30 ବର୍ଷ ପାର କରି ସାରିଥିବା TV ର ଏହି 5 ଜଣ Actress ସ୍କୁଲ ୟୁନିଫର୍ମରେ ଲାଗନ୍ତି ବିଲକୁଲ ଛୋଟ ପିଲାଙ୍କ ପରି, 4 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ କ୍ୟୁଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଦିବ୍ୟଙ୍କା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ଆପଣ ମାନେ ସମସ୍ତେ କେତେକ ଲୋକପ୍ରିୟ ସିରିଏଲରେ ଦିବ୍ୟଙ୍କାଙ୍କୁ ଦେଖିଥିବେ ।

ଏହି କିଛି ଦିନ ହେବ ସେ ‘ଦ ବଏସ’ ସିରିଏଲକୁ ହୋଷ୍ଟ କରୁଛନ୍ତି । ବନ୍ଧୁଗଣ ଦିବ୍ୟଙ୍କା ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ଦେଖିପାରୁଥିବେ ।


ଅଙ୍କିତା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଅଙ୍କିତା ଶର୍ମା । ସେ ‘ଶ୍ରୀଙ୍ଗାର ଏକ ସ୍ଵାଭିମାନ ଓ ଲାଞ୍ଜବତୀ’ ଆଦି ଲୋକପ୍ରିୟ ସିରିଏଲରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଅଙ୍କିତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେ ଏହି କିଛି ଦିନ ତଳେ ନେହା କକ୍କଡଙ୍କ ଗୀତ ‘କୁଛ କୁଛ’ରେ ନଜର ଆସିଥିଲେ । ଅଙ୍କିତା ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ନଜର ଆସନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ଦେଖିପାରୁଥିବେ ।


ସନାୟା ଇରାନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସନାୟା ଇରାନୀ । ସେ ‘ଇସ ପ୍ୟାର କୋ କ୍ଯା ନାମ ଦୁ’ ଓ ‘ରଙ୍ଗରସିଆ’ ଆଦି ଲୋକପ୍ରିୟ ସିରିଏଲରେ ଅଭିନୟ କରିଛନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସନାୟା ମଧ୍ୟ ସ୍କୁଲ ଡ୍ରେସରେ ବହୁତ କ୍ୟୁଟ ନଜର ଆସନ୍ତି ।


ଜନତ ଯୁବେର ରେହେମାନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜନତ ଯୁବର ରେହେମାନୀ । ଜନତ ନିଜ ଅଭିନୟ କାରିୟରର ଆରମ୍ଭ ଜଣେ ଶିଶୁ କଳାକାର ରୂପେ କରିଥିଲେ । ବର୍ତ୍ତମାନ ସେ ଅଭିନୟ ଓ ମଡେଲିଙ୍ଗ କରିବା ସହିତ ନିଜ ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି । ବନ୍ଧୁଗଣ ଜନତ ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ନଜର ଆସନ୍ତି ଆପଣ ମାନେ ଆମ ଫଟୋ ଜରିଆରେ ଦେଖିପାରୁଥିବେ ।


କୃତିକା କାମରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ କୃତିକା କାମରା । କୃତିକା ଟିଭି ସିରିଏଲ ସହ କେତେକ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ‘ତାଣ୍ଡବ’ ୱେବ ସିରିଜରେ ନଜର ଆସୁଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ କୃତିକା ମଧ୍ୟ ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ମାନଙ୍କୁ ସ୍କୁଲ ୟୁନିଫର୍ମରେ କେଉଁ ଏକ୍ଟ୍ରେସ ସବୁଠୁ ଅଧିକ ଭଲ ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *