ଆସିଲା ବଡ ଖୁସି ଖବର ! ସରକାର କଲେ ଏହି ବଡ ଘୋଷଣା, ବିବାହିତଙ୍କୁ ମିଳିବ 18,500 ଟଙ୍କା, ହେଲେ କରିବାକୁ ହେବ ଏହି କାମ

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ମାସକୁ ମିଳିବ ୧୮ ହଜାର ୫୦୦ ଟଙ୍କା । ତେବେ ବିବାହିତ ଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତ ଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି । ଏଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଅଛି । କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତି ମାସରେ ଟଙ୍କା ମିଳୁଛି ।

ସେହିଭଳି ଏକ ଯୋଜନା ହେଉଛି “ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା” । ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟକ ମାସରେ କିଛି ଟଙ୍କା ମିଳିବ । ଏହି ଯୋଜନାର ଲାଭ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆପଣ ମାନେ ଉଠାଇ ପାରିବେ । ଏହା ଏକ ପ୍ରକାରର ପେନସନ ଯୋଜନା ଅଟେ । ଏଥିରୁ ଆପଣଙ୍କୁ ପ୍ରତିମାସରେ ଟଙ୍କା ମିଳିବ । ଏଥିରେ ସ୍ଵାମୀ ସ୍ତ୍ରୀ ଙ୍କୁ ପ୍ରତ୍ୟକ ମାସରେ ୧୮ ହଜାର ୫୦୦ ଟଙ୍କା ମିଳିବ ।

ସ୍ଵବୁଠାରୁ ଖାସ କଥା ହେଉଛି ଯେ ଏଥିରେ ଟଙ୍କା ରଖିବା ସଂପୂର୍ଣ୍ଣ ସୁରକ୍ଷିତ । ୧୦ ବର୍ଷ ପରେ ଆପଣଙ୍କୁ ସଂପୂର୍ଣ୍ଣ ସୁଧ ସହିତ ଟଙ୍କା ମିଳିବ । ଆପଣ ଭାବୁଥିବେ ଯେ କିଭଳି ମିଳିବ ଏହି ଟଙ୍କା ? ପତିପତ୍ନୀ ଯଦି ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪ ପ୍ରତିଶତର ସୁଧ ମିଳିବ ।

ଏହି ରାଶି ଉପରେ ଆପଣଙ୍କୁ ୨ ଲକ୍ଷ ୨୨ ହଜାର ର ଆୟ ହୋଇ ପାରିବ । ଯଦି ଏହି ସୁଧ ଟଙ୍କା କୁ ମାସ ହିସାବରେ ବଣ୍ଟାଯାଏ, ତେବେ ମାସକୁ ଜଣଙ୍କୁ ୧୮ ହଜାର ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବରେ ଆପଣଙ୍କ ଖାତା କୁ ଆସିବ । ଯଦି ଆପଣ ଏକାକୀ ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଞ୍ଚନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ଏଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯ ହଜାର ୨୫୦ ଟଙ୍କା ମିଳିବ । ଏହି ଯୋଜନାର ଅବଧି ସମୁଦାୟ ୧୦ ବର୍ଷ ରହିଛି । ଆପଣ ୧୦ ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ସମୟର ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *