Jyotish Shastra- ସରସ୍ବତୀ ପୂଜା ( 16 February ) ଏହି ୩ଟି ରାଶିର ସରିଲା ଦୁଃଖର ଦିନ, ହେବ ବିଦ୍ୟା, ଧନ ଏବଂ ସୁଖ ଲାଭ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାନ୍ତି । ବନ୍ଧୁଗଣ ଏହାର ମୁଖ୍ୟ କାରଣ ହେଉଛି ଗ୍ରହ ମାନଙ୍କ ମଧ୍ୟରେ ହେଉଥିବା ସ୍ଥିତି ପରିବର୍ତ୍ତନ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ମଧ୍ୟରେ ହେଉଥିବା ସ୍ଥିତି ପରିବର୍ତ୍ତନ ହେତୁ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡିଥାଏ ଯାହାଫଳରେ ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ।

ବନ୍ଧୁଗଣ ଆସୁଥିବା ଫେବୃୟାରି ୧୬ ତାରିଖ ଦିନ ପବିତ୍ର ସରସ୍ଵତୀ ପୂଜା ହେବାକୁ ଯାଉଛି ।ବନ୍ଧୁଗଣ ଏହି ଦିନରେ ଗ୍ରହ ମାନଙ୍କ ମଧ୍ୟରେ ଏକ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଦ୍ଵାରା କିଛି ରାଶି ମାନଙ୍କର ଭାଗ୍ୟ ବଦଳିଯିବ ।

ଏହି ରାଶି ମାନଙ୍କ ଉପରେ ମା ସରସ୍ଵତୀଙ୍କର ବିଶେଷ ଆଶୀର୍ବାଦ ରହିବା ସହ ଏମାନଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବଦଳିଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ତିନୋଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ତିନୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ପବିତ୍ର ସରସ୍ଵତୀ ପୂଜା ଦିନ ଠାରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ବଦଳିଯିବ । ଏମାନେ ନିଜର ସମସ୍ତ ଅସୁବିଧାକୁ ବର୍ତ୍ତମାନ ସଫଳତାର ସହିତ ସମାଧାନ କରିପାରିବେ । ଆପଣ ମାନଙ୍କୁ ବ୍ୟସାୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଏହା ସହିତ ମା ଲକ୍ଷ୍ମୀଙ୍କ କୃପା ହେତୁ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ବନ୍ଧୁଗଣ ଆପଣଙ୍କ ଆଗାମୀ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ମିଥୁନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ୧୬ ତାରିଖ ବା ସରସ୍ଵତୀ ପୂଜା ଦିନ ଠାରୁ ଆପଣ ମାନଙ୍କୁ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ । ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ବର୍ତ୍ତମାନ ଦୂର ହେବାକୁ ଯାଉଛୁ । ପ୍ରେମ କ୍ଷେତ୍ରରେ ଆଗାମୀ ସମୟ ବହୁତ ଭଲ ରହିବ । ଆଗାମୀ ସମୟରେ ଆପଣ ମାନଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ନିଶ୍ଚୟ ଉନ୍ନତି ମିଳିବ । ଏହା ବ୍ଯତୀତ ଆପଣ ନିଜ ପରିବାର ସହ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି ।

କନ୍ୟା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ସରସ୍ଵତୀ ପୂଜା ଦିନ ଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ ଓ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ମିଳିବ । ବନ୍ଧୁଗଣ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *