ସରକାରୀ କ୍ୱାର୍ଟରରେ ସରକାରୀ ବାବୁଙ୍କ ରାସଲୀଳା ! ଏମିତି ଲଜ୍ୟା ଜନକ Video ଭାଇରାଲ ହେବା ପରେ…

ସରକାରୀ କ୍ଵାଟରରେ ଅଧିକାରୀଙ୍କ ରାସନୀଳା ଅର୍ଦ୍ଧନଗ୍ନ ଅବସ୍ଥାରେ ସରକାରୀ ଅଧିକାରୀ । ବାଥୃମ ଭିତରେ କବାଟ କିଳି ଦେଇ ଅଛନ୍ତି ଯୁବତୀ । ବନ୍ଧୁଗଣ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଗତ ଗୁରୁବାର ଦିନ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ଗୁରୁବାର ଦିନ ୩ଟାରେ ଏଭଳି ଘଟଣା ଘଟିଛି । ସରକାରୀ କ୍ଵାଟରରେ ଅଧିକାରୀ ବାବୁଙ୍କ ଭେଶ ଦେଖନ୍ତୁ । ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଏହି ଅଧିକାରୀ ଜଣକ ହେଉଛନ୍ତି ତିତ୍ଲାଗଡ ବ୍ଲକର ଓଡିଶା ଲାଇଭଲି ହୁଡମିସନର ଡିପିଏମ । ଗତ ଗୁରୁବାର ଅପରାହ୍ନ ୩ଟାରେ ବ୍ଲକରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ନିଜ କ୍ଵାଟରକୁ ଡକେଇ ଥିଲେ ।

ଆଗରୁ ମଧ୍ୟ ଏହି ଅଭିଯୋଗ ଆସିଥିବାରୁ ସୁଯୋଗ ଖୋଜୁଥିଲେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି । କିଛି ସମୟ ପରେ କବାଟ ବାଡେଇ ଥିଲେ ଆଉ କବାଟ ଖୋଲିଥିଲେ ଅଧିକାରୀ । ଆଉ କବାଟ ଖୋଲିଲା ପରେ ଯାହା ଅବସ୍ଥା ଥିଲା ତାହା ଆପଣ ମାନଙ୍କ ସାମ୍ନାରେ ଅଛି । ପ୍ରଥମେ ଘର ଭିତରେ ଯୁବତୀ ଜଣକ ଦେଖା ଯାଉ ନାହାନ୍ତି । ବାରମ୍ବାର ପଚରା ଯିବାରୁ ଓ କବାଟ ବାଡେଇବାରୁ ବାଥୃମ ଭିତରୁ ଯୁବତୀ ଜଣକ ବାହାରି ଥିଲେ ।

ହାତରେ କିଛି ସରକାରୀ ଫାଇଲ ଥିଲା କହିଥିଲେ ସରକାରୀ କାମରେ ଆସିଛି । ଯଦି ସେ ସରକାରୀ କାମରେ ଆସିଛନ୍ତି ତା ହେଲେ ବାଥୃମ ଭିତରେ କବାଟ ଦେଇ କଣ କରୁଥିଲେ । ଜଣେ ମହିଳା ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ଭେଶରେ କାହିଁକି ଥିଲେ ଅଧିକାରୀ ଜଣକ । ଗୋଟେ ସାର୍ଟ ବି ପିନ୍ଧି ନଥିଲେ ଅଧିକାରୀ । ସଂପୂର୍ଣ୍ଣ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ ସରକାରୀ ଅଧିକାରୀ ଜଣକ ।

କେବଳ ଗୋଟେ ଗାମୁଛା ପିନ୍ଧି ଥିଲେ । ଗଣମାଧ୍ୟମ ଅଧିକାରୀ ରୁମ୍ ଭିତରେ ପଶିବା ମାତ୍ରେ ଅଧିକାରୀ ଜଣକ ତାଙ୍କ ଗୋଡ ଧରିଥିଲେ । ଆଉ ଭୁଲ ମାଗୁଥିଲେ ଅଧିକାରୀ । ଏବେ ଏହି ଭିଡିଓ ଭାଇରାଲ ଆଉ ଘଟଣା ଦିନ ଠାରୁ ଫେରାର ହୋଇଯାଇଛନ୍ତି ଅଧିକାରୀ । ଏବେ କ୍ଵାଟରରେ ତାଙ୍କର ଜଣେ ବନ୍ଧୁ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *