‘ସ୍ଵାମୀ ସାଙ୍ଗକୁ ଧରି କରୁଛି ରାସଲୀଳା, ସାଙ୍ଗ ସାଙ୍ଗ କହି ସାଙ୍ଗ ସ୍ତ୍ରୀକୁ ପଟେଇଲା, ଛାତ ଡେଇଁକି ଆସିଲା ଓ ମୋ ବୋହୁକୁ…’ ବୋହୁ ବିରୁଦ୍ଧରେ ଶାଶୁଙ୍କ ସାଂଘାତିକ ଅଭିଯୋଗ

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ କୁ ଛାଡି ସ୍ଵାମୀ ସାଙ୍ଗ ସହିତ ସ୍ତ୍ରୀ ଙ୍କର ସମ୍ପର୍କ । ତେବେ ଅନେକ ଘରେ ସ୍ଵାମୀ ସ୍ତ୍ରୀ ମାନେ କେତେ କେତେ ହସଖୁସି କରି ଭଲରେ ସଂସାର କରିଥାନ୍ତି । କିନ୍ତୁ ଏହି ଶାଶୁ ଜଣକଙ୍କ ଘରେ ଦୁଃଖ ର କଳାବାଦଲ ଛାଇ ହୋଇ ରହିଛି । ସ୍ତ୍ରୀ ମାନେ ସ୍ଵାମୀ ଙ୍କ ମନକୁ ବାନ୍ଧି କେତେ ଆଶା ନେଇ ସଂସାର କରିଥାନ୍ତି । ସ୍ଵାମୀ ଙ୍କୁ ନିଜର କରି ନିଜ ଭବିଷ୍ୟତ କୁ ଗଢି ତୋଳୁଛନ୍ତି, କିନ୍ତୁ ଏହି ଶାଶୁ ଜଣଙ୍କ ବୋହୁ କିଛି ଏଭଳି କାଣ୍ଡ ରଚାଇଛନ୍ତି ଯାହାକୁ ନେଇ ଶାଶୁ ଜଣଙ୍କ ଅଭିଯୋଗ କରିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଭିଯୋଗ ଅନୁଯାୟୀ ବୋହୂ ଜଣକ ଅନ୍ୟ ପୁରୁଷ ସାଙ୍ଗରେ ରହିବ ବୋଲି ନିଜ ସ୍ଵାମୀ ଙ୍କୁ ମିଛ କେସରେ ଜେଲରେ ଭର୍ତ୍ତି କରିବାକୁ ପଛାଇ ନଥିଲା । ତେବେ ଖବର ଅନୁଯାୟୀ ଚନ୍ଦନ ନାମକ ଯୁବକଙ୍କ ସହିତ ବୋହୂ ଜଣକ ଅନେଇତିକ ସମ୍ପର୍କ ରଖିଥିଲେ । ଚନ୍ଦନ ହେଉଛନ୍ତି ପୁଅ ର ସାଙ୍ଗ । ତେବେ ସାଙ୍ଗ ର ସ୍ତ୍ରୀ ପ୍ରତି ଚନ୍ଦନ ଙ୍କର ଥିଲା ଖରାପ ନଜର ।

କ୍ରମଶଃ ସାଙ୍ଗ ର ସ୍ତ୍ରୀ ସହିତ ସମ୍ପର୍କ ରଖିଲେ ଚନ୍ଦନ । ସ୍ତ୍ରୀ ଛାଡପତ୍ର ପାଇଁ ମିଛ ଅଭିଯୋଗ ଲଗାଇ ନିଜ ସ୍ଵାମୀ କୁ ଜେଲରେ ଭର୍ତ୍ତି କରାଇଥିଲା । ଏହାର କେବଳ ଗୋଟିଏ କାରଣ ଥିଲା ଯେ ସେ ଚନ୍ଦନ ସହିତ ମସ୍ତି କରିପାରିବ । କେବଳ ଏତିକି ନୁହେଁ ଚନ୍ଦନା ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ସମୟରେ ସ୍ତ୍ରୀ ଭରଣ ପୋଷଣ ନିମନ୍ତେ ଦାବୀ କରିଥିଲା ।

ଦୁଇଜଣ ମିଶି ବାରମ୍ବାର ମାରିଦେବା ନିମନ୍ତେ ଧମକ ଦେଉଥିଲେ । ଏହିକିଛିଦିନ ତଳେ ଗଣମାଧ୍ୟମରେ ବୋହୂ ଙ୍କ ଅଶ-ଳିଳ ଫୋଟୋଚିତ୍ର ଭା-ଇ-ରା-ଲ ହେଉଥିଲା, ମାତ୍ର ପୁଅ ଲୋକଲଜ୍ୟା କୁ ଡରି ବୋହୂ କୁ ଘରକୁ ଚାଲି ଆସିବା ନିମନ୍ତେ କହିଥିଲା । ମାତ୍ର ବୋହୂ ଜଣକ ପୋଲିସ ଷ୍ଟେସନ ରେ ଯାଇ କେଉଁ କମ୍ପ୍ଲେନ ଦେଇଛନ୍ତି ଯେ ବିନା କାରଣରେ ପୋଲିସ ବୟସ୍କ ଦମ୍ପତ୍ତି ଙ୍କ ପୁଅ କୁ ଉଠାଇ ଥାନା କୁ ନେଇଯାଇଛନ୍ତି ।

ମା’ ଜଣକ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ପୁଅ ଙ୍କୁ ଏବଂ ତାଙ୍କୁ ଉଚିତ ନ୍ୟାୟ ମିଳୁ । ତେବେ ବୋହୂ ଜଣକଙ୍କ ନାମ ହେଉଛି ଶୁଭଶ୍ରୀ । ଛାଡପତ୍ର ମାମଲା ବିଚାରଧୀନ ଭାବରେ ରହିଥିବା ବେଳେ ୨୯ ତାରିଖ ଦିନ ପୋଲିସ ପୁଅ କୁ ଉଠାଇ ନେଇଥିବା ଖବର ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *