ଶେଷରେ ମୁହଁ ଖୋଲିଲା ଆରୋପି ମହିଳା ରଞ୍ଜୁ, ଚନ୍ଦୁ ମୃତ୍ୟୁକୁ ନେଇ ଦେଲା ଏମିତି ବୟାନ ଶୁଣିଲେ ଆପଣ ବି ରାଗିଯିବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନାରାୟଣ ବସ୍ତି ର ପି. ସୁବ୍ରତ ରାଓ / ଚନ୍ଦୁ ହ-ତ୍ୟାକାଣ୍ଡ ମାମଲାର ଏକ ବଡ ଖୁଲାସା ହୋଇଛି । ଏହି ମାମଲା ରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ତଥା ତାଙ୍କ ସହଯୋଗୀ କାହ୍ନା । ଆଜି ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଆଉ ହ-ତ୍ୟାକାଣ୍ଡ ପରେ ବାହାର ଜିଲ୍ଲା ରେ ଯାଇ ଲୁଚିଥିଲେ ରଞ୍ଜୁ ଆଉ ତାଙ୍କ ସହଯୋଗୀ । ସବୁଠାରୁ ବଡ କଥା ହେଉଛି ଏହି କାଣ୍ଡ ଘଟାଇ ସାରିବା ପରେ ବାହାର ଜିଲ୍ଲା କୁ ଫେରାର ହୋଇଯାଇଥିଲେ ।

ବାହାର ଜିଲ୍ଲା ରେ ଯାଇ ଲୁଚିଥିଲେ ରଞ୍ଜୁ ଏବଂ ତାଙ୍କ ସହଯୋଗୀ କାହ୍ନା । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା । ତେବେ ଖବର ଅନୁଯାୟୀ ଗତ 9 ତାରିଖ ରାତିରେ ଚନ୍ଦୁ ଏବଂ ଦୁଇ ସହଯୋଗୀ ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ରଞ୍ଜୁ ଏବଂ ତାଙ୍କ ସହଯୋଗୀ କାହ୍ନା । ଫଳରେ ଚନ୍ଦୁଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତ୍ଵର ହୋଇ ଚିକିତ୍ସ୍ୟାଧୀନ ଅଛନ୍ତି ।

ଆଉ ଏହି ଘଟଣା ପରଠାରୁ ଲେଡି ଡନ ରଞ୍ଜୁ ଏବଂ ତାଙ୍କ ସହଯୋଗୀ କାହ୍ନା କୁଆଡେ ଫେରାର ହୋଇଯାଇଥିଲେ । ଆଉ କମିଶନର ପୋଲିସ ଘଟଣାର ତଦନ୍ତ କରି ଏବେ ଦୁଇ ଜଣଙ୍କୁ ଗିରଫ କରିଛି । ଆଉ ସେମାନଙ୍କୁ କ୍ୟାପିଟାଲ ଥାନାକୁ ଆଣିଛି । ଆଉ ଏତିକି ବେଳେ ରଞ୍ଜୁ କହୁଛି ଯେ ମୋ ଇଛା ହେଲା ମୁଁ ଚନ୍ଦୁ କୁ ମାରିଦେଲି ।

ଏଭଳି ଲେଡି ଡନ ବିରୁଦ୍ଧରେ କଣ ନିଆଯାଉଅଛି କାର୍ଯ୍ୟାନୁଷ୍ଠାନ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏହିଭଳି କଣ ଉଭୟଙ୍କ ମଧ୍ୟରେ ହେଲା ଯେ ଯାହା ଫଳରେ ସେମାନେ ଗୋଡାଇ ଗୋଡାଇ ଜୀବନ ନେବାକୁ ଉଦ୍ୟମ କରି ସେଥିରେ ସଫଳ ହେଲେ । ମାତ୍ର ଜୀବନ ନେଇ ମଧ୍ୟ ଟିକିଏ ଚିନ୍ତା ନାହିଁ । ଓଲଟା ପୋଲିସ ଙ୍କୁ ଅଭିଯୁକ୍ତ କହୁଛି ଯେ ମତେ ଭଲ ଲାଗିଲା ମାରିଦେଲି ।

ଆଜିଭଳି ଦିନରେ ମଣିଷ ଅନ୍ୟ ଜଣେ ମଣିଷର ଶତ୍ରୁ ପାଲଟିଛି । କିନ୍ତୁ ଜଣେ ପୁରୁଷ ହତୟଆ ଭଳି କାଣ୍ଡ ଭିଆଇବା ସମ୍ଭବ ମହିଳା ମଧ୍ୟ ଏଥିରୁ ବାଦ ପଡୁ ନାହାଁନ୍ତି । ଏବଂ ସେମାନେ ଜାଣୁନାହାଁନ୍ତି ଯେ ସେ କେତେ ବଡ ଭୁଲ କରୁଛନ୍ତି ଏବଂ ଜୀବନରୁ କାହାକୁ ମାରିବେ କେତେବଡ ଅପରାଧ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *