ସରପଞ୍ଚ ଠାରୁ ରାଷ୍ଟ୍ରପତି ସବୁ ନେତାଙ୍କ ଦରମା କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ, ଆସନ୍ତୁ ଜାଣିନେବା ରାଜନେତାଙ୍କ ଦରମା ମାସକୁ କେତେ ? ଏହି ଦରମାରେ ତାଙ୍କର DA, Phone ଖର୍ଚ୍ଚ, health, Travel ଖର୍ଚ୍ଚ ଆଦି ଆନତରଭୁକ୍ତ ହୋଇଥାଏ । ଆପଣମାନେ ସାଧାରଣତ କାହାର ଦରମା କେତେ ଜାଣିନଥିବେ । ତେବେ ଆଜି ଆମ୍ଭେ ଆପଣ ମାନଙ୍କୁ ସେହିସବୁ ବିଶେଷ ତଥ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ୍ଭ ଦେଶ ତଥା ରାଜ୍ୟ ରେ ଆଇନ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ କରିଥାନ୍ତି । ସଠିକ ଭାବରେ କାର୍ଯ୍ୟ ମଧ୍ୟ କରାଯାଉନାହିଁ ବୋଲି ଅନେକ ସମୟରେ ତର୍କ ବିତର୍କ ହୋଇଥାଏ ।

ଏହା ସହିତ ସାଧାରଣ ଜନତାଙ୍କର ଏହା ମଧ୍ୟ ଚିନ୍ତାଧାରା ରହିଥାଏ ଯେ ଦେଶ ତଥା ରାଜ୍ୟ ରେ ଶାସନ ଭାର ନେଇ ଚଳାଉଥିବା ବିଶିଷ୍ଟ ନେତା ମାନଙ୍କର ଦରମା ବହୁତ ଅଧିକ ହୋଇଥିବ । ଆଜି ଆମ୍ଭେ ନେତା ମାନଙ୍କର ସମୁଦାୟ ଦରମା ତଥା ପଦବୀରେ ଉପଲବ୍ଧ ହେଉଥିବା ସମସ୍ତ ସରକାରୀ ସୁବିଧା ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦରମା ମାସକୁ ୫ ଲକ୍ଷଟଙ୍କା ।

୨;- ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କଇଆ ନାଇଡୁଙ୍କ ଦରମା ମାସକୁ ୪ ଲକ୍ଷ ଟଙ୍କା ।

୩;- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରମା ମାସକୁ ୩ ଲକ୍ଷ ୮୦ ହଜାର ଟଙ୍କା ।

୪;- ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ମାସକୁ ଦରମା ୩ ଲକ୍ଷ ୫୦ ହଜାର ଟଙ୍କା ।

୫;- ଉପରାଜ୍ୟପାଳ (ଦିଲ୍ଲୀ) ଅନିଲ ବୈଜଲଙ୍କ ଦରମା ମାସକୁ ୩ ଲକ୍ଷ ୨୫ ହଜାର ଟଙ୍କା ।

୬;- ସାଂସଦ ଅପରାଜିତା ଶଢଙ୍ଗୀଙ୍କ ଦରମା, ମାସକୁ ୩ ଲକ୍ଷ ୩୦ ହଜାର ଟଙ୍କା ।

୭;- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦରମା ମାସକୁ ୧ଲକ୍ଷ ୬୦ ହଜାର ଟଙ୍କା ।

୮;- ଓଡିଶା ବିଧାନ ସଭାର ସଭ୍ୟ (M.L.A) ଙ୍କ ଦରମା ମାସକୁ ୧ଲକ୍ଷ ଟଙ୍କା ।

୯;- ଜିଲ୍ଲା ପରିଷଦ ଙ୍କ ଦରମା ମାସକୁ, ୯୩୮୦ ଟଙ୍କା ।

୧୦;- ଜିଲ୍ଲା ପରିଷଦ ଦରମା ମାସକୁ, ୭୦୪୦ ଟଙ୍କା ।

୧୧;- ପୌରପାଳିକାର ଦରମା ମାସକୁ ୧୫-୨୦ ହଜାର ଟଙ୍କା ।

୧୨;- ବ୍ଲକ ଚେୟାରମ୍ୟାନଙ୍କ ଦରମା ମାସକୁ ୩୫୩୦ ଟଙ୍କା ।

୧୩;- ସରପଞ୍ଚ ଙ୍କ ଦରମା ୨୩୫୦ ଟଙ୍କା ।

୧୪;- ନାଏବ ସରପଞ୍ଚଙ୍କର ମାସକୁ ଦରମା ୯୪୦ ଟଙ୍କା ।  ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *