‘ସେ ଝିଅ ତା ପ୍ରେମିକ ସହ ପଳେଇଛି ଭଲ ହେଇଛି, ନ ହେଲେ ସେ ମୋ ପୁଅକୁ…’ ବୋହୁ ଫେରାର ହେବା ପରେ ଶ୍ଵଶୁର କଣ କହିଲେ ଶୁଣନ୍ତୁ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସୁନ୍ଦରୀ ବୋହୁ ଦେଖି ଘରକୁ ଆଣିଥିଲେ ସାଇ ପଡିଶା ସମସ୍ତେ କହୁଥିଲେ ବୋହୁ ଖଣ୍ଡେ ଆଣିଛି ଦେଖିବାକୁ ସତରେ ଭାରି ସୁନ୍ଦର କିନ୍ତୁ ସେ ସୁନ୍ଦରତା ପଛରେ ଯେ କେତେ କଳା କାରନାମା ଥିଲା ତାହା ବାହାଘର ପରଦିନ ହିଁ ସାମ୍ନା କୁ ଆସିଲା ଯାହାକୁ ଦେଖି ଶାଶୁଘର ଲୋକ ପୁରା ଆଶ୍ଚର୍ଯ୍ୟ । ବାହାଘର ପରଦିନ ନୂଆ କରି ଆସିଥିବା ବୋହୁ ଶଶୁର ଙ୍କ ଠାରୁ ଅନୁମତି ମାଗି ସାଥିରେ ସ୍ୱାମୀ ଙ୍କୁ ଧରି ଲିଙ୍ଗରାଜ ମନ୍ଦିର ଯାଇଥିଲା ।

କିନ୍ତୁ ସେଠାରେ ପୂର୍ବରୁ ଝିଅ ର ମା ଏବଂ ଭିଣେଇ ଜଗି ରହିଥିଲେ ଏବଂ ଜ୍ୱାଇଁ ନିର୍ଘାତ ମାଡ ମାରିଥିଲେ ,ଏପରିକି ଜୀବନରୁ ମାରିଦେବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକ ଦେଖିଦେଇଥିଲେ ଏବଂ ଶାଶୁ ସଢୁ ଙ୍କ କବଳରୁ ବଞ୍ଚାଇ ପୋଲିସ ଥାନା କୁ ଖବର ଦେଇଥିଲେ । ତେବେ ଏହି ଘଟଣାଟି ଭୁବନେଶ୍ୱର ଅଞ୍ଚଳ ର । ତେବେ ଏନେଇ ପୀଡିତ ସ୍ୱାମୀ ଜଣଙ୍କ କହିଛନ୍ତି ଯେ ବାହାଘର ଶେଷ ହେବାପରେ ସମସ୍ତେ ଶୋଇଗଲେ ତେବେ ରାତି ୩ ଭଳିଆ ହେବ ମୋ ସ୍ତ୍ରୀ ଦେହରୁ ସବୁ କପଡା କାଢି ଦେଇ ଭିଡିଓ କଲରେ ଥିଲେ ।

ସେଥିରେ ତାଙ୍କ ଭିଣେଇ ଆଉ ଜଣେ ଥିଲେ । ସେ ସମ୍ପୂର୍ଣ ଅବସ୍ଥାରେ ଥିଲେ । ମୁଁ ତାଙ୍କୁ କହିଲି ନନ୍ଦିନୀ ଏମିତି କଣ କରୁଛ ଏହା କଣ ଠିକ କଥା କି । ତା ପରେ ମତେ ସେ କହିଲେ ମୋର ଆଉ ଭୁଲ ହେବ ନାହିଁ । ମତେ ଏହି ଗୋଟିଏ ଥର କ୍ଷମା କରି ଦିଅ । ମୁଁ ଆଉ କେବେ ବି ଏମିତି ଭୁଲ କରିବି ନାହିଁ । ତା ପରେ ମୁଁ କହିଲି ହଉ ଆଜି ଛାଡ଼ି ଦେଉଛି । ତମେ ଏମିତି ଆଉ କେବେ କରିବ ନାହିଁ ।

ତମେ କାଲି ବାହା ହୋଇଛ । ଏମିତି କରିବା ଠିକ କି । ଏମିତି କହିଲେ ଓ ତା ପରେ ମୁଁ ଶୋଇ ପଡ଼ିଲି । ତା ପରେ ସକାଳେ ଉଠିଲେ ସବୁ କାମ ସାରି ମୋତେ କହିଲା ମୁଁ ମାନସିକ କରିଥିଲି ମନ୍ଦିରରେ ଆମେ ଟିକେ ଯିବା । ଏହା ପରେ ଆମେ ମିଶିକି ମନ୍ଦିର ବାହାରିଲୁ । ମୁଁ କହିଲି ହଉ ମୁଁ ଘରେ କହି ଦଉଛି ଆମେ ଯିବା । ମୁଁ ଏହି କଥା ବାପାଙ୍କୁ କହିଲି ଆସିଲି । ଆମେ ଯେତେବେଳେ ମନ୍ଦିରକୁ ଆସିଲୁ ପ୍ରଥମେ ଆମେ ଇସ୍କନ ମଠ ଆସିଲୁ ।

ସେ କହିଲା ନାଇଁ ମୁଁ ଯିବିନି । ମୁଁ ମାନସିକ କରିଥିଲି ଲିଙ୍ଗରାଜ ମନ୍ଦିରରେ । ତା ପରେ ମୁଁ ଯେତେବେଳେ ସେଠାରେ ପହଞ୍ଚିଲି ତାଙ୍କ ବାପା ମା ଭିଣେଇ ସବୁ ଠିଆ ହୋଇଥିଲେ । ତା ପରେ ସେ ଝିଅ ଯେତେବେଳେ ଯିବା ପାଇଁ ବାହାରିଲେ ମୁଁ ତାଙ୍କ ହାତ ଧରିଲି । ଏହା ପରେ ସେମାନେ ମତେ ମାଡ଼ ମାରିଲେ । ସେତେବେଳେ ପୋଲିସ ଓ ମନ୍ଦୀର କର୍ମଚାରୀ ମାନେ ଆସି ରକ୍ଷା କଲେ । ପୋଲିସ ସହ ଆମେ ଥାନାକୁ ଆସିଲୁ ।


ସେ ଝିଅ ସେତେବେଳେ ମତେ ପୋଲିସ ସାମ୍ନାରେ ଅନେକ କଥା କହି ଗାଳି କଲେ । ତେବେ ବର୍ତ୍ତମାନ ପୁଅର ବାପା ପ୍ରତିକ୍ରିୟା ଦେଇ କହିଛନ୍ତି କି ସୁନ୍ଦରୀ ଝିଅ ଦେଖି ବୋହୁ କରିଥିଲି କିନ୍ତୁ ସେ ମୋ ପୁଅକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା ଯାହାହେଉ ଭଗବାନ ଲିଙ୍ଗରାଜ ଙ୍କ ଦୟାରୁ ମୋ ପୁଅକୁ ଫେରି ପାଇଲି । ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନହେଲେ ଓଡ଼ିଶାର ପୁଅ ମାନେ ସବୁ ଭାସିଯିବେ । ସେ ଝିଅ ଗୋଟିଏ ବେଶ୍ୟା ତାକୁ କଠୋର ଦଣ୍ଡ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *