ସେଦିନ କେବଳ Mamita ର ହତ୍ୟା ହେଇଥିଲା ନା ଆଉ ଜଣେ ଛାତ୍ରୀଙ୍କୁ ବି ହତ୍ୟା କରିଥିଲା Givinda ? ଦେଖନ୍ତୁ Video

ବନ୍ଧୁଗଣ ମମିତା ମୃ-ତ୍ୟୁ ମା-ମ-ଲା-ରେ ପ୍ରତିଦିନ କିଛି ନୂଆ ନୂଆ ଖୁଲାସା ହେଉଛି । ମମିତା ମୃ-ତ୍ୟୁ ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରି ସତ ଉ-ଗ-ଳା-ଇଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ।

ବନ୍ଧୁଗଣ ମମିତାଙ୍କ ସହ ଅନ୍ୟ କୌଣସି ଝିଅକୁ ହ-ତ୍ୟା କରାଯାଇ ନାହିଁ ତ, ମମିତାଙ୍କୁ ଷ୍ଟାଡିୟମରେ ହ-ତ୍ୟା କରି ପୋ-ତି-ବା ସହ ଅନ୍ୟ ଏକ ଝିଅକୁ ହ-ତ୍ୟା କରାଯାଇ ନାହିଁ ତ ତେଣୁ ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଏହି ସବୁ ପ୍ରଶ୍ନ ଉଠିବାର ଏକ ବିଶେଷ କାରଣ ମଧ୍ୟ ରହିଛି । ମମିତା ମୃ-ତ୍ୟୁ ମା-ମ-ଲା-ରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଙ୍କୁ ବର୍ତ୍ତମାନ ଜେ-ଲ-ରେ ରଖାଯାଇଛି ।

ହେଲେ ପୋଲିସ ତ-ଦ-ନ୍ତ-ରେ ଗୋବିନ୍ଦଙ୍କ ଘରୁ ଏକ ବ୍ୟାଗ ମିଳିଥିଲା । ସେହି ବ୍ୟାଗରେ ଥିବା ଜିନିଷ ପତ୍ରକୁ ଚିହ୍ନଟ କରି ସାରିଛନ୍ତି ପରିବାର ଲୋକେ ଓ କହିଛନ୍ତି ଏହା ମମିତାଙ୍କ ଜିନିଷ ପତ୍ର ନୁହେଁ । ଏହି ବ୍ୟାଗକୁ ନେଇ ଏକ ବଡ ର-ହ-ସ୍ୟ ସୃଷ୍ଟି ହୋଇଛି । ତେବେ ପ୍ରଶ୍ନ ଉଠୁଛି ଏହି ଧ-ଳା ବ୍ୟାଗଟି କାହାର । ବ୍ୟାଗରେ ଥିବା ମୋବାଇଲ ଫୋନ ଓ ଡ୍ରେସ କାହାର ।

ତେଣୁ ବର୍ତ୍ତମାନର ସମୟରେ ସେହି ମୋବାଇଲ ଫୋନର ଡାଟା ଓ ତଥ୍ୟ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ତେବେ ସେହି ମୋବାଇଲଟି ଜଣେ ଛାତ୍ରୀଙ୍କର ବୋଲି ସୂଚନା ମଧ୍ୟ ମିଳୁଛି । ଯେହେତୁ ସେହି ବ୍ୟାଗଟି ଝିଅ ପିଲାଙ୍କର ଓ ବ୍ୟାଗ ଭିତରେ ଝିଅ ପିଲାଙ୍କ ଡ୍ରେସ ରହିଛି ତେଣୁ ବର୍ତ୍ତମାନ ପୋଲିସର ଚିନ୍ତା ବଢାଇଛି ଏହି ବ୍ୟାଗ ।

ଯେଉଁ ଭଳି ଭାବରେ ମମିତାଙ୍କ ହ-ତ୍ୟା କରାଯାଇଛି ସେହି ଭଳି ଭାବରେ ଆଉ ଏକ ଛାତ୍ରୀ ନି-ଖୋ-ଜ ଥାଇ ପାରନ୍ତି । ତେବେ ବନ୍ଧୁଗଣ ଏହି ବ୍ୟାଗ ଆଧାରରେ ପୋଲିସ ନିଜ ତ-ଦ-ନ୍ତ-କୁ ଆରମ୍ଭ କରିଛି ଓ ଆଗାମୀ ସମୟରେ ଏହି ବ୍ୟାଗର ର-ହ-ସ୍ୟ ନିଶ୍ଚୟ ସାମ୍ନାକୁ ଆସିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *