‘KFC, DFC ରେ ଖାଇଦେଲେ ତୁମର ପ୍ରେମ ହେଇଯାଉଛି ରାତିରେ ଯାଇ ଶୋଇପଡୁଛ ..ଭୁବନେଶ୍ୱରେ ମାତିଛନ୍ତି ଭାଉଜ…’

ବନ୍ଧୁଗଣ, ଆଜିକାଲି ପୁଅ ଝିଅ ମାନଙ୍କ ମଧ୍ୟରେ ଚାଲିଥିବା ପ୍ରେମ କୁ ନେଇ କମେଡିଆନ ଜ୍ଞାନ କହିଛନ୍ତି ଯେ ଆଜିକାଲି ଯେଉଁ ପରକୀୟା ପ୍ରୀତି ଚାଲିଛି । ଭୁବନେଶ୍ଵରରେ ଭାଉଜ ମାନେ ଯେଉଁ ହିସାବରେ ମାତିଛନ୍ତି । ଏମିତି ଶଣ୍ଢ ମଧ୍ୟ ମାତିବେନି କି କୁକୁର ମଧ୍ୟ ମାତିବେନି ଅର୍ଥାତ ଭାଉଜ ମାନେ ଯେଉଁଭଳି ପ୍ରେମରେ ମାତିଛନ୍ତି, ଦିଅର ମାନଙ୍କୁ ପଥ ଭ୍ରଷ୍ଟ କରାଇ ସାରିଲେଣି । ଆଉ ଅନେକ ସ୍ଵାମୀ ଅଛନ୍ତି ଯେଉଁମାନେ ରହୁନାହାଁନ୍ତି ତଥା ରାତିରେ ଯାଇ ଦେଖା ହଉଛନ୍ତି ।

କମେଡିଆନ ଜଣକ ଏହା ମଧ୍ୟ କହିଛନ୍ତି ଯେ ସଂପୂର୍ଣ୍ଣ ଭାବରେ ସେ କହିବେ ଯେ ଯେଉଁ ଝିଅ ମାନେ ନିଜ ପାଇଁ ପାତ୍ର ଖୋଜୁଛନ୍ତି ଅଥବା ବରପାତ୍ର ଟିଏ ଖୋଜୁଛନ୍ତି, ସେମାନେ ସିଲେକସନ ଭଲ ଭାବରେ କରି ପାରୁନାହାଁନ୍ତି । ଅଥବା ସେ ଝିଅ ମାନେ ମଧ୍ୟ ଚାହୁଁଛନ୍ତି ଯେ ତାଙ୍କ ସହିତ ଶାରୀରିକ ସମ୍ପର୍କ ହୋଇଗଲା ତାଙ୍କ ମନ ଖୁସି ।

ମାତ୍ର ପ୍ରକୃତରେ ଯଦି ସେ ଝିଅ ତଥା ତାଙ୍କ ବାପା ମା’ ତାଙ୍କୁ ସଣ୍ଠଣା ଗଣ୍ଠଣା ଅଥବା ସଂସ୍କୃତି ପରମ୍ପରା ଶିଖାଇଥିବ ସେ କେତେବେଳେ ମଧ୍ୟ ଏହି ପାର୍କ ଫାର୍କ କୁ ଜୀବନି କି ରାତିରେ ଯାଇ ଶୋଇବନାହିଁ ।  ବହୁତ ପୁଅପିଲା ଅଛନ୍ତି ଯିଏ କି ମିଛ କହି ଏହିଭଳି ସମ୍ପର୍କ ରଖି ଝିଅ ମାନଙ୍କୁ ଶେଷରେ ପ୍ରତାରଣା ଦଉଛନ୍ତି । ମାତ୍ର କାହିଁକି ଯାଇ ସେଥିରେ ପଶିବେ ? ପ୍ରଥମ ଭୁଲ ହେଉଛି ନାରୀ ର । ସେମାନେ କାହିଁକି ଯିବେ ?

ବିବାହ ର ବର୍ଷେ ଦୁଇବର୍ଷ ପରେ ସବୁ ସ୍ଵାମୀ ଙ୍କୁ ତାଙ୍କ ସ୍ତ୍ରୀ ତଥାବା ସ୍ତ୍ରୀ ମାନଙ୍କୁ ତାଙ୍କ ସ୍ଵାମୀ ଗନ୍ଧାନ୍ତି । ଏହା ସମାଜରେ ହୋଇସାରିଛି ଯେ ସମସ୍ତେ ସମସ୍ତଙ୍କୁ ଦେଖି ଆକର୍ଷଣ ହେବେ । ମାତ୍ର କେଉଁଠି କଫିସପ KFC, DFC ରେ ବସି ଖାଇଲେ ପ୍ରେମ ହୋଇଗଲା ? ରାତିରେ ଯାଇ ଶୋଇପଡିବ ।

ଆଗରୁ ଯେଉଁ ପ୍ରେମ ଥିଲା ତଥା ସମ୍ପର୍କ ଥିଲା ୭ ଘେରା ବେଦୀରେ ଘୁମିବ । ୭ ଘେରା ବୁଲିବା ପରେ ତାହାକୁ ୫ ଗାଁ ଜାଣିଲେ ଭୋଜିଭାତ ହେଲା ତଥା ଖିଆପିଆ ହେଲା, ମାତ୍ର କୌଣସି କାଗଜପତ୍ର ନଥିଲା । ମାତ୍ର ବର୍ତ୍ତମାନ କାଗଜପତ୍ର ପରେ ମଧ୍ୟ ଡିଭୋର୍ସ ହେଉଛି । ବାପା ମା’ ଙ୍କ କଥାରେ ବିବାହ ହେବାକୁ ନେଇ ପ୍ରଶ୍ନ କରି କହିଛନ୍ତି ଜ୍ଞାନ ଯେ ବାପା ମା’ ସିଲେକସନ କରି ବିବାହ କରାଇ ଦେଲେ ମାତ୍ର ସେ ଝିଅ ଯଦି ଅଲଗା ଜାଗାରେ ପ୍ରେମ କରୁଥିବ ?

ସେଠି ମଧ୍ୟ ଡିଭୋର୍ସ ହେଇଯାଉଛି । ମାତ୍ର ବାପା ମା’ ଙ୍କ କଥାରେ ବିବାହ କରିଲେ ଆଗକୁ କିଛି ଅସୁବିଧା ହେଲେ ମଧ୍ୟ ବାପା ମା’ ସେଭ କରିବେ କି ଯାହା ହେବ ତାଙ୍କ ଜାଣତରେ ହେବ । ମାତ୍ର ଲୁଚି ଛପି କରିଲେ ଏହିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *