ସିରିୟଲ ‘ୟେ ହେ ମହବତେ’ ର ଛୋଟ ରୁହି ଏବେ ୭ ବର୍ଷ ପରେ ହୋଇ ଯାଇଛନ୍ତି ବହୁତ ବଡ ଓ ସୁନ୍ଦର, ନ ଦେଖିଲେ ବିଶ୍ଵାସ ହେବନି

ହିନ୍ଦୀ ଟେଲିଭିଜନ ଦୁନିଆର ଲୋକପ୍ରିୟ ସିରିଏଲ ‘ୟେ ହେ ମହୋବତେ’ ଆପଣ ମାନେ ନିଶ୍ଚିତ ଦେଖିଥିବେ । ଏହା ଥିଲା ଏକ ପାରିବାରିକ ଧାରାବାହିକ । ଲୋକମାନେ ଏହି ସିରିଏଲକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ଏହି ସିରିଏଲଟି ଷ୍ଟାରପ୍ଲସ ଚ୍ୟାନେଲରେ ଦେଉଥିଲା । ଏହି ସିରିଏଲରେ ଥିବା ସମସ୍ତ ଚରିତ୍ରକୁ ଲୋକମାନେ ଭରପୁର ଭଲ ପାଇବା ଦେଇଛନ୍ତି ।

ଏହି ସିରିଏଲରେ ଏକ ଛୋଟ ଝିଅର ଭୂମିକାକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେହି ଝିଅ ହେଉଛି ରମନ ଭଲା ଓ ଈଶିତା ଭଲାଙ୍କ ଝିଅ ରୁହି । ଲୋକମାନେ ରୁହିର ଭୂମିକା ଓ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲର ମୁଖ୍ୟ ଭୂମିକା ଥିଲା ରୁହାନି ବା ରୁହି ।


ରୁହି ବହୁତ ସୁନ୍ଦର ଓ କ୍ୟୁଟ ଦେଖାଯାନ୍ତି । ଯେତେବେଳେ ରୁହି ଏହି ଶୋରେ ଅଭିନୟ କରିବା ଆରମ୍ଭ କରିଥିଲେ, ସେତେବଳେ ସେ ବହୁତ ଛୋଟ ଥିଲେ । ହେଲେ ବର୍ତ୍ତମାନ ରୁହାନି ବଡ ହୋଇ ସାରିଛନ୍ତି । ଅସଲ ଜୀବନରେ ରୁହିଙ୍କର ନାମ ହେଉଛି ରୋହାନିକା ଧବନ ।

 

ବର୍ତ୍ତମାନ ସେ ବଡ ହୋଇ ସାରିଛନ୍ତି ଏବଂ ବହୁତ ମାତ୍ରାରେ ତାଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯାଉଛି । ଏହି ଶୋ ପରେ ରୁହାନି ଅନ୍ୟ କେଉଁ ଶୋରେ ଅଭିନୟ କରି ନଥିଲେ । ଏହାର କାରଣ ଥିଲା ତାଙ୍କର ପାଠ ପଢା । ସେ ଉଭୟ ଫିଲ୍ମ ଓ ସିରିଏଲରେ କାମ କରିଛନ୍ତି । ହେଲେ ବର୍ତ୍ତମାନ ତାଙ୍କୁ କୌଣସି ଶୋ ରେ ଦେଖିବାକୁ ମିଳି ନାହିଁ । ବର୍ତ୍ତମାନ ସେ କେବଳ ନିଜ ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି ।

ପିଲା ବେଳ ସମୟ ଠାରୁ ରୁହାନି ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି । ସେହି ଶୋ ପରଠାରୁ ରୁହାନି ସବୁ ଭାରତୀୟ ମାନଙ୍କ ମନରେ ବସି ଯାଇଛନ୍ତି । ଲୋକମାନେ ରୁହାନିଙ୍କ ଅଭିନୟ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ରୁହାନିଙ୍କ ପାଠ ପଢା ସରିବା ପରେ ସେ ପୁଣି ଏହି ଅଭିନୟ ଦୁନିଆରେ ପାଦ ଦେବେ । ହେଲେ ବହୁତ କମ ବୟସରେ ରୁହାନି ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *