‘ମୋ ସ୍ତ୍ରୀ ରାତିରେ ଭିଡିଓ କଲ କରି ନିଜର ଫୁଙ୍ଗୁଳା…’ ନିଜ ନବ ବିବାହିତା ସ୍ତ୍ରୀ ବିଷୟରେ ଯୁବକ ଜଣକ କଣ କହୁଛନ୍ତି ଥରେ ଶୁଣନ୍ତୁ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ଅଞ୍ଚଳରେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଚି ସୂଚନା ଅନୁସାରେ ସେହି ଅଞ୍ଚଳର ଜଣେ ବ୍ୟକ୍ତି ଏହି ଦୁଇ ଦିନ ତଳେ ବିବାହ କରିଥିଲେ । ତେବେ ତାଙ୍କର ବିବାହ ବହୁତ ଭଲ ଭାବରେ ହୋଇ ଯାଇଥିଲା । ତାଙ୍କର ବିବାହ ହେବା ପାଇଁ ସେହି ପୁଅଙ୍କ ପରିବାର ଲୋକ ସମସ୍ତ ଖର୍ଚ୍ଚ ଉଠାଇ ଥିଲେ । ଏହା ସହିତ ତାଙ୍କର ବିବାହ ସମସ୍ତଙ୍କ ଇଚ୍ଛା ଅନୁସାରେ ମଧ୍ୟ ହୋଇଥିଲା । ତେବେ ଏହି ବିବାହରେ ସମସ୍ତେ ବହୁତ ଖୁସି ଥିଲେ ।

କିନ୍ତୁ ଏହା ପର ଦିନ ଏପରି କିଛି ହୋଇଥିଲା ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସୂଚନା ଅନୁସାରେ ବିବାହ ହେବାର ପରଦିନ ତାଙ୍କର ବୋହୂ ମନ୍ଦିର ଯିବା ପାଇଁ କହିଥିଲେ ଏହା ସହିତ ତାଙ୍କର ବିବାହ ହେବାର ଏକ ଦିନ ପରେ ସେ ମନ୍ଦିର ଯିବା ପାଇଁ ମାନସିକ କରିଥିଲେ ବୋଲି ନିଜର ଶ୍ଵଶୁରଙ୍କୁ କହି ମନ୍ଦିର ଯାଇଥିଲେ ।

ତେବେ ମନ୍ଦିର ଯିବା ପରେ ସେଠାରେ ତାଙ୍କର ବୋହୁ ନିଜର ଭିଣୋଇ ଓ ନିଜର ଭାଇଙ୍କ ସହିତ ମିଶି ତାଙ୍କର ସ୍ବାମୀଙ୍କୁ ମାଡ ମାଆରି ଥିବାର ଦେଖା ଯାଇ ଥିଲା । ତେବେ ତାଙ୍କୁ ମାଡ଼ ମାରିବା ପରେ ସେଠାରେ ଥିବା ଲୋକମାନେ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ତେବେ ଏହା ପରେ ଏହା ସମ୍ପର୍କରେ ସେହି ଯୁବକ ଜଣକ ନିଜର ପରିବାର ଲୋକଙ୍କୁ ଏହା ସମ୍ପର୍କରେ ସୂଚନା ଦେଇଥିଲେ ।

ତେବେ ତାଙ୍କର ପରିବାର ଲୋକ ଏହା ସମ୍ପର୍କରେ ସୂଚନା ପାଇବା ପରେ ସେମାନେ ସେଠାରେ ଯାଇ ତୁରନ୍ତ ପହଞ୍ଚି ଯାଇଥିଲେ । ଏହା ସହିତ ସେଠାରେ ପହଞ୍ଚିବା ପରେ ସେମାନେ ଏହା ଦେଖିଲେ କି ତାଙ୍କର ପୁଅକୁ ସେଠାରେ ଅନେକ ମାଡ଼ ମରା ଯାଇଛି । ଏହା ସହିତ ବିବାହ ହେବାର ପରଦିନ ଏପରି ହେବ ବୋଲି କେହି କେବେ ଚିନ୍ତା ମଧ୍ୟ କରି ନଥିଲେ । ଏପରି ହେବାର ଦେଖି ସମସ୍ତେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହା ସହିତ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଏହି ଘଟଣାର ତଦନ୍ତ କରିବା ସହିତ ସମସ୍ତ ତଥ୍ୟ ବାହାର କରିବା ପାଇଁ ପ୍ରୟାସ କରିଥିଲା । ତେବେ ବିବାହର ପରଦିନ ଏପରି ଭାବରେ ବୋହୂକୁ ବାହାରକୁ ଛାଡ଼ିବା ଭୁଲ ବୋଲି ସେହି ପୋଲିସ ଅଧିକାରୀ କହିଥିଲେ । ଏହା ସହିତ ସେହି ପୁଅଙ୍କ ପିତା କହିଥିଲେ କି ସେ ନିଜର ବୋହୂଙ୍କୁ ଆଉ ଗ୍ରହଣ କରିବେ ନାହିଁ ତାଙ୍କ କାରଣରୁ ତାଙ୍କର ପୁଅ ଏତେ ଅଧିକ ମାଡ଼ ଖାଇଛନ୍ତି ଏହା ସହିତ ସେ କହିଛନ୍ତି କି ଏହି ଘଟଣାର ତଦନ୍ତ କରିବା ସହିତ ଏହି ଘଟଣାରେ ବିବାହରେ ସେ ଯେତେ ଖର୍ଚ୍ଚ କରିଛନ୍ତି ସେ ସମସ୍ତ ଟଙ୍କା ସେ କ୍ଷତିପୂରଣ ଚାହୁଁଛନ୍ତି ବୋଲି କହିଥିଲେ ।


ଏହା ସହିତ ବିବାହରେ ନିଜର ବୋହୂଙ୍କୁ ସେ ଯାହା ଯାହା ଉପହାର ମଧ୍ୟ ଦେଇଥିଲେ ସେହି ସମସ୍ତ ଉପହାର ଫେରାଇ ଦେବାକୁ କହିଛନ୍ତି । ତେବେ ସେପଟେ ପୁଅ ର ମାଆ ଙ୍କ କହିବା କଥା ମୋ ପୁଅ ସୁନ୍ଦର ଗୋରା ସେଥିପାଇଁ ଝିଅ ସୁନ୍ଦର ଦେଖି ବାହା କରେଇ ଥିଲି କିନ୍ତୁ ମୁଁ କଣ ଜାଣିଥିଲି କି ଯାହାକୁ ରାଜା ରାଣୀ ଭଳି ଦେଖିବି ଭାବିଥିଲି ସେ ହିଁ ଭିକାରୁଣୀ କରି ଦେଵ ଏବଂ ଏହି ଭଳି କାଣ୍ଡ କରିବ । ତେବେ ସେ ମଧ୍ୟ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *