ସାମ୍ନାକୁ ଆସିଲେ ନନ୍ଦିନୀ, କହିଲେ ‘ସେ ଓଲା ଟା… ମୋ ହାତ ମୋଡିଲେ, ମୁଁ ଦି ଚାପୁଡା ଦେଲି ଓ ସେ…’ ଶୁଣନ୍ତୁ ନନ୍ଦିନୀଙ୍କର ଏହି ଅଡିଓ କଲ…

ବନ୍ଧୁଗଣ ଗତ କାଲି ଏକ ସୈତାନ ବୋହୁର କଳା କାର୍ଣ୍ଣମା ସାମ୍ନାକୁ ଆସିଛି । ବିବାହର ପରଦିନରେ ସ୍ଵାମୀକୁ ମନ୍ଦିର ନେବା କଥା କହି ପ୍ରଥମେ ସ୍ଵାମୀକୁ ବାଡେଇଲେ ଆଉ ତା ପରେ ନିଜ ପ୍ରେମ ସହ ଛୁ ମାରିଲେ । ଏହି ଯୁବତୀଙ୍କ କଳା କାର୍ଣ୍ଣମାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଧୋକା ବାଜ ବୋହୁର କଳା କାର୍ଣ୍ଣମାରେ ଫିଟୁଛି ନୂଆ ନୂଆ ଗୁମର । ଚଉଠି ରାତି ଦିନ ଡ୍ରେସ ନ ପିନ୍ଧି ଭେଣେଇକୁ ନିଜ ସୁନ୍ଦର ଶରୀର ଦେଖାଉ ଥିଲେ ନନ୍ଦିନୀ ।

ଆଉ ଏମିତି ଅନେକ ଅଭିଯୋଗ ରହିଛି ଯାହା ବଳରାମ ସାହୁ ଓ ତାଙ୍କ ପରିବାର ଲୋକେ କରିଛନ୍ତି । ତେବେ ବନ୍ଧୁଗଣ ଏବେ ନନ୍ଦିନୀ ପାଟି ଫିଟାଇଛନ୍ତି । ନନ୍ଦିନୀ ଅଡିଓ କଲ୍ ମାଧ୍ୟମରେ କହିଛନ୍ତି-‘ସେମାନେ ଯେତେ ମିଛ କହିବାକୁ ଚାହୁଁଛନ୍ତି କହି ପାରନ୍ତି ଆଉ ଆପଣ କେବଳ ଗୋଟିଏ କଥା କୁହନ୍ତି ସେ ଯେତେ କଥା ବି କହୁଛନ୍ତି ତାର ଗୋଟି ଗୋଟି ପ୍ରମାଣ ଦେବେ ।

କାହିଁକି ନା ଦେଖନ୍ତୁ ତାଙ୍କ ମା ହିଁ ତାଙ୍କୁ ଶିକ୍ଷା ଦେଇଛନ୍ତି ସେ ପିଲା ଏତେ ଓଲା ସେ ଯାହା ବି କୁହନ୍ତି ତାଙ୍କ ପାଟି ଥଙ୍ଗାଏ । ବାହାଘର ପୂର୍ବରୁ ମୁଁ ସେ ପୁଅଙ୍କୁ କେବେବି ଦେଖି ନଥିଲି । ସେ କହୁଛନ୍ତି ମୁଁ ଭେଣେଇକୁ ଭିଡିଓ କଲ୍ କରିଥିଲି ଆଉ ମୁଁ ଲଭରକୁ ଡକେଇ ମାଡ ଖୁଆଇଲି । ଯଦି ଭେଣେଇ ସହ ମୋର ସେମିତି କିଛି ଥାନ୍ତା ତା ହେଲେ ମୁଁ ରିଲେସନରେ ରହିଯାଇ ଥାନ୍ତି ଆଉ ଯଦି ମୋର ଲଭର ଥାନ୍ତା ତା ହେଲେ ମୁଁ ଲଭର ସହ ବିବାହ କରିଥାନ୍ତି ।

ସେଦିନ ରାତିରେ ସେ ମୋ ପାଖରେ ଥିଲେ କିଛି କହିପାରିଲେ ନାହିଁ ସେ ଯେତିକି ବି କଥା କହୁଛନ୍ତି ସବୁ ମିଛ । ଏମାନେ ମୋତେ ବ୍ଲେମ କରେଇ ଜଣାଇବାକୁ ଚାହୁଁଛନ୍ତି ମୁଁ ହିଁ ଖରାପ । ଚଉଠି ରାତି ଦିନ ମୋତେ ବହୁତ ଟର୍ଚର କରିଛନ୍ତି ଆଉ ଧମକ ବି ଦେଇଛନ୍ତି । ମୋ ଘର ପରିବାର କେହି ବି ତାଙ୍କୁ ବାଆଡେଏଇ ନାହାନ୍ତି । ମନ୍ଦିର ଯିବା ପରେ ମୁଁ ମୋ ଘର ଲୋକଙ୍କୁ କଲ୍ କରି କହିଥିଲି ମୋତେ ଏଠି ଠିକ ଲାଗୁନି ମୋତେ ନେଇ ଯାଅ ।

ଆଉ ମୁଁ ମୋ ଘର ଲୋକଙ୍କ ସହ ଗଲି ହେଲେ ସେ କହୁଛନ୍ତି ମୁଁ ଆଉ କାହା ସହ ପଳେଇଲି । ସେଦିନ ମୋ ହାତକୁ ଧରି ମୋଡିକି ମୋତେ ବେଜିତ କରିଦେଇଥିଲେ । ସେହି ସମୟରେ ମୋ ହାତ ବିନ୍ଧିଲା ମୁଁ ତାଙ୍କୁ ଦୁଇ ଚାଆପୁଉଡା ପକେଇ ଦେଲି’ । ତା ହେଲେ ବନ୍ଧୁଗଣ ନନ୍ଦିନୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.