ସ୍କୁଲ ପିଲାଙ୍କ ନାଚ ଦେଖି ନିଜକୁ ସମ୍ଭାଳି ପାରିଲେନି ଏସପି S Sushree, ପିଲାଙ୍କ ସହ ନିଜେ ଲଗେଇଲେ ଜବରଦସ୍ତ ଠୁମକା, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଏସପି ମ୍ୟାଡମ କିଛି ପିଲାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଆଜି ଏସପି ମ୍ୟାଡମ ନିଜ ପାଦକୁ ଅଟକାଇ ପାରି ନାହାନ୍ତି । ପିଲାଙ୍କ ହସ ହସ ମୁହଁ ଦେଖି ପାଦ ଯେମିତି ଆପ ଆପେ ନାଚି ଯାଇଥିଲା । ଏହି ଏସପି ମ୍ୟାଡମଙ୍କ ନାମ ହେଉଛି ଏସ ସୁଶ୍ରୀ । ପିଲାଙ୍କ ସହ ସେ ନାଚି ନାଚି ଯେମିତି ଏକ ଅଲଗା ଦୁନିଆରେ ସେ ହଜି ଯାଇଛନ୍ତି । ତେବେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପିଲାଙ୍କ ସହ ଏମିତି ହସି ନାଚି ଝୁମି ଯିବାର ମଜା କିଛି ଅଲଗା ହିଁ ହୋଇଥାଏ ଆଉ ଏହା ବହୁତ ଶାନ୍ତି ଦିଏ ।

ଏହି ଦୃଶ୍ୟ ଦେଖି ଆପଣ ମାନେ ବି ବୁଝି ପାରୁଥିବେ । ତେବେ କିଶୋରୀ ଜାଗୃତି ସପ୍ତାହ ଉତ୍ସବ ପାଳନରେ ଗୀତ ଗାଇଛନ୍ତି ନବରଙ୍ଗପୁର ଜିଲ୍ଲା ଆରକ୍ଷା ଅଦକ୍ଷ ଏସ ସୁଶ୍ରୀ । ନବରଙ୍ଗପୁର ଜିଲ୍ଲା ମିସନ ହାଣ୍ଡି ପଞ୍ଚାୟତର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ କାର୍ଯ୍ୟକ୍ରମ ହୋଇଥିଲା । ଏହି ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନବରଙ୍ଗପୁରର ଏସପି ଏସ ସୁଶ୍ରୀ ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହି କିଶୋରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଗୀତ ଗାଇଥିଲେ ଏଥି ସହିତ ନବରଙ୍ଗପୁର ମାଛଗୁଡା ଠାରେ ଥିବା ଦିନ ଦୟାଲ ଅନାଥ ଆଶ୍ରମରେ ମଧ୍ୟ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ପିଲା ମାନଙ୍କ ସହ ନାଚି ଥିଲେ ଏସପି ମ୍ୟାଡମ । ଏହି ଭିଡିଓକୁ ଦେଖି ଅନେକ ଲୋକ ଏସପିଙ୍କ ପ୍ରଶଂସା କରିବା ସହ ଛାତ୍ରୀ ମାନେ ମଧ୍ୟ ଅତ୍ୟନ୍ତ ଖୁସି ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *