ଜେଲରେ ଶେଷ ଇଛା ମାଗୁଛି ଅଭିଯୁକ୍ତ Siba Sahu ! କହୁଛି ମତେ ତୁମେ…

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହଡଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ରିମାଣ୍ଡ ଅବଧି ପରେ ଗତ କାଲି ଶିବକୁ କୋର୍ଟରେ ହାଜିର କରାଯାଇ ଥିଲା । ସେଠାରେ ସେ ପହଞ୍ଚିବା କ୍ଷଣି ପକୁଡି ଖାଇବାକୁ ମାଗିଥିଲା । କେବଳ ପକୁଡି ନୁହେଁ ତା ସହିତ ରସଗୋଲା ବି ମାଗିଥିଲା । ଗୋଟେ ପଟେ ପ୍ରଥମ ରିମାଣ୍ଡରେ ସଂପୂର୍ଣ୍ଣ ସତ ସାମ୍ନାକୁ ଆସି ନଥିବା ବେଳେ ଅନ୍ୟ ପଟେ ଶିବର ଏପରି ଅର୍ଡର ପାଇଁ ଚକିତ ହୋଇଥିଲେ ସମସ୍ତେ ।

ସତ ଜାଣିବାକୁ ଆହୁରି ବାକି ଥିବା ବେଳେ ପୁଣି ଥରେ ରିମାଣ୍ଡ ଆବେଦନ କରାଯାଇ ପାରେ ବୋଲି ସୂଚନା ମିଳିଛି । ପୁଣି ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ସହ ଆହୁରି ସତ ଓଗାଳିବାକୁ ଚେଷ୍ଟା କରିବ ପୋଲିସ । ତେବେ ବନ୍ଧୁଗଣ ମଣିଷ ମାରିଥିବା ଶିବ ଏବେ ଜେଲରେ ଅଛି । ମଣିଷ ମାରି ସାରି ଇଟିଲି ଆଉ ଚାହା ଖାଇଥିବା ଶିବ ଜେଲରେ ମଧ୍ୟ କରୁଛି ସେହିଭଳି ଢଙ୍ଗ ।

ଜେଲରେ ମଧ୍ୟ ଶେଷ ଇଛା ମାଗୁଛି ଶିବ । ଶିବ ଖାଇବା ପାଇଁ ଅଲଗା ଅଲଗା ଅର୍ଡର କରୁଛି । ନର ହତୟଆ କରିଥିବା ଶିବ କେମିତି ଖାଇବା ବିଷୟରେ ଏତେ ଚିନ୍ତା କରିପାରୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଏବେ ଜେଲରେ ମଧ୍ୟ ଶେଷ ଇଛା ମାଗି କହୁଛି ମୁଁ ଖାଲି ଖାଇବି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *