ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଇମାସର ଗର୍ଭବତୀ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବର ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଏବେ ଦୁଇ ମାସର ଗର୍ଭବତୀ ଅଛନ୍ତି ।

ଏଭଳି ଲଜ୍ୟା ଜନକ ଘଟଣା ଆସିଛି କନ୍ଧମାଳ ଜିଲ୍ଲାରୁ । ସେବାଶ୍ରମରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଦୁଇ ମାସର ଗର୍ଭବତୀ ଥିବା ଜଣା ପଡିଛି । ଏନେଇ ସେବାଶ୍ରମ ସ୍କୁଲ କର୍ତ୍ତୁପକ୍ଷ ତରଫରୁ ଦାରିଙ୍ଗ ବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । କରୋନା ପାଇଁ ବହୁତ ଦିନ ଧରି ସେବାଶ୍ରମ ଗୁଡିକ ବନ୍ଦ ରହିଥିଲା ।

ହେଲେ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କ କରୋନା ଗାଇଡଲାଇନ ଆସିବା ପରେ ଗତ ନଭେମ୍ବର ମାସ 15 ତାରିଖରେ ସେବାଶ୍ରମ ଖୋଲିଥିଲା । ଆଉ ସେହି ସମୟରେ ସମ୍ପୃକ୍ତ ନାବାଳିକା ସେବାଶ୍ରମକୁ ଆସିଥିଲେ । କିନ୍ତୁ ସେବାଶ୍ରମ ତରଫରୁ ଗତ 30 ତାରିଖରେ ରୁଟିନ ଚେକ ଅପ୍ ସମୟରେ ଛାତ୍ରୀ ଜନକ ଦୁଇ ମାସ ହେବ ଗର୍ଭବତୀ ଥିବାର ଜଣା ପଡିଥିଲା ।

ଆଉ ଏହା ପରେ ସେବାଶ୍ରମ କର୍ତ୍ତୁପକ୍ଷ ଥାନାର୍ଫେ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଛାତ୍ରୀ ଜଣକ କିଭଳି ଗର୍ଭବତୀ ହେଲେ ଆଉ ତାଙ୍କୁ କିଏ ଗର୍ଭବତୀ କରିଲା ସେନେଇ ପୋଲିସ ସେବାଶ୍ରମ କର୍ତ୍ତୁପକ୍ଷଙ୍କୁ ଥାନାକୁ ଡକାଇ ତଦନ୍ତ ଚଳାଇଛି । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *