Jyotish Shastra- ସାରା ଜୀବନ ଦୁଃଖରେ ରହିଥାନ୍ତି ଏହି 3 ଟି ନାମର ଝିଅ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି 3 ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ସାରା ଜୀବନ ଦୁଃଖୀ ରହିଥାନ୍ତି । ବନ୍ଧୁଗଣ ଏହି ଜୀବନ ଏକ ରଙ୍ଗ ମଞ୍ଚ ଅଟେ ଯେଉଁଠି ସର୍ବଦା ସୁଖ ଓ ଦୁଃଖ ଲାଗି ରହିଥାଏ । ସୁଖ ଦୁଃଖ ମଣିଷର ଅନୁଭୂତି ର ହିଁ ପରିଣାମ ହୋଇଥାଏ । ବନ୍ଧୁଗଣ ଖରାପ ସମୟରେ ବ୍ୟକ୍ତି ଏତେ ଅସହଯତା ଅନୁଭବ କରିଥାଏ କି ସେ ନିଜର ଦୁଃଖ କହି ବାଣ୍ଟିବାକୁ ଚାହିଁଥାଏ । ଏଥିପାଇଁ କେବଳ ନିଜ ଲୋକମାନଙ୍କ ମଧ୍ୟରେ ହିଁ ନିଜ ଦୁଖ କଷ୍ଟ ବାଣ୍ଟିବା ଆବଶ୍ୟକ ।

ଆପଣ ଅନେକ ଥର ଦେଖିଥିବେ କି ଆମ ଆଖ ପାଖରେ କିଛି ଏମିତି ବି ଲୋକ ଥାଆନ୍ତି ଯିଏ ସବୁବେଳେ ଦୁଃଖୀ ରହିଥାନ୍ତି ଓ ତାଙ୍କର ଦୁଃଖର କାରଣ ହୋଇଥାଏ କେବେ ବି ସଚ୍ଚା ପ୍ରେମ ନ ମିଳିବା । ଆପଣଙ୍କୁ କହି ଦେଉଛୁ କି ଆଉ କିଛି ଲୋକ ଅଛନ୍ତି ତାଙ୍କ ଜୀବନ କେତେ ବି ଭଲ ହୋଇଥାଉ ନା କାହିଁକି ସେମାନେ ସବୁବେଳେ ହିଁ ଦୁଃଖୀ ରହିଥାନ୍ତି ଓ ଚିନ୍ତିତ ରହିଥାନ୍ତି । କୌଣସି ବି ପରିସ୍ଥିତି ତାଙ୍କୁ ଖୁସି କରିପାରେ ନାହିଁ । ତାଙ୍କର ନଜର ଏତେ ନକରାତ୍ମକ ହୋଇଥାଏ କି ସେ କେବେ ବି ପଜିଟିଭ ଭାବି ହିଁ ପାରନ୍ତି ନାହିଁ ।

ତାଙ୍କୁ ଚାନ୍ଦର ସୁନ୍ଦରତା ନୁହେଁ ସେଥିରେ ଲୁଚିଥିବା ଦାଗ ହିଁ ନଜର ଆସିଥାଏ । ଏହା ତାଙ୍କ ଜୀବନ ବଞ୍ଚିବାର ଅନ୍ଦାଜ ବନିଯାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ସବୁବେଳେ ନିଜ ଜୀବନରେ ଦୁଃଖୀ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି 3 ଟି ନାମର ମହିଳାଙ୍କ ବିଷୟରେ ।

B ନାମର ମହିଳା

B ନାମର ମହିଳାଙ୍କ ଜୀବନ ଅଧିକାଂଶ ଦୁଃଖରେ ହିଁ କଟିଥାଏ । କିନ୍ତୁ ଏମିତି ବି ଦେଖା ଯାଇଛି କି ବହୁତ ପ୍ରକାରର ଭଲ ଗୁଣ ବି ଏମାନଙ୍କ ମଧ୍ୟରେ ଥାଏ ଓ ଏମାନଙ୍କର ଏହି ଭଲ ଗୁଣ ଏମାନଙ୍କ ଦୁଃଖର କାରଣ ହୋଇଯାଏ । ଯେଉଁ କାରଣରୁ ଏମାନଙ୍କୁ ଏମାନଙ୍କ ସଚ୍ଚା ପ୍ରେମ ମିଳିପାରେ ନାହିଁ । କାରଣ ଏହି ମହିଳାମାନେ ନିଜ ଖୁସି ଠାରୁ ଅଧିକ ଅନ୍ୟ ମାନଙ୍କ ଖୁସି କଥା ଭାବିଥାନ୍ତି । ଏହି କାରଣରୁ ଏହି ନାମର ମହିଳାମାନେ ଜୀବନରେ ସବୁବେଳେ ଦୁଃଖରେ ରହିଥାନ୍ତି ।

P ନାମର ମହିଳା

P ନାମର ମହିଳା ମାନେ ବହୁତ ହିଁ ସାଧା ସିଧା ଓ ନିର୍ମଳ ହୃଦୟର ହୋଇଥାନ୍ତି । ଏହି ନାମର ମହିଳା ମାନଙ୍କର ସବୁଠୁ ଭଲ ଗୁଣ ଏହା ହେଲା କି ଏମାନେ ଅନ୍ୟ ମାନଙ୍କ ଖୁସିରେ ହିଁ ନିଜ ଖୁସି ଖୋଜିଥାନ୍ତି । କେବଳ ଏତିକି ନୁହେଁ ବରଂ ଅନ୍ୟ ମାନଙ୍କୁ ଖୁସି ବାଣ୍ଟି ବାଣ୍ଟି ନିଜେ ଖୁସି ରୁ ବଞ୍ଚିତ ହୋଇଯାନ୍ତି । ଯେଉଁ କାରଣରୁ ଏମାନେ ଜୀବନରେ କେବେ ବି ଖୁସିରେ ରହି ପାରନ୍ତି ନାହିଁ ।

S ନାମର ମହିଳା

S ନାମର ମହିଳା ହୃଦୟରୁ ହିଁ ବହୁତ ସଚ୍ଚା ହୋଇଥାନ୍ତି । ଏହି ମହିଳାମାନେ ଅନ୍ୟ ମାନଙ୍କ ବିଷୟରେ ଅଧିକ ଭାବିଥାନ୍ତି । ସାଧାରଣତଃ ଏହି ମହିଳାମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା କୁ ବହୁତ ଭଲ ପାଇଥାନ୍ତି । ଏହି କାରଣ ଅଟେ କି ଯେଉଁ କାରଣରୁ ଏମାନଙ୍କର ନିଜ ସାଥି ଙ୍କ ସହିତ ମନ ମାଳିନ୍ୟ ହୋଇଯାଏ ଓ ଏମାନଙ୍କୁ ନିଜ ସଚ୍ଚା ପ୍ରେମ ମିଳିପାରେ ନାହିଁ । ଯେଉଁ କାରଣରୁ ଏହି ମହିଳାମାନେ ସଚ୍ଚା ପ୍ରେମରୁ ବଞ୍ଚିତ ରହିଯାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *