ଏହି ୭ଟି ରାଶିର ଜାତକଙ୍କ ଉପରେ ଉପରେ ପଡିବାକୁ ଯାଉଛି ଶନିଙ୍କ କୁଦୃଷ୍ଟି, ଶନିଙ୍କ କୁଦୃଷ୍ଟିରୁ ବଞ୍ଚିବା ପାଇଁ ରାଶି ଅନୁସାରେ କରନ୍ତୁ ଉପାୟ

ଶନିଗ୍ରହର କୁଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ସମସ୍ତେ ଚାହାନ୍ତି । ଶାସ୍ତ୍ର ଅନୁସାରେ ଶନିଗ୍ରହର କୁଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ପଡ଼ିଥାଏ ତା ଜୀବନ ଖରାପ ଆଡକୁ ଗତି କରେ । ଏହି କାରଣରୁ ସବୁ ଲୋକ ମାନେ ଶନି ଗ୍ରହକୁ ଡରିଥାନ୍ତି o ଏହି ଗ୍ରହଠୁ ରକ୍ଷା ପାଇବା ପାଇଁ ବହୁତ ପ୍ରକାର ଉପାୟ ବାହାର କରିଥାଆନ୍ତି । ଶନି ଗ୍ରହର ଦିଗ ସମୟ ସମୟରେ ବଦଳି ଥାଏ । ଏମିତି ହେବା ଦ୍ଵାରା ବହୁତ ରାଶି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତା ମାସର ପ୍ରଥମ ସପ୍ତାହରୁ ପୁଣି ଏହି ରାଶି ମାନଙ୍କ ଦିଗ ପରିବର୍ତ୍ତନ ହୋଇଛି । ଯାହା ଫଳରେ ଏହି ଗ୍ରହର ପ୍ରକୋପ ସାତଟି ରାଶି ଉପରେ ପଡୁଛି ।

ଏହାର କିଛି ଉପାୟ କରି ଶନିଙ୍କ ଏହି ପ୍ରକୋପରୁ ରକ୍ଷା ପାଇ ପାରିବେ । ଯଦି ଆପଣଙ୍କ ରାଶି ଏହି ସାତ ଟି ରାଶି ଭିତରେ ସାମିଲି ଅଛି ଯାହା ଉପରେ ଶନିଙ୍କର କୁଦୃଷ୍ଟି ପଡୁଛି ତାହେଲେ ଆପଣ ଆପଣଙ୍କ ରାଶି ଅନୁସାରେ ତଳେ ଲେଖା ଯାଇଥିବା ଉପାୟକୁ କରନ୍ତୁ । ଏହି ଉପାୟକୁ କଲେ ଶନି ଗ୍ରହ ଦୋଷରୁ ଆପଣଙ୍କୁ ରକ୍ଷା ମିଳିବ ଓ ଏହି ଗ୍ରହ ଆପଣଙ୍କ ସପକ୍ଷରେ ରହିବ ।

ଏହି ୫ଟି ରାଶି ଉପରେ ପଡୁଛି ଶନିଙ୍କ ଖରାପ ପ୍ରଭାବ

ମିଥୁନ ରାଶି

 

ଶନିଙ୍କ କୁଦୃଷ୍ଟି କାରଣରୁ ମିଥୁନ ରାଶିର ଲୋକ ମାନେ ବହୁତ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି ଏହି ରାଶିର ଜାତକ ଜୀବନରେ ବହୁତ ସଂଘର୍ଷ ଆସିପାରେ । ଶନି ଗ୍ରହ କାରଣରୁ ଏହି ରାଶିର ଲୋକ ମାନେ ମାନସିକ ରୂପରେ ଚିନ୍ତିତ ରହିବେ ଓ ଯେତେ ଚେଷ୍ଟା କରିଲେ ମଧ୍ୟ ସଫଳତା ମିଳିବ ନାହିଁ ।

କରନ୍ତୁ ଏହି ଉପାୟ – ମିଥୁନ ରାଶିର ଲୋକ ମାନେ ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ଶନି ଦେବଙ୍କ ସାମ୍ନାରେ ସୋରିଷ ତେଲର ଦୀପ ଜାଳନ୍ତୁ ।

