ଜୀବନ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ବୁଡିଗଲା ହାତୀ, ଦେଖନ୍ତୁ Video, ଆପଣ ନ କାନ୍ଦି ରହି ପାରିବେନି

ବନ୍ଧୁଗଣ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା କଟକ ମୁଣ୍ଡଳି ବ୍ରିଜରେ ଘ-ଟି-ଥି-ଲା । ଗତ କାଲି ସଖାଳ ସମୟରେ ଏକ ହାତୀ ପଲ ମହାନଦୀ ସ୍ରୋ-ତ-ର ଶି-କା-ର ହୋଇଥିଲା । ୬ଟି ହାତୀ ଭା-ସି ଯାଇଥିବା ବେଳେ ଗୋଟିଏ ହାତୀ ମହାନଦୀ ମୁଣ୍ଡଳି ବ୍ରିଜ ପାଖରେ ବଞ୍ଚିବା ପାଇଁ ଉଦ୍ୟମ କରୁଥିଲା । ହାତୀକୁ ବଞ୍ଚାଇବା ପାଇଁ ଅଗ୍ନିସମ ବିଭାଗ, ପୋଲିସ ବିଭାଗ ଓ ବନ ବିଭାଗର କର୍ମଚାରୀ ମାନେ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ । ବନ୍ଧୁଗଣ ହାତୀକୁ ବଞ୍ଚାଇବା ପାଇଁ ବହୁତ ଉଦ୍ୟମ କରିଥିଲେ ସେମାନେ ହେଲେ ହାତୀକୁ ବଞ୍ଚାଇ ପାରିଲେ ନାହିଁ ।

ଗତ କାଲି ଦୀର୍ଘ ସମୟ ଧରି ହାତୀଟି ମହାନଦୀ ସ୍ରୋ-ତ-ରେ ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲା । ବନ ବିଭାଗ କର୍ମଚାରୀ ତାକୁ କଦଳୀ ଖାଇବାକୁ ଦେଇଥିଲେ । ବନ୍ଧୁଗଣ ସମୟ ଗଡିଗଡି ଗଲା ହେଲେ ହାତୀ ସେହି ସ୍ଥାନରୁ ବାହାରି ପାରିଲା ନାହିଁ । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ମୁଣ୍ଡଳି ବ୍ରିଜରେ ଫ-ସି ରହିଥିବା ହାତୀ ମହାନଦୀରେ ବୁ-ଡି ଯାଇଛି ।

 

ସୋ-ସି-ଆ-ଲ ମି-ଡି-ଆରେ ଏହି ଘ-ଟ-ଣା-ର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ରାତ୍ରି ସମୟରେ ହାତୀଟି ପାଣିରେ ବୁ-ଡି ଥିବାର ନଜର ଆସୁଛି । ହାତୀକୁ ବଞ୍ଚାଇବା ପାଇଁ ଗତ କାଲି ଏକ ସାହସୀ ସାମ୍ବାଦିକ ନିଜ ପ୍ରା-ଣ ହ-ରା-ଇଛନ୍ତି । ଅପରେସନ ଗଜରାଜରେ ଯାଇଥିବା ଓଟିଭି ସାମ୍ବାଦିକ ମହାନଦୀ ପାଣିରେ ବୁ-ଡି ପ୍ରା-ଣ ହ-ରା-ଇ-ଛନ୍ତି । ହାତୀକୁ ହୁ-ଡା-ଇ-ବା ପାଇଁ ଏକ ଓଡ୍ରାଫ ଟିମ ମହାନଦୀ ଭି-ତ-ରକୁ ଯାଇଥିଲେ ଓ ତାଙ୍କ ସହ ଯାଇଥିଲେ ସାମ୍ବାଦିକ ଅରିନ୍ଦମ ।

ହଠାତ ଜଳ ସ୍ରୋ-ତ ବ-ଢି-ଯିବାରୁ ବୋଟଟି ଓଲୋଟି ଯାଇଥିଲା । ଅରିନ୍ଦମ ମହାନଦୀ ପାଣିରେ ନିଜ ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଲେ । ଯେଉଁ ହାତୀକୁ ବଞ୍ଚାଇବା ପାଇଁ ଏତେ ପ୍ରଚେଷ୍ଟା ଚାଲିଥିଲା ସେ ମଧ୍ୟ ଆଉ ବଞ୍ଚି ନାହିଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *