ଷଷ୍ଠ ଶ୍ରେଣୀ ଛାତ୍ରୀ ସହ ଶିକ୍ଷକଙ୍କ ଅଶ୍ଳୀଳ ବ୍ୟବହାର, ଅଭିଯୋଗ ଆଣିଲେ ଛାତ୍ରୀଙ୍କ ମା’, ଆଉ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଗୁରୁ ଶିଷ୍ୟ ର ସମ୍ପର୍କ ବହୁ ପୁରାତନ କାଳରୁ ଆମ୍ଭେ ଦେଖି ଆସୁଛେ । ମାତ୍ର ଆଜିର ଆଧୁନିକ ଯୁଗରେ ଛାତ୍ରୀ ମାନେ ସୁରକ୍ଷିତ ନୁହେଁନ୍ତି । ବିଦ୍ୟାଳୟ କୁ ପାଠ ପଢି ଜଣେ ଉତ୍ତମ ମଣିଷ ହେବା ନିମନ୍ତେ ମାତା ପିତା ଚାହିଁଥାନ୍ତି । କିନ୍ତୁ ଆଜିର ଦିନରେ ନିରୀହ ପିଲା ମାନଙ୍କ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଖରାପ ଶିକ୍ଷକ । ତେବେ ଆସନ୍ତୁ ଘଟିଥିବା ଏହି ଲଜ୍ୟାଜନକ ବିଷୟଟିକୁ ସଂପୂର୍ଣ୍ଣ ଭାବରେ ଜାଣିନେବା ।

ସୂଚନା ଅନୁଯାୟୀ ୬ ଷ୍ଠ ଶ୍ରେଣୀ ର ଛାତ୍ରୀ ଙ୍କୁ ଅସଦ ବ୍ୟବହାର ଦେଖାଇଛନ୍ତି ଶିକ୍ଷକ ଜଣକ । ଲଞ୍ଜ ଟାଇମ ରେ ସବୁବେଳେ ଏହି ଛାତ୍ରୀ ଜନକଙ୍କୁ ଡାକି କୁହନ୍ତି ଯେ ଯେଉଁ ବିଷୟଟି ନ ବୁଝି ପାରିବୁ ମତେ ପଚାରିବୁ । ଝିଅଟି ନିରୀହ ଥିବା ହେତୁ ସେ କିଛି ଜାଣିପାରେ ନାହିଁ । ଏବଂ ଏହି ବିଷୟ କୁ ନେଇ ଛାତ୍ରୀ ଜଣକ ର ମା’ କହିଛନ୍ତି ଯେ ମୋ ଝିଅ ସ୍କୁଲ ଯାଇଥିଲା ।

ସେଠାରେ ୬ ଷ୍ଠ ଶ୍ରେଣୀରେ ପାଠ ପଢୁଛି । ଲଞ୍ଚ ଟାଇମ ରେ ସୁବାସ ସାର ନାମକ ଜଣେ ସାର ସେ ସବୁବେଳେ ମୋ ଝିଅକୁ ଗପ ଆସି ପଚାରନ୍ତି, ତଥା ପାଠ ନ ବୁଝି ପାରିଲେ ମତେ ଆସି କହିବୁ ବୋଲି ସେ କୁହନ୍ତି । ମାତ୍ର ମୁଁ କହିଲି ଯେ ଯାହା ପଚାରିବ କଥା ମାଡାମ ମାନଙ୍କୁ ପଚାରିବୁ । ଝିଅ କହିଲା ମାମା ସେ ସାର ମୋ ପାଖକୁ ଆସି ମତେ ପଚାରନ୍ତି ।

ଏହା ପରେ ଲଞ୍ଚ ଟାଇମ ରେ ଗତକାଲି ମୋ ଝିଅ ଖେଳଛୁଟି ରେ ଟିଉସନ ପାଠ କରୁଥିଲା । ସେ କାହା ସହିତ ବେସୀ ଖେଳେ ନାହିଁ କି ମିଶେନାହିଁ । ଗାଁ ରେ ମଧ୍ୟ ସେ କାହା ସହିତ ମିଶେନାହିଁ । ତେବେ ସାର ଆସି ମୋ ଝିଅ କୁ ପଚାରିଲେ ଯେ ମ୍ୟାଥ ରେ କ’ଣ ନମ୍ବର ରଖିଥିଲୁ, ଝିଅଟି ଯାହା ନମ୍ବର ରଖିଥିଲା କହିଲା ।

ଏହାପରେ ସାର ଝିଅଟି ର ଓଢଣୀ ଟେକି ତା’ ଛାତି କୁ ଚିପିଛନ୍ତି । ତେବେ ଏହି ସାର ଙ୍କୁ କଠୋରରୁ କଠୋର ଦଣ୍ଡ ଦେବା କଥା । ମା’ ମାନେ ପିଲାଙ୍କୁ କ’ଣ ପାଇଁ ବିଦ୍ୟାଳୟ କୁ ଛାଡୁଛନ୍ତି ବୋଲି ଛାତ୍ରୀ ଙ୍କ ମା’ ପ୍ରଶ୍ନ କରିଛନ୍ତି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *