‘ରାତିରେ ଅଫିସକୁ ଝିଅ ଆସନ୍ତି, ସେମାନେ ଏଠି…’ ଏହି ସରକାରୀ ଅଫିସରେ ଚାଲିଛି ରାସଲୀଳା, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ସାଧାରଣ ଜନତା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ RI ଆସିବା ଦିନରୁ ସବୁଦିନ ସେମାନଙ୍କ ମଦ ବେପାର ଏଠାରେ । ଏବଂ କେଣ୍ଡିଆ ପାଳ ର ଜଣେ ଲୋକ କୁ ରଖିଛନ୍ତି ଗୁଣ୍ଡା ହିସାବରେ । ସେ ଏହି ଅଞ୍ଚଳରେ ସବୁଦିନ ବୁଲେ ଏବଂ କେଉଁଠି କାହାର ମାଟି ବୁହାହେଲା । ସେ ସବୁ ଆସି ଦେଖେ । ସେହି ଲୋକଟିର ନାମ ସମ୍ପଦ ବେହେରା ଅଟେ । ଏବଂ କାଲି ରାତିରେ ସ୍ଥାନୀୟ ଲୋକେ ଯାଉଥିବା ସମୟରେ ୫ ରୁ ୬ ଜଣ ଷ୍ଟାଫ ମଦ ଖାଇ ଶୋଦାବକା କରିଲେ ।

ଏହା ପରେ ଆମ୍ଭେ ଆସି ତାଙ୍କ ଅଫିସ ରେ ପଚାରିବାରୁ ଦେଖିଲୁ ଯେ ଅଫିସ ଭିତରେ ମଦବୋତଲ ଏବଂ କଣ୍ଡୋମ ଗୁଡାଏ ଗଦା ହୋଇଛି । ଏହାପରେ ଆମ୍ଭେ ପଚାରିବାରୁ କହିଲା ସେ ଲୋକ ଯେ ଗାଁ ଲୋକ ଏଭଳି ପକାନ୍ତି ମୁଁ ଏହାକୁ ସଫା କରେ । ଏହାପରେ ଘରେ ଆସି ଦେଖିଲା ବେଳକୁ ମଦ ବୋତଲ ମିଳିଲା । ଅଫିସ ରେ ମଧ୍ୟ ମଦ  ବୋତଲ ସହିତ ମାରଣାସ୍ତ୍ର ଦେଖିବାକୁ ପାଇଲୁ ।

ତେବେ ଏହି ଗ୍ରାମର ସ୍ଥାନୀୟ ବାସିନ୍ଦା ଏହିଭଳି ଅଭିଯୋଗ କରିବା ସହିତ କହିଛନ୍ତି ଯେ ଆମ୍ଭେ ଚାହୁଁଛୁ ତାଙ୍କୁ ଏଠାରୁ ବଦଳୀ କରାଯାଉ ନଚେତ ସସ୍ପେଣ୍ଡ କରାଯାଉ । ତେବେ ସରକାରୀ ଅଫିସର ମାନେ ଏହିଭଳି ଆଇନ ବିରୋଧୀ କାର୍ଯ୍ୟ କରିବା କେତେଦୂରେ ଉଚିତ ? ରାତିରେ ଝିଅ ମାନଙ୍କୁ ଡକାଇ ରାସଲୀଳା କରିବା ସହିତ ସେଠାକାର ସ୍ଥାନୀୟ ଲୋକ ଙ୍କୁ ଡାକି ଗାଳିଗୋଲଚ କରିବା କେଉଁ ପାଠୁଆ ଅଫିସର ର ଲକ୍ଷଣ ଦର୍ଶାଇ ଥାଏ ?

ସବୁଠାରୁ ବଡ କଥା ହେଉଛି ଯେ ନିଜର ଦକ୍ଷତା ଅନୁସାରେ ସରକାର ଏମାନଙ୍କୁ କାର୍ଯ୍ୟରତ କରିବା ସତ୍ବେ ମଧ୍ୟ ଏମାନେ ତାହାର ଫାଇଦା ଉଠାଇ ବେଆଇନ କାର୍ଯ୍ୟକଳାପ ଚଳାଇବାକୁ ପଛାଉ ନାହାଁନ୍ତି । ସ୍ଥାନୀୟ ଲୋକେ କହିଛନ୍ତି ଯେ ଏଭଳି ଅଫିସର ଏହି ଗ୍ରାମ ରେ ରହିବା ଅନୁଚିତ ଏମାନଙ୍କୁ ତୁରନ୍ତ ବଦଳାଇ ଦିଆଯାଉ ।

କାରଣ ଅପରାଧିକ କାର୍ଯ୍ୟ କରିବା ସହିତ ଏମାନଙ୍କ ପାଖରେ ଧାରୁଆ ଅସ୍ତ୍ର ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀ ଭୟ କରିଛନ୍ତି । ଏବଂ ମଦ ବୋତଲ ର ପରିମାଣ ଏତେ ଯେ ଆପଣ ମାନେ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇବ । ସରକାରୀ ବାବୁ ହୋଇ ନିଶା ସେବନ କରି କିପରି କାର୍ଯ୍ୟରତ ଅଛନ୍ତି ? ସତରେ ଏହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *