ସତ ହେଇଗଲା Live Show ରେ KK ଗାଉଥିବା ଶେଷ ଗୀତ, ଥରେ ଶୁଣନ୍ତୁ KK ଙ୍କ ଏହି ଶେଷ ଗୀତ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରି ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କେକେ । ଆପଣ ମାନେ ସମସ୍ତେ କେକେଙ୍କୁ ନିଶ୍ଚୟ ଜାଣିଥିବେ ଆଉ ତାଙ୍କର ଅନେକ ଗୀତ ଶୁଣିଥିବେ । ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, କେକେ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ଅକାଳ ବିୟୋଗ ଘଟିଛି । ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ରାତିରେ କେକେ କଲିକତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସେଠାରେ ସେ ଗୀତ ଗାଉଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ଏହା ପରେ ତାଙ୍କୁ ସିଏମଆରଆଇ ହସ୍ପିଟାଲ ନିଆଯାଇଥିଲା ହେଲେ ବନ୍ଧୁଗଣ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ଘୋଷିତ କରଯାଇଥିଲା । କେକେଙ୍କ ଅକାଳ ବିୟୋଗ ପରେ କେବଳ ବଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାରା ଭାରତରେ ଶୋକର ଛାୟା ଖେଳି ଯାଇଛି । ତେବେ ବର୍ତ୍ତମାନ କେକେଙ୍କ ଫ୍ୟାନ୍ସ ମାନେ ନିଜ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ଆଉ ସୋସିଆଲ ମିଡିଆରେ କେବଳ କେକେଙ୍କ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ କେକେଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓଟି ଏଥିପାଇଁ ଅଧିକ ଭାଇରାଲ ହେଉଛି କାରଣ ଏହା ହେଉଛି କେକେଙ୍କ ଶେଷ ଭିଡିଓ । କେକେ ନିଜ ଶେଷ ସମୟରେ ଏକ ଗୀତ ଗାଉଥିଲେ ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କେକେ ଶେଷ ସମୟରେ ‘ହମ ରହେ ୟା ନା ରହେ’ ଗୀତ ଗାଇଥିଲେ । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ବି ଦୁଃଖ ଅନୁଭବ କରିବେ । ତା ହେଲେ ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ କେକେଙ୍କର ଏହି ଶେଷ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *