ସତ ହେବ କି ମାଳିକା ବଚନ ? କଣ ସତରେ ଏହା ସୃଷ୍ଟି ବିନାଶର ପୂର୍ବ ସୂଚନା ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । କାହିଁ କେତେ ବର୍ଷ ପୂର୍ବେ ମହାପୁରୁଷ ଅଚ୍ୟୁତାନଦ ମାଳିକା ରେ ଅନେକ କଥା ଲେଖି ଯାଇଛନ୍ତି ଯାହା ବର୍ତ୍ତମାନ ୨୦୨୨ ବର୍ଷରେ ଗୋଟେ ପରେ ଗୋଟେ ସତ୍ୟ ହେବାରେ ଲାଗିଛି । ମହାପୁରୁଷ ଯାହା ଯାହା କହି ଯାଇଛନ୍ତି ତାହା ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ମାଳିକାରେ କୁହାଯାଇଛି ବାଇଶି ପାହାଚରେ ଖେଳିବ ମୀନ ଆଉ ଶ୍ରୀ କ୍ଷେତ୍ର ଧାମ ହେବ ଜଳମଗ୍ନ । ଆଜ୍ଞା ହଁ ଏହି କଥାଟି ଆପଣ ମାନେ ମଧ୍ୟ ଶୁଣିଥିବେ ଆଉ ପଢିଥିବେ । ତେବେ କଣ ମାଳିକା ବଚନରେ ଯାହା କୁହାଯାଉଛି ତାହା ସତ ହେବ ?

ଏହା କଣ ସୃଷ୍ଟି ଧ୍ବଂସ ହେବାର ପୂର୍ବ ସୁଚନା ମିଳୁଛି କି ? ଏଭଳି ନାନା ପ୍ରଶ୍ନ ଲୋକଙ୍କ ମନରେ ଏବେ ଉଙ୍କି ମରୁଛି । ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି ଅମଳିକାରେ ସୃଷ୍ଟି ବିନାଶ ହେବା ପୂର୍ବରୁ ଏହାର ପୂର୍ବ ସୂଚନା ମିଳିବ ଯାହା ଧୀରେ ଧୀରେ ମିଳିବାରେ ଲାଗିଛି । ଗତ କିଛି ଦିନ ତଳେ ଶ୍ରୀ କ୍ଷେତ୍ରରେ ବାଇଶି ପାହାଚ ବର୍ଷା ଅଧିକ ହେବାରୁ ପାଣି ବୋହି ଝରଣା ର ଭ୍ରମ ସୃଷ୍ଟି କରିଥିଲା ।

ଯାହା ପାଇଁ ଭକ୍ତ ମାନେ ପାଣିରେ ଅଟକି ରହିଥିଲା । ତେବେ ବାଇଶି ପାହାଚରେ ମୀନ ଖେଳିବା କଥା ସତ ହେବ ନାହି ବୋଲି କିଏ ବ କହିବ ?  ଏହା ସହ ବଡ ଦାଣ୍ଡ ରେ ବର୍ଷା ପାଣି ଏତେ ଅଧିକ ହୋଇଥିଲା ଯେ ସେଠାରେ ସମୁଦ୍ର ସୃଷ୍ଟି ହୋଇ ଯାଇଥିଲା । କେବଳ ଏତିକି ନୁହେ ଗତ କିଛି ଦିନ ପୂର୍ବେ ପୁରୀ ସମୁଦ୍ର ରେ ମଧ୍ୟ ଖଣ୍ଡିଆ ଭୁତ ଭଳି ଅଦୃଶ୍ୟ ସକ୍ରିୟ ଦେଖା ଯାଇଥିଲା ।

ଘନ ଅନ୍ଧାର ସହ ସମୁଦ୍ର ଭିତରକୁ ମାଡି ଆସିଥିଲା ଅଦୃଶ୍ୟ ଶକ୍ତି ଯାହା ପାଇଁ ସମୁଦ୍ରର ଜଳ ରାଶି ଭୟଙ୍କର ରୂପ ନେଇଥିଲା । ଠିକ ସେହିପରି ଗତ କାଲି ଶ୍ରୀ ମନ୍ଦିର ରେ ସାରା ଘରେ ନିଆଁ ଲାଗି ଯାଇଥିଲା । ଏ ହେଉଛି ସେହି ସାରା ଘର ଯେଉଁଠି ମହାପ୍ରଭୁ ଙ୍କ ମହା ପ୍ରସାଦ ତିଆରି ଲାଗି ସବୁ ସାମଗ୍ରୀ ରଖାଯାଇଥାଏ । ତେବେ ନିଆଁ କେମିତି ଲାଗିଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି କି ସେବକ ମାନେ ମଧ୍ୟ ଏହା ବିଷୟରେ କିଛି ଜାଣି ପାରିଲେ ନାହି ।

ବାରମ୍ବାର ପୁରୀ ଶ୍ରୀକ୍ଷେତ୍ର ରେ ଏଭଳି ଅଘଟଣ ଘଟିବା ସୃଷ୍ଟି ବିନାର ସୂଚନା ନୁହେଁ ତ ? ଏମିତି ବୋ ହୋଇପାରେ ମହାପ୍ରଭୁ ଇସାରା ଦେଉଛନ୍ତି କି କଳି ଯୁଗର ଶେଷ ସମୟ ହୋଇ ଯାଇଛି ଆଉ ସତ୍ୟ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି । ସୃଷ୍ଟି ବିଲୋପ ହେବାକୁ ମାତ୍ର ବହୁତ କମ ଦିନ ରହିଲା ବୋଲି ଏହି ସବୁ ଅଘଟଣ ରୁ ସ୍ପଷ୍ଟ ହେଉଛି । 

ବର୍ତ୍ତମାନ ବିଶ୍ଵ ବାସୀ ଙ୍କୁ କେବଳ ଜଗତର ନାଥ ପ୍ରଭୁ ଜଗନ୍ନାଥ ହିନ ସାହା ଭରସା । ଦିନକୁ ଦିନ ଯେ ଭଳି ଭାବେ ଶ୍ରୀକ୍ଷେତ୍ର ରେ ଅଘଟଣ ଘଟି ଚାଲିଛି ତାହାକୁ ନେଇ ଭୟଙ୍କର ଆତଙ୍କ ଖେଳି ଗଲାଣି ।  ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।  

Leave a Reply

Your email address will not be published. Required fields are marked *