ସିଂହ ରାଶି

ଏହି ରାଶି ଉପରେ ମଧ୍ୟ ଶନିଙ୍କ କୁଦୃଷ୍ଟିର ଖରାପ ପ୍ରଭାବ ପଡ଼ିବ । ଏହି ରାଶିର ଲୋକମାନଙ୍କର ପୁରା ହେଉ ଥିବା କାମ ଅଧାରେ ରହିପାରେ ଓ ତା ସାଙ୍ଗରେ ଏହି ରାଶିର ଲୋକ ମାନଙ୍କ ଦେହ ମଧ୍ୟ ଖରାପ ରହିବ । ଶନିଙ୍କ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଏହି ରାଶିର ଜାତକ ତଳେ ଦିଆ ଯାଇଥିବା ଉପାୟ କରନ୍ତୁ ।

କରନ୍ତୁ ଏହି ଉପାୟ – ଶନିବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଓ ମଥାରେ କଳା ରଙ୍ଗର ତିଳକ ଲଗାନ୍ତୁ ।

କନ୍ୟା ରାଶି

କନ୍ୟା ରାଶିର ଜାତକକୁ ମଧ୍ୟ ବହୁତ ଅସୁବିଧା ର ସାମ୍ନା କରିବାକୁ ପଡ଼ିବ । ଏହି ରାଶିର ଲୋକ ମାନଙ୍କ ସମ୍ମାନ ଉପରେ ଖରାପ ପ୍ରଭାବ ପଡିପାରେ ଓ ଜୀବନ ସାଥିଙ୍କ ସାଙ୍ଗରେ କଳି ଝଗଡା ହୋଇ ପାରେ ।

କରନ୍ତୁ ଏହି ଉପାୟ – ଶନିବାର ଦିନ ସନ୍ଧ୍ୟା ସମୟରେ ଓସ୍ଥ ଗଛ ତଳେ ଦୀପ ଜାଳନ୍ତୁ ।

ତୁଳା ରାଶି

ତୁଳା ରାଶିର ଲୋକ ମାନଙ୍କ ଉପରେ ଶନିଙ୍କ ଖରାପ ପ୍ରଭାବ ପଡ଼ିବ ଓ ତୁଳା ରାଶିର ଲୋକ ମାନଙ୍କ ଅସୁବିଧା ଆଗ ଠାରୁ ଆହୁରି ବଢି ଯିବ । ତୁଳା ରାଶିର ଜାତକଙ୍କର  ହେଉ ଥିବା କାମ ବିଗିଡି ଯାଇପାରେ ।

କରନ୍ତୁ ଏହି ଉପାୟ – ଶନିବାର ଦିନ ଆପଣ ନିଜ ଛାଇକୁ ଦାନ କରନ୍ତୁ । ଛାଇ ଦାନ କରିବା ପାଇଁ ଗୋଟେ ଗିନାରେ ତେଲ ଢାଳନ୍ତୁ ଓ ସେଥିରେ ନିଜ ମୁହଁକୁ ଦେଖନ୍ତୁ ତାପରେ ଏହି ତେଲକୁ କୌଣସି ଗରିବ ଲୋକକୁ ଦାନ କରି ଦିଅନ୍ତୁ କିମ୍ବା ଏହି ତେଲକୁ ମନ୍ଦିରରେ ରଖି ଦିଅନ୍ତୁ ।

ମକର ରାଶି

ମକର ରାଶି ଲୋକଙ୍କ ଦେହ ଭଲ ରହିବ ନାହିଁ ଓ ଏହି ରାଶିର ଜାତକଙ୍କୁ ବହୁତ ଦେଖି ଚାହିଁ ରହିବାର ଆବଶ୍ୟକ ଅଛି । ମକର ରାଶି ଲୋକଙ୍କୁ ଆର୍ଥିକ ହାନୀର ସମସ୍ୟା ହୋଇପାରେ ।

କରନ୍ତୁ ଏହି ଉପାୟ – ଶନି ଦେବଙ୍କ ମୁଳ ମନ୍ତ୍ର ଓମ ପ୍ରାଂ, ପ୍ରୀଂ, ପ୍ରୋଂ, ସଃ ଶନିଶ୍ଚରାୟ ନମଃ ର ଜପ କରନ୍ତୁ । ଏହାକୁ ଦିନରେ ୧୦୧ ଥର ଜପ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *