Boat Tragedy ଘଟଣାକୁ ନେଇ ସରକାରଙ୍କ ଉପରେ ଗର୍ଜିଲେ Subhasis Sarangi, କହିଲେ କିଛି ଏମିତି… ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିଗତ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ବିଷୟରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ କି ମୁଣ୍ଡୁଳି ପାଖରେ ଫ-ସିଯାଇଥିବା ହାତୀ କୁ ଉଦ୍ଧାର କରୁଥିବା ସମୟରେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ର ଅ-କା-ଳ ବି-ୟୋ-ଗ ଘ-ଟି-ଥି-ଲା । ତେବେ ଏହି ଘ-ଟ-ଣା ଟି ଓଡ଼ିଆ ଏବଂ ଓଡ଼ିଶା ର ଗଣମାଧ୍ୟମ ରେ ଶୋ-କା-କୁ-ଳ ପରିବେଶ ସ୍ଥାପନ କରିଛି ।

ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ ।

ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେ-ଷ ନି-ଶ୍ୱା-ସ ତ୍ୟା-ଗ କରିଥିଲେ ।

ଓଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃ-ତ୍ୟୁ ପରେ ଅନେକ ବ୍ୟକ୍ତି ଅନେକ କଥା କହୁଛନ୍ତି । କିଏ ଏଥିରେ ଅରିନ୍ଦମ ଙ୍କ ଭୁଲ ବୋଲି କହୁଛନ୍ତି ତ କିଏ ଅରିନ୍ଦମ ଙ୍କୁ ପରିହାସ କରି କହୁଛନ୍ତି ଯେ, ଟିଆରପି ପାଇବା ପାଇଁ ଆଜି ସେ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଏହି ସମ୍ବନ୍ଧରେ ଲାଇଭ ଆସି ସୁବାସୀଷ ସାରଙ୍ଗୀ ସେହି ବ୍ୟକ୍ତି ଙ୍କୁ ଏଭଳି କିଛି କଥା କହିଛନ୍ତି ଯାହା ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚା ର ବିଷୟ ସାଜିଛି ।

ସୁବାସୀଷ କହିଛନ୍ତି ଯେ, ଜଣେ ସାମ୍ବାଦିକ ଙ୍କ ହିସାବ ରେ ଯଦିଓ ଅରିନ୍ଦମ ନଦୀ ଭିତରକୁ ନିଜ ସମ୍ବାଦ ସଂସ୍ଥା ପାଇଁ ସମ୍ବାଦ କଲେକ୍ସନ କରିବାକୁ ଯାଇଥିଲେ ତେବେ ସେଥିରେ ତାଙ୍କର ଇଚ୍ଛା ଶକ୍ତି ଥିଲା । ଏହି ସମୟ ରେ ସରକାର ଙ୍କୁ ତାଙ୍କର ସହାୟତା କରିବା ଆବଶ୍ୟକ ଥିଲା । ସରକାର ଚାହିଁଥିଲେ ହେଲିକ୍ୟାପ୍ଟର ସହାୟତା ରେ ନଦୀ ରେ ଫ-ସି ଥିବା ହାତୀ କୁ ଉଦ୍ଧାର କରି ପାରିଥାନ୍ତେ । କିନ୍ତୁ ସରକାର ଏଭଳି କୌଣସି ପଦକ୍ଷେପ ନେଇ ନ ଥିଲେ ।

ଲୋକମାନେ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ପରିହାସ କରୁଛନ୍ତି । କିନ୍ତୁ ପ୍ରକୃତ ରେ ରେ ଏହି ମାମଲାରେ ସରକାର ଙ୍କୁ ଭର୍ତ୍ସନା କରାଯିବା ଆବଶ୍ୟକ । ଯଦି ସରକାର କୌଣସି ଦୃଢ଼ ପଦକ୍ଷେପ ନେଇଥାନ୍ତେ ତେବେ ହୁଏତ ଆଜି ଏଭଳି ଅ-ଘ-ଟ-ଣ ଘ-ଟି ନଥାନ୍ତା । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *