ଏମାନେ ହେଉଛନ୍ତି TV ସିରିଏଲ ‘ସପନେ ସୁହାନେ ଲଡକପନ କେ’ ର ଷ୍ଟାର ମାନଙ୍କ ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲଟି ପ୍ରସିଦ୍ଧି ହାସଲ କରିଛି । ଏହି ସିରିଏଲର ନାମ ହେଉଛି ‘ସପନେ ସୁହାନେ ଲଡକପନ’ । ବନ୍ଧୁଗଣ ଏହି ସିରିଏଲଟି ଦର୍ଶକ ମାନଙ୍କର ଖୁବ ମନୋରଞ୍ଜନ କରି ପ୍ରସିଦ୍ଧି ହାସଲ କରିଥିଲା । ଏହି ସିରିଏଲଟି ଦୁଇଟି ଭଉଣୀଙ୍କ ଜୀବନ ଉପରେ ଆଧାରିତ ଥିଲା । ସେମାନେ ସବୁବେଳେ ପରସ୍ପର ସହ ଝଗଡା କରୁଇଥିଲେ ହେଲେ ସେମାନଙ୍କ ମଧ୍ୟରେ ବହୁତ ଅଧିକ ଭଲ ପାଇବା ଥିଲା ।

ଏହି ସିରିଏଲଟି ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାରଙ୍କ ବିଷୟରେ ।


ମହିମା ମକୱାନା – ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମହିମା ମକୱାନା । ମହିମା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ତଥା ରଚନାର ଭୂମିକା ପଦର୍ଶନ କରିଥିଲେ । ବନ୍ଧୁଗଣ ଦର୍ଶକ ମାନେ ମହିମାଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲରେ ମହିମା ଏକ ସାଧାରଣ ଝିଅର ଭୂମିକା ପଦର୍ଶନ କରିଥିଲେ । ଯାହାକୁ ସମାଜରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ ମହିମା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । କିନ୍ତୁ ସେ ଅଙ୍କିତ ସ୍ଵିଚଙ୍କୁ ଡେଟ କରୁଛନ୍ତି ।

ଅଙ୍କିତ ଗେରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ଅଙ୍କିତ ଗେରା । ଏହି ସିରିଏଲରେ ସେ ମୟଙ୍କ ର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲରେ ଦର୍ଶକ ମାନେ ଅଙ୍କିତଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଅଙ୍କିତ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ହେଲେ ସେ ଅଭିନେତ୍ରୀ ସାରା ଖାନଙ୍କୁ ଡେଟ କରୁଛନ୍ତି ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ହେବ ଡେଟ କରୁଛନ୍ତି । ଖବର ମିଳିଛି ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବେ ।


ଆଞ୍ଚଲ ଖୁରାନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଞ୍ଚଲ ଖୁରାନା । ଏହି ସିରିଏଲରେ ଆଞ୍ଚଲ ଚାରୁର ଭୂମିକା ପଦର୍ଶନ କରି ଲୋକମାନଙ୍କ ମନକୁ ଜିତି ଥିଲେ । ହେଲେ ଆଞ୍ଚଲ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । କାରଣ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।


ପିୟୁସ ସଚଦେବ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ପିୟୁସ ସଚଦେବ । ଏହି ସିରିଏଲରେ ମୁଖ୍ୟ ଅଭିନେତା ତଥା କବୀରର ଭୂମିକା ପିୟୁସ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି ଆକାଂକ୍ଷା ରାୱତ । ଆକାଂକ୍ଷା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ଓ ଏହି ଦୁଇଜଣ ୨୦୧୨ରେ ବିବାହ କରିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *