Odia Jokes- ନୂଆ ବୋହୁ ଶାଶୁଘରେ ସକାଳୁ ଜଲ୍ଦି ଉଠିଗଲା, ଶାଶୁ- ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ, ବୋହୁ- ନା, ଶାଶୁ ମା’…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପୁଅ ନିଜ ମାକୁ ପଚାରିଲା…

ପୁଅ- ମା ଲଭ ମ୍ୟାରେଜ କରିଲେ ଘର ବାଲା ରାଗି ଥାନ୍ତି କି ?

ମା- ପୁଅ, ମତେ ଯାହା ଲାଗୁଛି ତୁ ନିଶ୍ଚୟ କୌଣସି ଝିଅ ପ୍ରେମରେ ଅଛୁ । ଆଉ ଏହି ସବୁ କଥା ପଚାରିବା ପାଇଁ ସେହି ହିଁ ତତେ କହିଥିବ ।

ଏହି ଝିଅ ମାନଙ୍କର ସେହି କାମ ଯେଉଁଠି ଭଲ ପୁଅ ଦେଖିଲେ ତାକୁ ମାଡି ବସିବେ ।

ହେଲେ ତୁ ସେହି ଝିଅ ଠାରୁ ଦୂରେଇ ରହିବୁ, ଏହି ସବୁ ଝିଅ ମାନେ ବହୁତ ଚାଲାକ ହୋଇଥାନ୍ତି । ପୁଅ ମାନଙ୍କୁ ଫସେଇ ତାଙ୍କର ଜୀବନକୁ ବରବାଦ କରିଦିଅନ୍ତି ।

ପୁଅ- ନାହିଁ ମା, ମୁ କାହାକୁ ଭଲ ପାଉନି । କାଲି ବାପା ମତେ କହୁଥିଲେ ଯେ, ତମ ଦୁଇଜଣଙ୍କର ଲଭ ମ୍ୟାରେଜ ହୋଇଥିଲା  । ସେଥିପାଇଁ ପଚାରିଦେଲି ।

୨. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- କେଉଁଠିକି ଯାଉଛ ?

ସ୍ଵାମୀ- ମମରଇବାକୁ ଯାଉଛି ।

ସ୍ତ୍ରୀ- ହଉ ସାଥିରେ ଗୋଟେ ବ୍ୟାଗ ନେଇ ଯାଇଥାଅ ।

ସ୍ଵାମୀ ‘ଆଶ୍ଚର୍ଯ୍ୟ ହୋଇ’- ହେଲେ ସେଇଟା କଣ ପାଇଁ ନେବି ?

ସ୍ତ୍ରୀ- ଯଦି ତମ ନିଷ୍ପତ୍ତି ବଦଳିଯାଏ ତା ହେଲେ ଦୁଇ କିଲୋ ଆଳୁ ସହିତ ଗୋଟେ କିଲୋ ପିଆଜ ନେଇ ଆସିବ ।

୩. ବାପା ପୁଅକୁ ପଚାରିଲା…

ବାପା- ତୋର ରେଜଲ୍ଟ କଣ ହେଲା ?

ପୁଅ- ସାର କହିଛନ୍ତି ଏହି କ୍ଳାସରେ ଆଉ ଗୋଟେ ବର୍ଷ ଲଗେଇବାକୁ ପଡିବ ।

ବାପା- ଆରେ ପୁଅ, ତୁ ଯଦି ଚାହୁଁଛୁ ତା ହେଲେ ଦୁଇ ତିନିଟା ପ୍ୟାକ ଲଗେଇଦେ ହେଲେ ଫେଲ ହବୁନି

୪. ପପୁ ଭଗବାନଙ୍କୁ ବରଦାନ ମାଗିଲା… ଗୋଟେ ବଡ ଗାଡି, ଗୋଟେ ଚାକିରି ଆଉ ବହୁତ ସାରା ଝିଅ ।

ଭଗବାନ- ତଥାସ୍ତୁ ।

ଆଜି ପପୁ ଗାର୍ଲ୍ସ କଲେଜରେ ଡ୍ରାଇଭର ଅଛି, ଭଲ ଭାବରେ ଭାବି ଚିନ୍ତି ବରଦାନ ମାଗିବା ଉଚିତ । କାରଣ ଭଗବାନ ମଧ୍ୟ ବହୁତ ସ୍ମାର୍ଟ ଅଛନ୍ତି ।

୫. ଗୋଟେ ଛୋଟ ପ୍ରେମ କାହାଣୀ…

ଗୋଟେ ପୁଅ ସବୁଦିନ ଗୋଟେ ଝିଅ ପଛରେ ପଡିଥିଲା ।

ହେଲେ ଦିନେ ସେହି ଝିଅଟି ନିଜ ମୁହଁକୁ ଧୋଇ ସେହି ପୁଅକୁ ନିଜ ଚେହେରା ଦେଖାଇଥିଲା

ସେହିଦିନ ଠାରୁ ପୁଅ ଆଉ ସେହି ଝିଅର ପିଛା କରିଲା ନାହିଁ ।

୬. ପପୁ- ଆଛା କହିଲ ‘ବିଦାଇ’ ସମୟରେ ତମେ ଝିଅ ମାନେ ଏତେ କାନ୍ଦୁଥାଅ କାହିଁକି ?

ସ୍ତ୍ରୀ- ଆରେ ପାଗଳ, ଯଦି ତମକୁ ଜଣା ପଡିବ ଯେ, ତମକୁ କିଏ ଗୋଟେ ତମ ଘରୁ ନେଇ ନିଜ ଘରେ ବାସନ ମଞ୍ଜେଇବା ପାଇଁ ନେଉଥିବ ତା ହେଲେ ତମେ କଣ ନାଚିବ ।

୭. ନୂଆ ବୋହୁ ଶାଶୁଘରେ ସକାଳୁ ଜଲ୍ଦି ଉଠିଗଲା

ଶାଶୁ- ସୋଇପଡ ଝିଅ, ଏତେ ଜଲ୍ଦି ଉଠିବା କଣ ଆବଶ୍ୟକ

ବୋହୁ- ନା, ଶାଶୁ ମା’ ଏବେ ତ Dp change କରିବାର ଅଛି

ଓ Status ବି ଅପଡେଟ କରିବାର ଅଛି

ଓ ସମସ୍ତଙ୍କୁ Good Morning ମେସେଜ ସେନ୍ଡ କରିବାର ଅଛି ଓ

ମେସେଜ ପଠେଇବା ପରେ ଏବେ ଯାଉଛି ଶୋଇବି

ଯେତେବେଳେ ତୁମେ ଉଠିବ ମା ପାଇଁ ବି ଚା ବନେଇ କି ଡାକିଦେବ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *