ ଶିଖରଙ୍କ ଏହି ମାଡ ଖାଇବା ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *