57 ବର୍ଷ ବୟସରେ ବି ଆଜି ବହୁତ ହ୍ୟାଣ୍ଡସମ ଦେଖାଯାଉଥିବା Bollywood ର ଏହି ସୁପରଷ୍ଟାର, ଏବେ ଅଛନ୍ତି କୁଆଁରା, ଯାହାଙ୍କ ପାଇଁ ଝିଅମାନେ ପାଗଳ

ବନ୍ଧୁଗଣ, ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆରେ ଅଧିକାଂଶ ସମୟରେ ଫିଲ୍ମୀ ଷ୍ଟାର ମାନଙ୍କର ଫଟୋଚିତ୍ର ଭା-ଇ-ରା-ଲ ହେବାର ଦେଖିବାକୁ ମିଳିଛି । ଏହି ଫଟୋଚିତ୍ର ମାନଙ୍କରେ ଷ୍ଟାର ମାନଙ୍କର ପିଲାଦିନର ଛବି ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏକ ଛୋଟ ଛୁଆ ଙ୍କ ଛବି ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚାରେ ଦେଖିବାକୁ ମିଳିଛି । ଯାହାଙ୍କୁ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରୀର ଦବଙ୍ଗ ଷ୍ଟାର କୁହାଯାଉଛି ।

ଏହି ଛୁଆ ଜଣଙ୍କ ବଲିଉଡରେ ଅନେକ ସୁପରହିଟ ଚଳଚିତ୍ର ରେ କାମ କରିଛନ୍ତି ଏହା ସହିତ ତାଙ୍କ ଫ୍ୟାନଫଲୋଇଙ୍ଗ ମଧ୍ୟ ଜବରଦସ୍ତ ଅଟେ । ତେବେ ଆସନ୍ତୁ ଜାଣିନେବା ଭା-ଇ-ରା-ଲ ହେଉଥିବା ଏହି ଛୋଟ ଛୁଆ ଜଣଙ୍କ କିଏ ? ଏହି ଫଟୋଚିତ୍ର ରେ ଦୁଇଟି ଛୁଆ ଛିଡା ହୋଇଥିବାର ନଜର ଆସୁଛନ୍ତି । ଏଥି ମଧ୍ୟରୁ ସବୁଠାରୁ ବଡ ଛୁଆଟି ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ଫିଲ୍ମ ରେ କାମ କରିସାରିଛନ୍ତି ତ ସେହିଭଳି ଛୋଟ ଛୁଆ ମଧ୍ୟ କିଛି ବିଶେଷ ଚଳଚିତ୍ରରେ କାମ କରିସାରିଛନ୍ତି ।

ମାତ୍ର ସେ ଅଭିନୟ ଦୁନିଆରେ ଆଦୌ ବଡ ସଫଳତା ହାସଲ କରିପାରିନାହାଁନ୍ତି । ଫଟୋଚିତ୍ର ରେ ଥିବା ଏହି ବଡ ଛୁଆ ଙ୍କର ବର୍ତ୍ତମାନ ଝିଅମାନଙ୍କ କ୍ରେଜ କହିଲେ ନସରେ । ଯଦି ଆପଣ ବଲିଉଡ ଚଳଚିତ୍ର ଦେଖିବାକୁ ପସନ୍ଦ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଅଭିନେତା ଙ୍କୁ ଚିହ୍ନି ସାରିଥିବେଣୀ, ଯଦି ଆପଣ ଚିହ୍ନି ପାରୁ ନାହାଁନ୍ତି ତେବେ ଆମେ ଆପଣଙ୍କୁ କହିବାକୁ ଯାଉଅଛୁ ଏହି ଛୁଆ ଜଣଙ୍କ କିଏ ?

ଏହି ଛୁଆ ଟି ଅନ୍ୟ କେହି ନୁହନ୍ତି ବରଂ ବଲିଉଡର ଦବଙ୍ଗ ଷ୍ଟାର କୁହାଯାଉଥିବା ଭାଇଜାନ ସଲମାନ ଖାନ ଅଟନ୍ତି । ଏହି ଫଟୋଚିତ୍ର ରେ ସେ ତାଙ୍କ ଭାଇ ସୋହେଲ ଖାନ ଙ୍କ ସହିତ ଛିଡା ହୋଇଥିବାର ନଜର ଆସୁଛନ୍ତି । ସଲମାନ ଖାନ 1988 ମସିହାରେ ରିଲିଜ ହୋଇଥିବା ଚଳଚିତ୍ର “ବିବି ହୋ ତୋ ଏସି” ରେ କାମ କରିଥିଲେ । ଏହାପରେ ତାଙ୍କୁ “ମେନେ ଫ୍ୟାର କିୟା” ରେ ଅଭିନେତା ଭାବରେ କାମ ମିଳିଥିଲା ।

ଏହି କାରଣରୁ ସେ ରାତାରାତି ଷ୍ଟାର ବନିଯାଇଥିଲେ । ଏହାପରେ ସେ ଅନେକ ଗୁଡିଏ ଚଳଚିତ୍ରରେ ହିରୋ ଭାବରେ କାମ କରି ଦର୍ଶକ ଙ୍କ ହୃଦୟକୁ ଜିତି ପାରିଥିଲେ । ସଲମାନ ଙ୍କ ଅପକମିଙ୍ଗ ଫିଲ୍ମ ଟାଇଗର 3 ରେ କ୍ୟାଟ୍ରିନା ଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି । ଏହାପରେ ସେହନାଜ ଗିଲ ଙ୍କ ସହିତ “କିସି କା ଭାଇ କିସି କି ଜାନ” ଫିଲ୍ମ ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *