Virat ଙ୍କ Idea ରେ ହରେଇଲେ Hardik, Shardul କଲେ ମିଷ୍ଟ୍ରି ବଲ୍ ର ଖୁଲାସା ! କହିଲେ କିପରି କରାଯାଇଥିଲା NZ କୁ ଫସେଇବାର ପ୍ଲାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭିରାଟ କା ଆଇଡିଆ, ହାର୍ଦ୍ଧିକ ଓ ରୋହିତ ଶର୍ମାଙ୍କର ସମର୍ଥନ ଯାହାର ରେଜଲ୍ଟରେ ସାଦୁଲ ଠାକୁର କାର୍ଯ୍ୟକାରୀ କରିଦେଲେ । ହଁ ବନ୍ଧୁଗଣ ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦଳର ମ୍ଯାଚ ଚାଲିଥିଲା । ତେବେ ସବୁ ମ୍ଯାଚରେ ନିଜ ନିଜ ଦଳକୁ ସଫଳତା ଆଣିଦେବା ପାଇଁ ନିଜସ୍ୱ ଦଳ ଲାଗିପଡିଥାନ୍ତି । ତେବେ ଭାରତୀୟ ଟିମର କିଛି ମେମ୍ବର ମଧ୍ୟ ଏପରି କରି ଦେଖାଇଥିଲେ ।

ଏହା ସହିତ ଯେଉଁ ଯୋଜନା ମଧ୍ୟ ତାଙ୍କର କାର୍ଯ୍ୟକାରୀ ହୋଇଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ତୃତୀୟ ଦିନିକିଆ ମ୍ଯାଚରେ ଉଭୟ ପକ୍ଷରୁ ଜୋରଦାର ଖେଳ ଚାଲିଥିଲା । ଯେଉଁ ଖେଳରେ ଉଭୟ ଦଳର ପ୍ଲେୟର ମାନେ ନିଜ ନିଜର ବେଷ୍ଟ ଦେଇ ଖେଳୁଥାନ୍ତି । ତେବେ ସେତିକି ବେଳେ ଇଣ୍ଡିଆନ ଟିମ ନିଜ ଦଳକୁ ବିଜୟ ଆଣିଦେବେ ବୋଲି କିଛି ଯୋଜନା କରିଥିଲେ ।

ତେବେ ସେହି ସମୟରେ ଭିରାଟ ଓ ହାର୍ଦ୍ଧିକ ମିଶିକି ଏକ ଉପାୟ ପାଞ୍ଚିଥିଲେ । ଯଦି ବିପକ୍ଷ ତଥା ନ୍ୟୁଜିଲାଣ୍ଡର ପ୍ଲେୟର ଟମ ମାଥନଙ୍କର ୱିକେଟ ନେଇହୋଇଯିବ । ତେବେ ଭାରତତୀୟ ଟିମ ପାଇଁ ସଫଳତା ଆଣିବା ବହୁ ସହଜ ହୋଇଯିବ । ତେବେ ଏଥିପାଇଁ ଭିରାଟ ଓ ହାର୍ଦ୍ଧିକ ମିଶି ସାଦୁଲ ଠାକୁରଙ୍କୁ ଜଣାଇଥିଲେ । ତେବେ ସେମାନଙ୍କ ଯୋଜନା ଶୁଣି ସାଦୁଲ ଠାକୁର ମଧ୍ୟ ଟମ ମାଥନଙ୍କର ୱିକେଟ ନେଇଯିବ ବୋଲି କହିଦେଲେ ।

ତାପରେ ରୋହିତ ଶର୍ମା ଯେତେବେଳେ ସେହି କଥା ବିଷୟରେ ପଚାରିଥିଲେ । ତେବେ ସାଦୁଲ ଠାକୁର ମଧ୍ୟ ରୋହିତ ଶର୍ମାଙ୍କୁ ସବୁ କିଛି କହିଦେଇଥିଲେ । ଯେଉଁ କଥାକୁ ଶୁଣି ରୋହିତ ଶର୍ମା ମଧ୍ୟ ସମର୍ଥନ ଦେଇଥିଲେ । ତାପରେ ସାଦୁଲ ଠାକୁର ମଇଦାନକୁ ଯାଇ ବଲ ଫିଙ୍ଗି ଟମ ମାଥନଙ୍କର ୱିକେଟ ନେଇଯାଇଥିଲେ । ତେବେ ଭିରାଟ ଓ ହାର୍ଦ୍ଧିକଙ୍କର ଯୋଜନା କଣ ଥିଲା ଚାଲନ୍ତୁ ଜାଣିନେବା ।

ତେବେ ମ୍ଯାଚ ପରେ ପ୍ରେସଏମିଟରେ ସାର୍ଦୁଳ ଠାକୁର କହିଥିଲେ । ପିଚ ଫ୍ଲ୍ଯାଟ ଥିଲା ଓ ଗ୍ରାଉଣ୍ଡ ଛୋଟ ଥିଲା । ତେବେ ଆମକୁ ସେମାନଙ୍କୁ କ୍ରସ ଷଟ ଖେଳିବାକୁ ବାଧ୍ୟ କରିଦେଇଥିଲୁ । ତେବେ ଯୋଜନା ମୁତାବକ ମୋତେ ଧିମା ବଲ ପକାଇବାର ଥିଲା । ତାପରେ ସାର୍ଦୁଳ ଠାକୁର ଆସ୍ତେ କରି ବୋଲିଂ କରିବା ଫଳରେ ପ୍ଳାନଟି କାର୍ଯ୍ୟକାରୀ ହୋଇଯାଇଥିଲା । ଲାଥମ ଆଉଟ ମଧ୍ୟ ହୋଇଯାଇଥିଲେ ।

ତେବେ ରୋହିତ ଓ ହାର୍ଦ୍ଧିକଙ୍କର ଯୋଜନା ଠିକସେ କାର୍ଯ୍ୟକାରୀ ହୋଇଯାଇଥିବାରୁ ଉଭୟ ମିଶି ରୋହିତ ଶର୍ମା, ସାର୍ଦୁଳ ଠାକୁରଙ୍କ ସହ ଅନ୍ୟ ପ୍ଲେୟରଙ୍କ ସହ ଖୁସି ମନାଇବାକୁ ଲାଗିଲେ । ଯେତେବେଳେ କି ନ୍ୟୁଜିଲାଣ୍ଡର ଏହି ଆଉଟ ତାଙ୍କୁ ବହୁତ ଖୁସି ଆଣିଦେବା ସହ ମ୍ଯାଚ ପୁରାପୁରୀ ଭାରତୀୟ ଟିମ ପଟେ ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *