‘ସେତେବେଳେ ଆମେ ଲୁଚାଇ ଛପେଇ କରୁଥିଲୁ, ଏବେ ସବୁ ସାହାଣ ମେଲା, ଖୁଲମ ଖୁଲା ଏବେ…’ କାହିଁକି ଏମିତି କହିଲେ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କୋର୍ଟ ର କିଛି ଅଡର କୁ ନେଇ ସାଂସଦ ସୁର ରାଉତରାୟ ନିଜର ମତ ଦେଇଛନ୍ତି । ତେବେ ସେ କଣ କହିଛନ୍ତି ଆସନ୍ତୁ ଜାଣିନେବା । ସେ କହିଛନ୍ତି ଯେ ଏହିସବୁ ଅଡର ଯାହା ବେଳେବେଳେ ହେଉଛି, କାହାକୁ ଅସନ୍ନମାନ ଦେଉନାହିଁ, ଯୁଡିସିଆଲ କୁ ଅସନ୍ନମାନ ଦେଉନାହିଁ । ମାତ୍ର ଭାରତ ଗଣତନ୍ତ୍ର ପ୍ରତି ବହୁତ ଅସନ୍ନମାନ । ମାତ୍ର ଏହାଦ୍ଵାରା ଲୋକଙ୍କର ଆହୁରି ସାହାସ ବଢିଯିବ ।

ଯାହାର ଇଛା ହେବ ଯିଏ ଯାହା କରିବା କଥା କରିବ ଯିଏ ଯାହାକୁ ପେଟରେ କରିବା କଥା କରିଦେବ, ଯିଏ ଯାହାକୁ ଘରୁ ବାହାର କରିବା କଥା କରିଦେବ, ମାତ୍ର ଏହା କଣ ? ଭାରତ ମାଟି ଟା କଳଙ୍କିତ ହୋଇଯିବ । ଯୁଡିସିଆଲ କୁ ସନ୍ନମାନ ଦେବି ଯିଏ ଯେଉଁଟି ପ୍ରେଗନେଣ୍ଟ ହେଉଛନ୍ତି ମୁଁ ତାଙ୍କୁ ସାହାର୍ଯ୍ୟ କରିବା କଥା ସାହାର୍ଯ୍ୟ କରିବି । କାରଣ ଆଗ ସହଯୋଗର ହାତ ବଢେଇବି ।

ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ରାଜନୀତି କରିବା ସମୟରୁ ପ୍ରାୟ ଆଗେ ଏହି ଗରିବ ଲୋକର ଘରର ଲୋକ ପ୍ରେଗନେଣ୍ଟ ହୁଅନ୍ତିନି । ବଡ ବଡିଆ ଙ୍କ ଲୋକ ଧନୀ ଲୋକ ଜ୍ଞାନୀ ଲୋକ ତାଙ୍କରି ଝିଅ ମାନେ ପ୍ରେଗନେଣ୍ଟ ହୁଅନ୍ତି । ସେମାନେ ମୋ ପାଖକୁ ଆସୁଥିଲେ ଡାକ୍ତର ପାଖକୁ ନେଇ ଆବୋସନ କରାଉଥିଲୁ । ମାତ୍ର ସେ ସମୟରେ ଲୁଚି ଛପି କରୁଥିଲେ ବର୍ତ୍ତମାନ ସବୁ ସାହାଣ ମେଳା ହୋଇଯିବ ।

ଯେଉଁଭଳି ପୁଅ ଙ୍କ ମୁଁହଁ ଦେଖୁଛି ସବୁ ଘଷି ହୋଇଯିବ ଯେ ଆଉ ସୀମା ରହିବନି । ଯାହା ବ୍ରେକ ଥିଲା ଏହି ଯୁଡିସିଆଲ ଯେଉଁ ଅଡର ହୋଇଗଲା ଅବିକା ସାହାଣ ମେଲା ହୋଇଯିବ ଭାରତ ବର୍ଷ ରେ । ଏହାକୁ ନେଇ ସାଂସଦ ସୁର ରାଉତରାୟ ବହୁତ ଦୁଃଖିତ ଅଛନ୍ତି ବୋଲି କହିଛନ୍ତି । ମାତ୍ର ଯୁଡିସିଆଲ କୁ ସନ୍ନମାନ । ଟା’ ନହେଲେ ପୁଣି ଝାରପଡା ଜେଲ ।

ମାତ୍ର ବିବାହ ପରେ ମଧ୍ୟ ଯୁବକ ମାନେ ଯୁବତୀ ମାନଙ୍କୁ ଆଊ ଭରସା କରିପାରିବେ ନାହିଁ । ମାତ୍ର ଦ୍ଵିପହରେ ଯଦି ତୁମେ କାମ କୁ ଯାଇଥିବ ତେବେ ଆସିଲା ବେଳକୁ ସ୍ତ୍ରୀ ଆଉ କାହା ପାଖରେ ଶୋଇଥିବ ତେବେ ପଚାରିଲେ କଣ ନା ଗୁଡଫ୍ରେଣ୍ଡ । ଯଦି ଉଭୟ ଭଲ ବନ୍ଧୁ ତେବେ ସବୁକିଛି ହୋଇପାରିବ । ଏହିଭଳି ନିଜର ମନ୍ତବ୍ୟ ଦେଇଛନ୍ତି ସାଂସଦ ସୁର ରାଉତରାୟ ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *