ପିକନିକ ହେଲା କାଳ ! ସମୁଦ୍ରରେ ଗାଧୋଉ ଗାଧୋଉ ବୁଡିଗଲେ 4 ଜଣ ଯୁବକ ! ଦେଖନ୍ତୁ Live ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆରମ୍ଭ ହୋଇ ସାରିଛି ନୂତନ ବର୍ଷ ଏବଂ ତେବେ ସମସ୍ତେ ଏହି ବର୍ଷ କୁ ଖୁସି ମନରେ ସ୍ୱାଗତ ମଧ୍ୟ କରିଛନ୍ତି । ତେବେ ଭୋଜି ଭାତରେ ନାଚ ଗୀତରେ ସ୍ୱାଗତ କରିଛନ୍ତି। ତେବେ ସମସ୍ତେ ଏହି ବର୍ଷ କିପରି ଭଲ ରେ କଟିଯିବ ତାହା ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଛନ୍ତି । ତେବେ କିନ୍ତୁ ଏହି ନୂତନ ବର୍ଷ ର ଆରମ୍ଭ ରୁ ହିଁ ଆମକୁ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।

ତେବେ ୨୦୨୦-୨୦୨୧ ରେ ବହୁତ କିଛି ଘଟି ଯାଇଛି ଏହା ସହ ୨୦୨୨ ରେ କରୋନା ର ତୃତୀୟ ଲହରୀ ଆସିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏତେ ସବୁ ଦୁଃଖ ଭିତରେ ଆହୁରି ଏକ ଦୁଃଖ ଖବର ସମସ୍ତ ଙ୍କୁ ଶୋକାକୁଳ କରି ଦେଇଛି । ତେବେ ଆସନ୍ତୁ ସେହି ଦୁଃଖଦ ଖବର ବିଷୟ ରେ ଆଲୋଚନା କରି ନେବା ।

ତେବେ ଆପଣ ମାନେ ଜାଣିଥିବେ କି ବିଶାଖାପାଟଣାର ଲୋକପ୍ରିୟ ବେଳାଭୂମି ହେଉଛି ଆର କେ ବେଳା ଭୂମି । ଏଠାରେ ଅନେକ ଲୋକ ଅନେକ ପର୍ଯ୍ୟଟନ ବୁଲିବାକୁ ଆସନ୍ତି ଏବଂ ନୂଆ ବର୍ଷ ରେ ବୁଲାବୁଲି ଏବଂ ମଜା ମସ୍ତି କରିବାକୁ ମଧ୍ୟ ଆସନ୍ତି । ତେବେ ସେହିପରି ଏହି ବେଳା ଭୂମିରେ ଚାରି ଓଡ଼ିଆ ନୂଆବର୍ଷ ପାଇଁ ବୁଲାବୁଲି ମଜା ମସ୍ତି କରିବା ପାଇଁ ଆସିଥିଲେ । ସାଙ୍ଗମାନଙ୍କ ସହିତ ମଜା ମସ୍ତି କରି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ ।

ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ଯୁବକ ସମୁଦ୍ରରେ ବୁଡିଯାଇ ଥିଲେ । ବହୁତ ଚେଷ୍ଟା ପରେ ସେମାନେ ନିଜକୁ ବଞ୍ଚାଇବାରେ ଅସକ୍ଷମ ହୋଇଥିଲେ । ଲହରୀ ସେମାନଙ୍କୁ ସମୁଦ୍ର ଭିତରକୁ ଟାଣି ଟାଣି ନେଇଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବେଳାଭୂମିରେ ଚାରି ଜଣ ଓଡିଆ ଯୁବକ ଗାଧୋଉଥିବା ବେଳେ ଉଚ୍ଚ ଲହରୀ ଆସିବାରୁ ସେମାନେ ସମୁଦ୍ର ଭିତରକୁ ଟାଣି ନେଇଥିଲେ ।

ସେମାନେ ହଠାତ ନିଖୋଜ ହୋଇଯାଇଥିଲେ । ଲାଇଫ ଗାର୍ଡମାନେ ଖୋଜାଖୋଜି କରି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଆଉ ଦୁଇ ଜଣଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି । ତେବେ ବର୍ଷ ର ଆରମ୍ଭ ରେ ହିଁ ଏହି ଦୁଃଖଦ ଖବର ସମସ୍ତଙ୍କୁ ଦୁଃଖିତ କରି ଦେଇଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *