SBI ଗ୍ରାହକଙ୍କ ପାଇଁ ଆସିଲା ବଡ ଖୁସି ଖବର, SBI ରେ ଆକାଉଣ୍ଟ ଥିଲେ ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯଦି ଆପଣ ଜଣେ SBI ୟୁଜର୍ସ ଏବଂ ଆପଣଙ୍କର SBI ଅର୍ଥାତ ଷ୍ଟେଡ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ରହିଛି ତେବେ ଆପଣଙ୍କ ପାଇଁ ଏହା ବଡ ଖୁସି ଖବର ଯାହାକି ଆପଣ ମାନଙ୍କୁ ମିଳିବ ଏବେ ସହଜରେ ଲୋନ । ତେବେ କ’ଣ ରହିଛି ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିନେବା । ତେବେ ଏଣିକି ଏକ ଚୁଟକିରେ ମିଳିବାକୁ ଯାଉଅଛି ବାଇକ ଲୋନ । SBI ଆଣିଲା ଏହି ଯୋଜନା ।

ଷ୍ଟେଷ୍ଟ ବ୍ୟାଙ୍କ ପ୍ରି ଆପୃଭ, two ୱିଲର ଲୋନ ଯୋଜନା SBI ଇଜିରାଇଟ ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ଯୋଜନା ଅନୁସାରେ ଯଦି ଆପଣ ଯୋଗ୍ୟ ଗ୍ରାହକ ତେବେ ବ୍ୟାଙ୍କ ଶାଖାକୁ ଯିବା ମାତ୍ରେ ଲୋନ ମଧ୍ୟ ପାଇପାରିବେ । SBI yono ଆପ ଜରିଆରେ ଆଣ୍ଡ ଟୁ ଆଣ୍ଡ ଡିଜିଟାଲ ଟୁ ୱିଲରର ମଧ୍ୟ ଫାଇଦା ନେଇ ପାରିବେ । ଏହି ସ୍କିମ ଅନୁସାରେ କଷ୍ଟମରଙ୍କୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟୁ ୱିଲର ଲୋନର ସୁବିଧା ମିଳିପାରିବ ।

ଏଥିପାଇଁ ୪ ବର୍ଷର ସର୍ବାଧିକ ଡ୍ୟୁରେସନ ନିମନ୍ତେ ୩ ଲକ୍ଷର ଲୋନରେ ୧୦.୫ ପ୍ରତିଶତ ସୁଦ୍ଧ ଦେବାକୁ ହେବ । ଏହି ସ୍କିମରେ ମିନିମମ ଲୋନ ଆମାଉଣ୍ଟ ୨୦ ହଜାର ଟଙ୍କା ନିର୍ଦ୍ଧାରିତ କରାଯାଇଅଛି । ତେବେ SBI ଇଜିରାଇଡ ଅନୁସାରେ ୩ ଲକ୍ଷ ଟଙ୍କାର ଲୋନ ମିଳିବ । ଗ୍ରାହକ ନିଜ ଯୋଗ୍ୟତା ଅନୁସାରେ ଗାଡିର ଅନରୋଡ ଦାମର ୮୫ ପ୍ରତିଶତ ପର୍ଯ୍ୟନ୍ତ ଲୋନ ନେଇ ପାରିବେ । ଏହି ଲୋନ ସର୍ବାଧିକ ୪୮ ମାସର ଅବଧି ପାଇଁ ଦିଆଯିବ । ଏବଂ ଲୋନରାଶି ଡିଲରଙ୍କ ଖାତାରେ ଟ୍ରାନ୍ସଫର ମଧ୍ୟ କରାଯିବ ।

SBI ଗ୍ରାହକ ବ୍ୟାଙ୍କ ଶାଖା ବିନା yono ଆପ ମାଧ୍ୟମରେ ଆଣ୍ଡ ଟୁ ଆଣ୍ଡ ଡିଜିଟାଲ ଟୁ ୱିଲର ଲୋନର ଫାଇଦା ନେଇପାରିବେ । SBI କହିଛି ଯେ ବର୍ତ୍ତମାନ ଡିଜିଟାଲ ପରିବର୍ତ୍ତନ ମଧ୍ୟରେ SBI yono ଆପ ଜରିଆରେ ତାଙ୍କ ଘର ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗର ସୁବିଧା ଦେବାକୁ ଚେଷ୍ଟା କରୁଅଛି । ତେବେ SBI yono ଆପରେ ୨୦ ରୁ ଅଧିକ କ୍ୟାଟାଗୋରୀରେ ୧୧୦ ରୁ ଅଧିକ ଇ କମର୍ଷ କମ୍ପାନୀମାନଙ୍କ ସହିତ ପାର୍ଟନରସିପ କରିଛି ।

ତେବେ ଆପଣ ମାନଙ୍କର ଯଦି SBI ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ମଧ୍ୟ SBI yono ଆପ ଜରିଆରେ ଆପଣଙ୍କୁ ଟୁ ୱିଲର ଲୋନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *