ସ୍ଟେଜ Show ରେ କୋରିୟୋଗ୍ରାଫର Saswat Joshi ତାଙ୍କ ଝିଅ ସହ କଲେ ଏମିତି ଡ୍ୟାନ୍ସ, ଲୋକ କରୁଛନ୍ତି ଖୁବ ପ୍ରଶଂସା, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । 


ବନ୍ଧୁଗଣ ଏହି କଳାକାର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶାଶ୍ଵତ ଯୋଶୀ । ବନ୍ଧୁଗଣ ଶାଶ୍ଵତ ଯୋଶୀ ହେଉଛନ୍ତି ଜଣେ ଲୋକପ୍ରିୟ ଡ୍ୟାନ୍ସର । ଶାଶ୍ଵତଙ୍କ ଜବରଦସ୍ତ ଡ୍ୟାନ୍ସ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେ ଜଣେ ଡ୍ୟାନ୍ସର ହେବା ସହ ଜଣେ କୋରିଓଗ୍ରାଫର ମଧ୍ୟ ଅଟନ୍ତି । ସେ ଅନେକ ଓଡିଆ ଆଲବମ ଗୀତ ଓ ଓଡିଆ ଫିଲ୍ମ ଗୀତକୁ କୋରିଓଗ୍ରାଫ କରିଛନ୍ତି । 

ଏହା ସହିତ ଶାଶ୍ଵତଙ୍କୁ ଆପଣ ଅନେକ ରିଆଲିଟି ସୋରେ ଜଜ୍ ଭୂମିକାରେ ଦେଖିଥିବେ । ଶାଶ୍ଵତ ନିଜ ଡ୍ୟାନ୍ସ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ନିଜ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଶାଶ୍ଵତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । 

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଶାଶ୍ଵତଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ପ୍ରଥମ ଥର ପାଇଁ ଶାଶ୍ଵତ ନିଜ ଝିଅ ସହ ସ୍ଟେଜ ଉପରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ତାଙ୍କ କୁନି ଝିଅ ସ୍ଟେଜ ଉପରେ ଡ୍ୟାନ୍ସ କରୁଥିବା ସମୟରେ ଶାଶ୍ଵତ ସ୍ଟେଜ ଉପରକୁ ଏଣ୍ଟ୍ରି କରୁଛନ୍ତି ଆଉ ଝିଅକୁ ଦେଖି ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି । ତାଙ୍କ ଝିଅ ମଧ୍ୟ ନିଜ ବାପା ଭଳି ବହୁତ ଜବରଦସ୍ତ ଡ୍ୟାନ୍ସ କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାଶ୍ଵତ ଆଉ ତାଙ୍କ ଝିଅର ଏହି ଡ୍ୟାନ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *