Bhubaneswar ର Bindusagar ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିବା ପୂର୍ବରୁ ଇଂଷ୍ଟାଗ୍ରାମରେ ଲେଖିଥିଲେ ମୃତ୍ୟୁର କାହାଣୀ, Video ଦେଖିଲେ ଆପଣଙ୍କ ଆଖି ଭରିଯିବ

ଭୁବନେଶ୍ୱର ବିନ୍ଦୁସାଗରରୁ ଜଣେ ଯୁବକଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହୋଇଛି । ଯାହା ସାମାନ୍ତରାପୁରର ଜଣେ ଯୁବକଙ୍କର ବୋଲି କୁହାଯାଉଛି । ତେବେ ମୃ-ତ୍ୟୁ ପଛରେ ପାରିବାରିକ ଟେ-ନ-ସ-ନ ବୋଲି କୁହାଯାଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଚର୍ଚା ବହୁତ ମାତ୍ରାରେ ହେଉଛି ଓ ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ସବୁଦିନ ପରି ଗତ କାଲି ମଧ୍ୟ ଯୁବକ ନିଜ ଟ୍ୟୁସନ ଯାଇଥିଲେ । ବାହାରିବା ବେଳେ ସମସ୍ତଙ୍କ ସହ କଥା ହୋଇଥିଲା । ଟ୍ୟୁସନ ପରେ ସେ ଜିମ୍ ଯାଏ । ଅନ୍ୟ ଦିନ ପରି ସେ କାଲି ମଧ୍ୟ ନିଜର ସମସ୍ତ କାମ ଠିକରେ କରିଥିଲା ହେଲେ କିଏ ଜାଣିଥିଲା ସେ ଆଉ କେବେ ଫେରିବ ନାହିଁ ।

ଗତ କାଲି ହଠାତ ରାତି ୯ଟାରେ ସେ ମାକୁ ଫୋନ କରି କହିଥିଲା ‘ମା ବାଏ ବାଏ, ଏହା ମୋର ଶେଷ କଥା ତୋ ସହ’ । ବନ୍ଧୁଗଣ ଏହା ପରଠାରୁ ଫୋନ ଅଫ୍ ହୋଇ ଯାଇଥିଲା । ବନ୍ଧୁଗଣ ବାପା ନିଜ ସ୍ତ୍ରୀ ଓ ନିଜ ପୁଅକୁ ଛାଡି ଗାଁରେ ରହୁଥିଲେ । ପୁଅର ପାଠ ପଢା ପାଇଁ ମା ସବୁବେଳେ ଅନ୍ୟ ମାନଙ୍କ ଠାରୁ ସାହାର୍ଯ୍ୟ ମାଗୁଥିଲେ । ପୁଅ ପ୍ରଥମେ ପୁରୀରେ ପାଠ ପଢୁଥିଲା ଓ ପୁରୀ ପରେ ଭୁବନେଶ୍ବର ଆସି ପାଠ ପଢିଲା । ସେମାନଙ୍କ ଆର୍ଥିକ ପରିସ୍ଥିତି ବହୁତ ଦୁ-ର୍ବ-ଳ ଥିବାରୁ ପୁଅ ସବୁବେଳେ ଚି-ନ୍ତା-ରେ ରହୁଥିଲା ।

ବନ୍ଧୁଗଣ ଯୁବକ ମୃ-ତ୍ୟୁ ପୂର୍ବରୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଶେଷ ଥର ପାଇଁ ଏକ ପୋ-ଷ୍ଟ କରିଥିଲେ । ସେହି ପୋ-ଷ୍ଟ-ରେ ସେ ତାଙ୍କ ଜୀବନରେ ଘ-ଟୁ-ଥି-ବା ସମସ୍ତ ଦୁଃଖ କଥା ବିଷୟରେ ଲେଖିଛନ୍ତି । ସେ ଲେଖିଥିଲେ, ମୁ କେବେ ଠାରୁ ମ-ରି-ଯା-ଇଛି ଏବେ ଖାଲି ମୋ ଶରୀର ଅଲଗା ହେବ । ତାଙ୍କର ୮ ପେଜର ଲେଖାରେ ସେ ନିଜ ମୃ-ତ୍ୟୁ ପାଇଁ କାହାକୁ ଦା-ୟୀ କରିନାହାନ୍ତି ।

ତାଙ୍କ ଭିଣେଇଙ୍କ ମତରେ, ବାପା ମା’ଙ୍କ ମଧ୍ୟରେ ଥିବା କଥାକୁ ନେଇ ସେ ଅନେକ ଦିନ ହେବ ଚି-ନ୍ତା-ରେ ଥିଲେ । ଡି-ପ୍ରେ-ସ-ନ-ରେ ଥାଇ ମଧ୍ୟ ସେ କେବେ କାହାକୁ କିଛି କହୁ ନଥିଲେ । ଆଜି ସକାଳେ ତାଙ୍କ ମୃ-ତ ଦେ-ହ-କୁ ବିନ୍ଦୁ ସାଗରରୁ ଉଧାର କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *