ଏହି 4 ଟି ଲକ୍ଷଣରୁ ଜଣାପଡେ଼ ଶନିଦେବ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି, ହୋଇଯାନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ ହୋଇଥାଏ ବୋଲି ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି । ଶାସ୍ତ୍ର ଅନୁସାରେ ଭଗବାନ ଶନି ଦେବ ନ୍ୟାୟ ର ଦେବତା ଅଟନ୍ତି । ସେ ସବୁବେଳେ ନ୍ୟାୟ ର ସପକ୍ଷରେ ରହିଥାନ୍ତି । ଯେଉଁ ବ୍ୟକ୍ତି ନ୍ୟାୟ ମାର୍ଗ ରେ ଚାଲିଥାଏ ।

ତା ଉପରେ ସେ କୃପା କରିଥାନ୍ତି ଓ ଜରୁ ବ୍ୟକ୍ତି ଅନ୍ୟାୟ ମାର୍ଗ ରେ ଯାଇଥାନ୍ତି ତାଙ୍କ ଉପରେ ସେ କୋପ କରିଥାନ୍ତି । ଯେତେବେଳେ ଭଗବାନ ଶନି ଦେବ କୋପ କରିଥାନ୍ତି ସେତେବେଳେ ଆପଣଙ୍କ ର ଜୀବନ ସଂଘର୍ଷମୟ ହୋଇ ଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ସଂକେତ ଅଛି ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଉପରେ ଶନି ଦେବ ଙ୍କ କୋପ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ଵିଷୟ ରେ ।

ବନ୍ଧୁଗଣ ପ୍ରଥମ ସଂକେତ ଟି ହେଉଛି ମାର୍ଗ ରୁ ଓହରି ଯିବା । ଯେଉଁ ବ୍ୟକ୍ତି ମାନେ ପରାଜିତ ହେବେ ବୋଲି ଭଗବାନ ଜାଣିଥାନ୍ତି ସେତେବେଳେ ତାଙ୍କ ଠାରୁ ଭଗବାନ ସମସ୍ତ ବୁଦ୍ଧି ଓ ଶକ୍ତି ଟାଣି ଆଣିଥାନ୍ତି । ଯାହା ଦ୍ୱାରା ତାକୁ ଉନ୍ନତି ର କୌଣସି ମାର୍ଗ ଦେଖା ଯାଇ ନ ଥାଏ । ମନୁଷ6ର ପୂର୍ବ ଜନ୍ମ ର ପାପ ଓ କର୍ମ ଅନୁସା ରେ ଭଗବାନ ଶନି ଦେଵ ମନୁଷ୍ୟ କୁ ଦଣ୍ଡ ଦେବା ପାଇଁ ତାର ସମସ୍ତ ବୁଦ୍ଧି ଓ ବଳ ଛଡାଇ ଆଣିଥାନ୍ତି ।

ଯାହା ଦ୍ୱାରା ସେ କୌଣସି କାର୍ଯ୍ୟ ରେ ସଫଳ ହୋଇ ପାରି ନ ଥାଏ ଏବଂ ତାକୁ ଚାରି ଦିଗ ଅନ୍ଧାର ସଦୃଶ ଦେଖା ଯାଇଥାଏ । ଏହି ପରି ସଂକେତ ମିଳିଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ଭଗବାନ ଶନି ଦେବଙ୍କ ର କୋପ ଦୃଷ୍ଟି ରହିଛି ।

ଦ୍ଵିତୀୟ ସଂକେତ ଟି ହେଉଛି କରଜ ବୃଦ୍ଧି ପାଇବା । ଯେଉଁ ବ୍ୟକ୍ତି ଉପରେ ଭଗବାନ ଶନି ଦେବ ରୁଷ୍ଟ ହୋଇଥାନ୍ତି ସେତେବେଳେ ସେହି ବ୍ୟକ୍ତି କରଜ ର ଚାପ ରେ ଚାପି ହୋଇ ରହି ଯାଇଥାଏ । ସେହି ବ୍ୟକ୍ତି କେବେ ମଧ୍ୟ କରଜ ସୁଝି ପାରି ନ ଥାଏ । ଯେଉଁ ବ୍ୟକ୍ତି ଜୀବନ ରେ କେବେ ମଧ୍ୟ କାହାକୁ ସାହାଯ୍ୟ କରି ନ ଥାଏ ତାକୁ ଏହିପରି ଦଶା ଭୋଗିବାକୁ ପଡିଥାଏ ।

ଋଣ ସୁଝି ନ ପାରି ଆପଣ ଅନେକ ସ୍ଥାନରୁ ଅପମାନିତ ହେବେ । ଯାହା ଦ୍ୱାରା ଆପଣଙ୍କ ର ନିଜ ଜୀବନ ପ୍ରତି ମଧ୍ୟ ଘୃଣା ଭାବ ଆସିଯିବ । ଏହି ପରି ସଂକେତ ମିଳିବା ଦ୍ୱାରା ଶନି ଦେବ ରୁଷ୍ଟ ହୋଇଛନ୍ତି ବୋଲି ସୂଚନା ମିଳିଥାଏ ।

ତୃତୀୟ ସଂକେତ ଟି ହେଉଛି ନିଶଶା ଦ୍ରବ୍ୟ ସେବନ କରିବା । ଯେଉଁ ବ୍ୟକ୍ତି ଅଧିକ ନିଶଶା ସେବନ କରିଥାଏ ଏବଂ ହଟାତ କୌଣସି ଖରାପ ଅଭ୍ୟାସ ର ଶିକାର ହୋଇଥାଏ ତେବେ ବୁଝି ନେବା ଉଚିତ ଯେ ଭଗବାନ ଶନି ଦେବ ଆପଣଙ୍କ ଉପରେ କୋପ କରିଛନ୍ତି ।

ଯେଉଁ ବ୍ୟକ୍ତି ମାନେ କୌଣସି ବ୍ୟକ୍ତି ଙ୍କ ମନ ରେ ଆଘାତ ଦେଇଥିବେ କିମ୍ବା ନିଜର ପିତା ମାତା କୁ ଅପଶବ୍ଦ କହିଥିବେ ତେବେ ଭଗବାନ ଶନି ଦେବ ତାଙ୍କୁ ଏହି ପରି ଦଣ୍ଡ ଦେଇଥାନ୍ତି । ଯାହା ଦ୍ୱାରା ସେ ଏକ ଖରାପ ଅଭ୍ୟାସ ର ଶିକାର ହୋଇଥାନ୍ତି । ତେବେ ଏପରି ସଂକେତ ମିଳିଲେ ନିଶ୍ଚିତ ହୋଇଯାଅନ୍ତୁ ଯେ ଆପଣଙ୍କ ଉପରେ ଭଗବାନ ଶନି ଦେବ ରୁଷ୍ଟ ଅଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *