Sharmistha କୁ ନେଇ ଆସିଲା ଭୟଙ୍କର ତଥ୍ୟ ! ଛାଡପତ୍ର ପାଇଁ 50 ଲକ୍ଷ ଟଙ୍କା ମାଗୁଥିଲା..ରଖୁନଥିଲା ସ୍ୱାମୀଙ୍କ ସହ ସର୍ମ୍ପକ, କିନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ମାନସ ସାହୁ ହତୟଆକାଣ୍ଡ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମାମଲାଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାକୁ ନେଇ ଅନେକ ବଡ ବଡ ଖୁଲାସା ମଧ୍ୟ ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁଙ୍କୁ ହତୟଆ କରିବା ପଛରେ ଏକ ବହୁତ ବଡ ଷଡଯନ୍ତ୍ର ଥିଲା ଯାହା ଗତ କିଛି ଦିନ ପୂର୍ବରୁ ଲୋକ ମାନଙ୍କ ସାମ୍ନାକୁ ଆସିଥିଲା ।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା ଓ ନିରଞ୍ଜନଙ୍କ କଳା କାର୍ଣ୍ଣମା ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । ତେବେ ଏମାନଙ୍କ ରିମାଣ୍ଡ ସରିଯାଇଛି ଓ ଏବେ ଶର୍ମିଷ୍ଠା, ଝୁନା ଓ ନିରଞ୍ଜନ ଜେଲରେ ଅଛନ୍ତି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଏବେ ଭଦ୍ରକ ଜେଲରେ ଅଛନ୍ତି । ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ହତୟଆକାଣ୍ଡର ବଡ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ଏବେ ଆସୁଛି ବଡ ଖବର ।

କ୍ରାଇମ ବ୍ରାଞ୍ଚ ଏବେ ଦିଲ୍ଲୀରେ ରହୁଥିବା ଶର୍ମିଷ୍ଠାଙ୍କ ସ୍ଵାମୀଙ୍କୁ ବି ତଦନ୍ତ ପରିସର ଭୁକ୍ତ କରିଛି । ତେବେ କ୍ରାଇମ ବ୍ରାଞ୍ଚରେ ହାଜର ହେବା ପାଇଁ ଶର୍ମିଷ୍ଠାଙ୍କ ସ୍ଵାମୀଙ୍କୁ ନୋଟିସ ଜାରି କରାଯାଇଛି । ଏହାରି ମଧ୍ୟରେ ଶର୍ମିଷ୍ଠା ଓ ତାଙ୍କ ସ୍ଵାମୀଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ସ୍ଵାମୀଙ୍କ ସହ ସମ୍ପର୍କ ରଖୁ ନଥିଲେ ଶର୍ମିଷ୍ଠା । ସ୍ଵାମୀ ଦିଲ୍ଲୀରେ ରହୁଥିବା ବେଳେ ଶର୍ମିଷ୍ଠା ରହୁଥିଲେ ଭୁବନେଶ୍ବରରେ ।

ଏମିତି କି ଛାଡପତ୍ର ପାଇଁ ୫୦ ଲକ୍ଷ ଟଙ୍କା ନିଜ ସ୍ଵାମୀଙ୍କୁ ମାଗୁଥିଲେ ଶର୍ମିଷ୍ଠା । କିନ୍ତୁ ଶର୍ମିଷ୍ଠାଙ୍କ ସ୍ଵାମୀ ୫୦ ଲକ୍ଷ ଟଙ୍କା ଦେଇ ନଥିଲେ । ଏହାରି ମଧ୍ୟରେ ଭୁବନେଶ୍ବରରେ ଶର୍ମିଷ୍ଠା କଣ କଣ ସବୁ କରୁଥିଲା ତାହା ତାଙ୍କ ସ୍ଵାମୀ ଜାଣନ୍ତି ନା ନାହିଁ ସେ ବିଷୟରେ ପଚାରି ପାରନ୍ତି କ୍ରାଇମ ବ୍ରାଞ୍ଚ । ଏହା ସହ ଶର୍ମିଷ୍ଠାଙ୍କ ଅଶ୍ଳୀଳ ସିନେମା ସୁଟିଙ୍ଗ କେଳାଙ୍କରୀରେ କ୍ରାଇମ ବ୍ରାଞ୍ଚ ତାଙ୍କ ସ୍ଵାମୀଙ୍କୁ ପଚରା ଉଚରା କରିବାକୁ ଯୋଜନା କରୁଛି ।

ଶର୍ମିଷ୍ଠାଙ୍କ ଏଭଳି କେଳାଙ୍କରୀ ବିଷୟରେ ସେ ଜାଣି ନଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ ଏନେଇ ପଚରା ଉଚରା କରାଯିବ । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *