‘ଶାହରୁଖ ଖାନ ପାକିସ୍ତାନ କାହିଁକି ଯିବ..ଏଇଠି ପଇସା କମେଇଛି ..ତା ପୁଅ ନିଶା ଖାଇ…’ Shahrukh ପାକିସ୍ତାନ ଯିବା କଥାରେ ଗର୍ଜିଲେ Sura ଭାଇ, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ମିଳିଲା ଆଶ୍ୱସ୍ତି । ୨୬ ଦିନ ଜେଲରେ ରହିବା ପରେ ଗୁରୁବାର ଆର୍ଯ୍ୟନଙ୍କୁ ଜା-ମି-ନ ପ୍ରଦାନ କରିଛନ୍ତି ମୁମ୍ବାଇ ହାଇକୋର୍ଟ । ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ ଅ-ଟ-କ ରଖାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ଏନସିବି ଆର୍ଯ୍ୟନଙ୍କୁ ରି-ମା-ଣ୍ଡରେ ନେଇଥିଲା । ଆର୍ଯ୍ୟନଙ୍କ ସମେତ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ କୋର୍ଟ ଜା-ମି-ନ ପ୍ରଦାନ କରିଛନ୍ତି ।

ଆର୍ଯ୍ୟନଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତ ତ୍ୟାଗୀ ଏହି ମା-ମ-ଲା ପରିଚାଳନା କରିଥିଲେ । ତେବେ ଜା-ମି-ନ ମିଳିଥିଲେ ହେଁ ଆଜି ସେମାନେ ଜେ-ଲ-ରୁ ମୁକୁଳି ପାରିବେ ନାହିଁ । ପେପର ୱାର୍କ କାମ ବାକି ରହିଥିବା କାରଣରୁ ଆସନ୍ତା କାଲି ସୁଦ୍ଧା ଏହି ୩ ଜଣ ଜେ-ଲ-ରୁ ମୁକୁଳିବା ସ୍ପଷ୍ଟ ହୋଇଛି । ୩ ଦିନର ମାରାଥନ ଶୁଣାଣି ପରେ କୋର୍ଟ ଏହି ୩ ଜଣଙ୍କୁ ଜା-ମି-ନ ପ୍ରଦାନ କରିଛନ୍ତି ।

ଆର୍ଯ୍ୟନ ଓ ଅର୍ବାଜ ଆର୍ଥର ରୋଡ ଜେ-ଲ-ରେ ରହୁଥିବା ବେଳେ ମୁନମୁନ ବର୍ତ୍ତମାନ ବାଇକୁଲା ମହିଳା ଜେ-ଲ-ରେ ରହିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ଙ୍କୁ ପ୍ରଶ୍ନ କରାଯାଇ ଥିଲା ଏବଂ ତା ଭିତରେ ଗୋଟିଏ ପ୍ରଶ୍ନ ଥିଲା କି ଶାହାରୁଖ ଖାନ ପାକିସ୍ତାନ ଯିବେ ବୋଲି କହୁଛନ୍ତି ତେବେ ଆପଣ ଏ ବିଷୟରେ କଣ କହୁଛନ୍ତି ।

ଏହି ପ୍ରଶ୍ନ ର ଉତ୍ତର ସୁର ରାଉତରାୟ ଦେଇଥିଲେ କି ପାକିସ୍ତାନ କଣ ପାଇଁ ଯିବ । ଭାରତରେ ଅଭିନୟ କରି ପଇସା କମେଇବ ଆଉ ବର୍ତ୍ତମାନ ପାକିସ୍ତାନ ଯିବ ଭାରି । ଯଦି କିଛି କରିବାର ଅଛି ତେବେ ଭାରତ ରେ ରହି ଭାରତ ପାଇଁ କିଛି କରୁ । ତା ପୁଅ ତ ସୁନ୍ଦରୀ ସୁନ୍ଦରୀ ଝିଅ ମାନଂକୁ ଡ୍ର-ଗ୍ସ ଦେଇ ତାଙ୍କ ଜୀଵନ ଖ-ରା-ପ କରୁଛି ।

ଗୋଟିଏ ଛୋଟ ବ-ଟି-କା ର ଦାମ ସାଢ଼େ ସାତ ଲକ୍ଷ ତେବେ ଶାହାରୁଖ ଖାନ ଏହି ଭାରତରେ ଅଭିନୟ କରି କେତେ ପଇସା କମେଇଥିବ । ତେବେ ସେ ଭାରତ ପାଇଁ କିଛି କରୁ ପାକିସ୍ତାନ କଣ ପାଇଁ ଯିବ । ତେବେ ଏହି ବିଷୟ କୁ ନେଇ ଆପଣ ଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *