27 ବର୍ଷ ଧରି ଗାଁରେ ନାହାଁନ୍ତି ପୁରୁଷ, ତଥାପି ମା’ ହେଉଛନ୍ତି ମହିଳା, ଜାଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ, ସାଧାରଣତଃ ଦୁନିଆରେ ଏଭଳି ଅନେକ ଜାଗାମାନ ରହିଅଛି, ଯେଉଁଠାରେ ଜନସଂଖ୍ୟାରେ ମହିଳା ଙ୍କ ସଂଖ୍ୟା ପୁରୁଷ ଙ୍କ ତୁଳନାରେ ବେସ ଅଧିକ । ଆପଣ ଜାଣିଛନ୍ତି କି ଏଭଳି ଜାଗା କେଉଁଠାରେ ଅଛି ? ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୂଚନା ଅନୁଯାୟୀ ଦୀର୍ଘ 27 ବର୍ଷ ଧରି ଗୋଟିଏ ଗାଁ ରହିଛି ଯେଉଁ ଗ୍ରାମରେ ମହିଳା ମାନେ ରହି ଆସୁଛନ୍ତି ମାତ୍ର ସେହି ଗ୍ରାମରେ ପୁରୁଷ ମାନେ ହିଁ ନାହାଁନ୍ତି । ଆଉ ଏହି ଗ୍ରାମ କୁ ପୁରୁଷ ଙ୍କୁ ପ୍ରବେଶ କରିବାକୁ ଦିଆଯାଇନାହିଁ ।

ଏହି ଗ୍ରାମକୁ ଗଲେ ଆପଣ ମାନେ ଚିନ୍ତା ରେ ପଡିଯିବେ ଯେ ଏଠାରେ ଥିବା ପୁରୁଷ ମାନେ ଗଲେ କୁଆଡେ ? ଏହି ଗାଁ ଟି କେନିୟାରେ ଅଛି । ଆଉ ଗ୍ରାମର ନାମ ହେଉଛି ଓମୋଜା । ଏଠାରେ କେବଳ ମହିଳାମାନେ ବସବାସ କରନ୍ତି । ମାତ୍ର ସବୁଠାରୁ ଚକିତ କରିଦେଉଥିବା ଭଳି କଥା ଟି ହେଉଛି ଯେ 27 ବର୍ଷ ଧରି ପୁରୁଷ ନଥିଲେ ମଧ୍ୟ ଏହି ଗ୍ରାମର ମହିଳା ମାନେ ଗର୍ଭବତୀ ହୁଅନ୍ତି ।

ତେବେ ଆପଣ ଚିନ୍ତା କରନ୍ତୁ ଯେ ଏହି ଗ୍ରାମରେ ଜଣେ ମଧ୍ୟ ପୁରୁଷ ଙ୍କ ପ୍ରବେଶ ହୋଇପାରିନାହିଁ ତେବେ ମହିଳା ମାନେ ପ୍ରେଗନେଣ୍ଟ କିଭଳି ହେଉଛନ୍ତି ? ତେବେ 1990 ମସିହାରେ ବ୍ରିଟିଶ ସୈନିକ ମାନେ କିଛି ମହିଳା ଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ । ତେବେ ସେହି ସମୟରେ ଏହି ଗ୍ରାମଟି ଗଢି ଉଠିଥିଲା । ଏହାପରେ ସେହି ସମାଜର ଲୋକମାନେ ଏହି ସମସ୍ତ ମହିଳା ଙ୍କୁ ତାଙ୍କ ସମାଜରୁ ବାହାର କରିଦେଇଥିଲେ ।

ଏହା ପରେ ସମସ୍ତ ୧୫ ଜଣ ମହିଳା ଏହି ଜାଗାରେ ଆସି ରହିବାକୁ ଲାଗିଲେ । ଧୀରେ ଧୀରେ ହିଂସା ର ଶିକାର ହୋଇଥିବା ଅନ୍ୟ ମହିଳା ମାନେ ଆସି ରହିବାକୁ ଲାଗି ଏହି ୧୫ ଜଣ ମହିଳା ଙ୍କ ସହିତ । ବାଲ୍ୟ ବିବାହରୁ ବଞ୍ଚିତ ହୋଇ କିଛି କିଛି ବାଳିକା ମାନେ ମଧ୍ୟ ଏହି ଗ୍ରାମ କୁ ଆସିଲେ ଯେଉଁମାନେ ସମୟକ୍ରମେ ଏହିଠାରେ ରହିବାକୁ ଲାଗିଲେ ।

ବର୍ତ୍ତମାନ ୩୦୦ ରୁ ଉର୍ଦ୍ଧ ମହିଳା ନିଜ ସନ୍ତାନ ମାନଙ୍କ ସହିତ ଏହି ଗ୍ରାମରେ ରହୁଛନ୍ତି । ତେବେ ପ୍ରକୃତ କଥା ହେଉଛି ଯେ ଗ୍ରାମରେ କୌଣସି ମହିଳା ପ୍ରବେଶ କରନ୍ତି ନାହିଁ କିନ୍ତୁ ମହିଳା ମାନେ ବାହାରକୁ ଜାଆନ୍ତି ସେଠାରେ ସେମାନେ ଶାରୀରିକ ସମ୍ପର୍କ ରଖିବା ପରେ ପୁଣିଥରେ ଗ୍ରାମ କୁ ଫେରି ଆସନ୍ତି । ଏବଂ ନିଜ ବଂଶ କୁ ଆଗକୁ ବଢାଇଥାନ୍ତି । ଏଠାରେ ୧୦୦ ଜଣ ମହିଳା ଙ୍କ ମଧ୍ୟରେ କେବଳ ୧୦ ଜଣ ପୁରୁଷ ଙ୍କୁ ହିଁ ଦେଖି ପାରିବେ ।

ଏହି ଗ୍ରାମରେ ଆପଣ ଅନେକ ସୁନ୍ଦର ସୁନ୍ଦର କନ୍ୟା କୁ ଦେଖିବାକୁ ପାଇବେ । ଏଠାରେ ଥିବା ମହିଳା ମାନେ ବିବାହ ବୟସ ଅତିକ୍ରମ କରିଯାଇଥିଲେ ମଧ୍ୟ ବିବାହ କରିପାରୁନାହାଁନ୍ତି । ମହିଳା ଙ୍କ ଜନସଂଖ୍ୟା ଏହି ଗ୍ରାମରେ ଅଧିକ ଥିବାରୁ ଗ୍ରାମର ସମସ୍ତ ନିଷ୍ପତ୍ତି ମହିଳା ମାନେ ହିଁ ନେଇଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *