ଭୟଙ୍କର ବିଷାକ୍ତ ନାଗୁଣୀକୁ କ୍ଷୀର ପିଏଇବାକୁ ଗଲେ ମହିଳା, ଆଉ ତା’ ପରେ ହେଲା କିଛି ଏମିତି…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଆମର ଏହି ଜୀଵନ ରେ କେତେବେଳେ ବି କୌଣସି ନା କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ଛଡା ବେଳେବେଳେ ଆମକୁ ବହୁତ ଖ-ତ-ର-ନା-କ ଜୀଵ ଜନ୍ତୁ ଙ୍କ ସହ ସାମ୍ନା ମଧ୍ୟ ହୋଇ ଯାଇଥାଏ । ଯାଦ୍ୱାରା କେତେବେଳେ ଆମ ଜୀଵନ ଉପରେ ବି-ପ-ଦ ମଧ୍ୟ ମା-ଡି ଆସେ । ତେବେ ସେହିଭଳି ଏକ ବି-ପ-ଦ ହେଉଛି ସାପ । ସାପ ମାନେ କେତେବେଳେ ବି କେଉଁଠି ବି ନିଜ ଭୋଜନ ଖୋଜି ଖୋଜି କେତେବେଳେ କାହା ଘରେ ତ କେତେବେଳେ କାହା ବାଡ଼ି ବଗିଚାରେ ପଶି ଯାଆନ୍ତି ।

ତେବେ ସେହି ଭଳି ଏକ କୋବ୍ରା ସାପ ଟି ଜଣଙ୍କ ଘର ଭିତରେ ପଶି ଯାଇଥିଲା । ତେବେ ସେହି ଲୋକଙ୍କ ଶୋଇବା ଘରେ ସେ ଏହି ସାପ କୁ ଦେଖିଥିଲେ ଏବଂ ତୁରନ୍ତ ସାପ ଉଦ୍ଧାର କାରୀ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକିଥିଲେ । ତେବେ ସେହି ସାପ କୁ ସେ ଘରର ମହିଳା ମାନେ ତାଙ୍କୁ କ୍ଷୀର ଦେଇଥିଲେ ପିଇବାକୁ ମାନ୍ୟତା ରହିଛି କି ଘରେ ଧନ ଦୌଲତ ବଢ଼ିଥାଏ ତେବେ ଏପରି କିଛି ହୋଇନଥାଏ । ତେ ଲୁଚି ରହିଥିବା ସାପ ଟି କୁ ବହୁତ କଷ୍ଟରେ ଉଦ୍ଧାର କରିଥିଲେ କାରଣ ସେ ବାର ବାର ଚୋ-ଟ ମା-ରୁ-ଥି-ଲା ଏବଂ ରାଗି ଯାଉଥିଲା ।

ତେବେ ଶେଷ ରେ ସେ ସାଵଧନତା ର ସହିତ ସାପ ଟି କୁ ଉଦ୍ଧାର କରିଥିଲେ ଏବଂ ଏକ ବ୍ୟାଗ ରେ ପୁରାଇ ଦେଇଥିଲେ । ତେବେ ଏହି ଘଟଣା ଟି ଓଡ଼ିଶାର ଭଦ୍ରକ ଜିଲ୍ଲାର ଏକ ଗାଁ ରେ ଦେଖିବାକୁ ମିଳିଥିଲା । ତେବେ ମିର୍ଜା ଙ୍କ କହିବା କଥା କି ସାପ କୁ କେବେବି ରାକ୍ଷୀ ବାନ୍ଧିବା କିମ୍ବା କ୍ଷୀର ପିଆଇବା ଭଳି ବୋକାମୀ କରିବା ଉଚିତ ନୁହେଁ । ଏହା ଛଡା ସାପ ଦେଖିଲେ ବହୁତ ସାବଧାନ ରହିବା ଆବଶ୍ୟକ ଏବଂ ତାଙ୍କ ସହ ଲାଗିବା ଉଚିତ ନୁହେଁ ଏବଂ ସାପ କା-ମୁ-ଡ଼ି-ଲେ ଡାକ୍ତର ଙ୍କ ପାଖକୁ ଯିବା ଉଚିତ .

କୌଣସି ଅନ୍ଧ ବିଶ୍ୱାସ ରେ ପଡି ଝ-ଡା ଫୁ-ଙ୍କା କରିବା ଉଚିତ ନୁହେଁ ଏହା ଦ୍ୱାରା ମଣିଷ ଟି ମ-ରି-ଯି-ବ । ତେଣୁ ସର୍ବଦା ବୁଦ୍ଧିମାନ ର କାମ କରିବା ଉଚିତ । ଏହା ଛଡା ଯଦି ଆପଣ ମାନେ କେବେବି କୌଣସି ସାପ ଦେଖୁଛନ୍ତି ତେବେ କୌଣସି ସାପ ଉଦ୍ଧାର କାରୀ ବ୍ୟକ୍ତିଙ୍କୁ ଡାକିବା ଉଚିତ ନିଜେ କୌଣସି ସାହାସିକତା ଦେଖାଇ ସାପ ସହ ଲାଗିବା କିମ୍ବା ଧରିବାର ପ୍ରୟାସ କରିବା ଏକ ମୂର୍ଖାମୀ ର କାମ ଅଟେ । ତେଣୁ ଏହି ସବୁ କଥା ଉପରେ ଧ୍ୟାନ ଦେବା ଉଚିତ ଏବଂ ସାବଧାନ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *