ସ୍କୁଲ ଛାତ୍ରୀ କରୁଥିଲେ ପ୍ରେମ, ଧରିନେଲେ ସାର୍ ଦେଖନ୍ତୁ ତା ପରେ…ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ବର୍ତ୍ତମାନ ପ୍ରେମ ବହୁତ ଆଡଭାନ୍ସ ହେଇଯାଇଛି ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ହେଲେ ଏବେ ସୋସିଆଲ ମିଡିଆ ଦୁନିଆରେ ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି । ଖାସ କରି ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ହେଲେ ବନ୍ଧୁଗଣ ପ୍ରେମରେ ଯେତିକି ମଜା ଅଛି ସେତିକି ସଜା ମଧ୍ୟ ଅଛି । ଠିକ ଏହି ଭଳି ଏକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଠି ଜଣେ ଛାତ୍ରୀ ପ୍ରେମରେ ମଜା ନେଉଥିବା ବେଳେ ତାଙ୍କୁ ସଜା ମିଳିଛି ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ସ୍କୁଲ ଛାତ୍ରୀ ସ୍କୁଲ ଛାତ ଉପରେ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ସମୟରେ ଶିକ୍ଷକ ତାଙ୍କୁ ଧରି ଦେଇଥିଲେ । ଧରିବା ପରେ ଶିକ୍ଷକ ଜଣକ ସେହି ଛାତ୍ରୀଙ୍କ ଭିଡିଓ ରେକର୍ଡ କରିଥିଲେ । ଶିକ୍ଷକ ଆସିବା ମାତ୍ରେ ଛାତ୍ରୀଙ୍କ ପ୍ରେମିକ ସେହି ଜାଗାରୁ ଚମ୍ପଟ ମାରିଥିଲା ଆଉ ଛାତ୍ରୀ ସେହି ଜାଗାରେ ଫସିଯାଇଥିଲେ ।

ଶିକ୍ଷକଙ୍କ ହାତରୁ ଧରା ପଡିବା ପରେ ଛାତ୍ରୀ ଜଣକ ମୁହଁ ଲୁଚାଇ ସେହି ସ୍ଥାନରେ ଅନେକ ସମୟ ଧରି ଛିଡା ହୋଇ ରହିଥିଲେ । ବନ୍ଧୁଗଣ ଏହି ଘଟଣାଟି ଆମ ଭାରତ ବର୍ଷରେ ଘଟିଛି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *